Daily Archives

October 23, 2018

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ ! ବଦଳିଲେ କ୍ରାଇମବ୍ରାଞ୍ଚ ଆଇଜି ହିମାଂଶୁ ଲାଲ୍, ଯତିନ୍ଦ୍ର କୋଏଲଙ୍କୁ ନୂଆ…

ରାଜ୍ୟ ସରକାର ମଙ୍ଗଳବାର ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ବରିଷ୍ଠ ପୁଲିସ ଅଧିକାରୀ ତଥା ୧୯୮୪ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଆର.ପି ସିଂଙ୍କୁ ଜେଲ ବିଭାଗର ଡିଜି ଭାବରେ ବଦଳି କରାଯାଇଛି । ୧୯୮୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ବିନୟା ଝାଙ୍କୁ ଗୃହ ବିଭାଗରେ ଆଟାଚ କରି ଦିଆଯାଇଥିବା ବେଳେ…

ସାବରିମାଳାରେ ମହିଳାଙ୍କ ପ୍ରବେଶ ନେଇ ସ୍ମୃତି ଇରାନୀ ବିବାଦୀୟ ମନ୍ତବ୍ୟ ! କହିଲେ, ଋତୁସ୍ରାବ ଯୋଗୁଁ ମହିଳା ମନ୍ଦିରକୁ…

କନକ ବ୍ୟୁରୋ : ସାବରିମାଳାରେ ମହିଳା ଭକ୍ତଙ୍କ ପ୍ରବେଶ ପ୍ରସଙ୍ଗକୁ ନେଇ ସାରା ଦେଶରେ ବଡ ଧରଣର ଚର୍ଚ୍ଚା ସୃଷ୍ଟି ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବୟାନ ଆଉ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ମାସିକ ଋତୁସ୍ରାବରେ କୌଣସି ମହିଳା ରକ୍ତରେ…

ଜେଲ ଗଲେ ଅଭିଜିତ୍ ଆୟାର ! ଜାମିନ ନାମଞ୍ଜୁର କଲେ SDJM କୋର୍ଟ, ବିଚାର ବିଭାଗୀୟ ହାଜତକୁ ଗଲେ ଅଭିଜିତ୍ ।

କନକ ବ୍ୟୁରୋ : ଝାରପଡା ଜେଲ୍ ଗଲେ ଅଭିଜିତ ଆୟାର ମିତ୍ର । କୋର୍ଟରେ ହାଜର ପରେ ଅଭିଜିତଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଅଭିଜିତ ଆୟାରଙ୍କ ଜାମିନ ନାମଞ୍ଜୁର କରିଛନ୍ତି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ଅଭିଜିତ ଆୟାରଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ…

ସମାନ ରେକର୍ଡ ଦୌଡରେ ଧୋନି ଆଉ କୋହଲି ! ୧୦ ହଜାର ଦିନିକିଆ ରନ୍ ଠାରୁ ଆଉ ମାତ୍ର ଅଳ୍ପ ଦୂରରେ ଦୁଇ ଭାରତୀୟ ତାରକା ।

କନକ ବ୍ୟୁରୋ : ସମାନ ରେକର୍ଡ ଦୌଡରେ ଧୋନି ଆଉ କୋହଲି । ଟିମ୍ ଇଣ୍ଡିଆର ଦୁଇ ଧୂରନ୍ଧର ଏବେ ଗୋଟିଏ ରେକର୍ଡ ଭାଙ୍ଗିବା ରେସରେ ଅଛନ୍ତି । ଆଉ ଏହି ରେକର୍ଡ ହେଉଛି ଅନ୍ତର୍ଜାତୀୟ ଦିନିକିଆରେ କିଏ ଆଗ ୧୦ ହଜାର ରନ୍ ପୂରଣ କରିବେ । ଅଧିନାୟକ ବିରାଟ କୋହଲି ଏହି କୀର୍ତିମାନ ଠାରୁ ଆଉ ମାତ୍ର ୮୧…

ଭାରତୀୟ ସେନାର ହେବ ନବକଳେବର ! ସାମିଲ ହେବ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର, ବଦଳିବ ରଣନୀତି ।

କନକ ବ୍ୟୁରୋ : ଭାରତୀୟ ସେନାର ହେବ ନବକଳେବର । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ବଢିବ ସେନାର ଶକ୍ତି । ଏହାସହ ପୁରୁଣା ଲଢେଇ ଗୁଡିକ ଭଳି ଆଗାମୀ ଲଢେଇ ଲଢାଯିବନି । ଏଥିପାଇଁ ବଦଳାଯିବ ସେନାର ରଣକୌଶଳ । ଏହା କହିଛନ୍ତି ସେନା ମୁଖ୍ୟ ଜେନେରାଲ ବିପିନ ରାୱତ । ସେନାର ବରିଷ୍ଠ କମାଣ୍ଡରଙ୍କ ସହ…

ହେୟାର କଟିଂର ନୁଆ ଟ୍ରେଣ୍ଡ ! ଜୀବନକୁ ଲଗାଯାଉଛି ବାଜି, କୁରାଢ଼ିରେ କଟାଯାଉଛି କେଶ ।

ଆଜିକାଲି ଦୁନିଆରେ ଲୋକମାନେ ନିଜକୁ ସଜେଇବା ପାଇଁ ଏବଂ ଅନ୍ୟଙ୍କ ଠାରୁ ଭଲ ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଗ୍ରହଣ କରୁଛନ୍ତି । ପୋଷାକ ଠାରୁ ଆରମ୍ଭ କରି ଶରୀରକୁ ସୁନ୍ଦର କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ସାଧାରଣତଃ ଯୁବ ପିଢ଼ିମାନେ ପୋଷାକ ଠାରୁ ଆରମ୍ଭ କରି ନିଜର…