Daily Archives

October 26, 2018

ଘୁସୁରୀ ପାଟିରେ ନବଜାତ ଶିଶୁ ! ହଠାତ୍ ହସ୍ପିଟାଲ ଭିତରକୁ ପସି ଛୁଆକୁ ଟେକି ନେଲା ଘୁଷୁରୀ ।

ନବଜାତ ଶିଶୁକୁ କାମୁଡି ନେଇ ଚାଲିଗଲା ଘୁଷୁରୀ । ଲୋକ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଘୁଷୁରୀକୁ ଅଟକାଇ ପାରିନଥିଲେ । ଡ଼ାକ୍ତରଖାନା ଭିତରୁ ଏକ ଘୁଷୁରୀ ନବଜାତ ଶିଶୁକୁ କାମୁଡ଼ି ନେଇଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ପୂର୍ବରୁ ବିହାରରେ ଥିବା…

ମହାକାଶରେ ଭାରତର ମୁକାବିଲା କରିବାକୁ ଅଣ୍ଟା ଭିଡିଲା ପାକିସ୍ତାନ । ଚୀନ ସହାୟତାରେ ୨୦୨୨ ସୁଦ୍ଧା ମାନବଯାନ ପଠାଇବାକୁ…

ମହାକାଶରେ ଭାରତର ମୁକାବିଲା କରିବ ପାକିସ୍ତାନ । ଚୀନ ସହାୟତାରେ ୨୦୨୨ ସୁଦ୍ଧା ମାନବଯାନ ପ୍ରେରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ପାକିସ୍ତାନ । ପାକ୍ ସୂଚନା ମନ୍ତ୍ରୀ ଫୱାଦ୍ ଚୌଧୁରି ଏନେଇ ବିଧିବଦ୍ଧ ଘୋଷଣା କରିଥିବା ବେଳେ ପ୍ରଥମ ମିଶନରୁ ହିଁ ସଫଳ ହେବାର ସ୍ୱପ୍ନ ଦେଖିଛି ପାକିସ୍ତାନ । ଏହି…

ଚିଲିକା ଉପରେ ହେଲିକପ୍ଟର ଉଡିବା ପ୍ରସଙ୍ଗ । ତଦନ୍ତ ପରେ ରିପୋର୍ଟ ଦେଲେ ଡିଜିସିଏ, କହିଲେ, ଉଡାଣରେ କୌଣସି ଆଇନ…

କନକ ବ୍ୟୁରୋ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ କ୍ଲିନଚିଟ୍ ଦେଇଛି ଡିଜିସିଏ । ଏ ନେଇ ଭୁବନେଶ୍ୱର ବିମାନ ବନ୍ଦର କର୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବା ଡିଜିସିଏ । ବୈଜୟନ୍ତଙ୍କ ବିରୋଧରେ ଚିଲିକା ଉପରେ ଅତି କମ୍ ଉଚ୍ଚତାରେ ହେଲିକପ୍ଟର…

ଗ୍ରାହକଙ୍କ ପାଇଁ ରିଲାଏନ୍ସ ଜିଓ ତରଫରୁ ଆକର୍ଷଣୀୟ ଧମାକା ! ଏଣିକି ବ୍ୟାଙ୍କ ଭଳି ଜିଓ ପେମେଣ୍ଟରେ ବି ଲୋକ ଖୋଲି…

ଖୁବ ଶିଘ୍ର ଜିଓ ଟଙ୍କା କାରବାର କ୍ଷେତ୍ରରେ ପାଦ ଦେବାକୁ ଯାଉଛି । ରିଲାଏନ୍ସ ଜିଓ ସହିତ ଗ୍ରାହକମାନେ ଖାତା ଖୋଲି ଟଙ୍କା କାରବାର କରିପାରିବେ । ଅନ୍ୟ ବ୍ୟାଙ୍କ ମାନଙ୍କରେ ଖାତା ଖୋଲିଲେ ଯେଉଁଭଳି ସୁବିଧା ମାନ ମିଳିଥାଏ ଠିକ ସେହି ଭଳି ସୁବିଧା ଜିଓ ସହ ଖାତା ଖୋଲିଲେ ମିଳିବା ସହ ଅନ୍ୟ କେତେକ…

ଲୋକପ୍ରିୟତାର ଗ୍ରାଫରେ ମୋଦିଙ୍କୁ ପଛରେ ପକାଇଲେ ରାହୁଲ । କେରଳ ଓ ତାମିଲନାଡୁରେ ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ…

ଲୋକପ୍ରିୟତାର ଗ୍ରାଫରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଛରେ ପକାଇଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଇଣ୍ଡିଆ ଟୁଡେ ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ଦୁଇ ଦକ୍ଷିଣ ରାଜ୍ୟ କେରଳ ଓ ତାମିଲନାଡରୁ ଆସିଥିବା ସର୍ଭେ ରିପୋର୍ଟ କଂଗ୍ରେସ ଶିବିରକୁ ଉତ୍ସାହିତ କରିଛି । ଏହି ଦୁଇ ରାଜ୍ୟରେ…