Daily Archives

October 22, 2018

ପାକିସ୍ତାନକୁ ଭାରତୀୟ ସେନାର କଡା ଚେତାବନୀ ! ଆତଙ୍କବାଦୀଙ୍କ ଅନୁପ୍ରବେଶ ନେଇ ଦିଆଯିବ ଦୃଢ ଜବାବ ।

ଆଗକୁ ଶୀତଋତୁ ଆସୁଛି । କାଶ୍ମୀର ଘାଟିରେ ବରଫ ପଡିବା ପରେ ଆଉ ଅନୁପ୍ରବେଶ କରିବା ସମ୍ଭବ ହେବ ନାହିଁ । ଏଥିପାଇଁ ପାକିସ୍ତାନ ଅଧିକରୁ ଅଧିକ ସଂଖ୍ୟାରେ ଆତଙ୍କବାଦୀଙ୍କୁ ଭାରତୀୟ ସୀମା ଭିତରକୁ ପଠାଇବାକୁ ଉଦ୍ୟମ କରୁଛି । ସେଥିପାଇଁ ସୀମା ସେପଟେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡରେ ଅନେକ ଆତଙ୍କବାଦୀ…

ବିଏସଏନଏଲର ଜବରଦସ୍ତ ଅଫର ! ବର୍ଷକ ପାଇଁ ଅସୀମିତ କଲ୍ ସୁବିଧା ସହ ମିଳିବ ୨୫ ଜିବି ମାଗଣା ଡାଟା ।

ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଟେଲିକମ୍ କମ୍ପାନୀ ଗୁଡିକ ଗୋଟିଏ ପରେ ଗୋଟିଏ ଅଫର ବଜାରକୁ ଆଣୁଛନ୍ତି । ନିଜର ଏଫଟିଟିଏଚ ବ୍ରଡବ୍ୟାଣ୍ଡ ପ୍ଲାନ୍ସକୁ ଅପଡେଟ କରିବା ପାଇଁ ବିଏସଏନଏଲ୍ ଏବେ ୧,୦୯୭ ଟଙ୍କାର ରିଚାର୍ଜ ପ୍ୟାକ୍ ନେଇ ଆସିଛି। ଯେଉଁଥିରେ ଅସୀମିତ ଭଏସ୍ କଲ ବ୍ୟତୀତ ୨୫ଜିବି ଡାଟା…

୪ବର୍ଷରେ ଭାରତରେ କୋଟିପତିଙ୍କ ସଂଖ୍ୟା ବଢିଛି ୬୦ ପ୍ରତିଶତ ! ଭାରତରେ ବର୍ଷକୁ କୋଟିଏ ଟଙ୍କା ରୋଜଗାର କରୁଛନ୍ତି ୮୧ହଜାର…

କନକ ବ୍ୟୁରୋ : ଭାରତରେ ବଢୁଛି କୋଟିପତିଙ୍କ ସଂଖ୍ୟା । ଗତ ୪ ବର୍ଷରେ କୋଟିପତିଙ୍କ ସଂଖ୍ୟାରେ ୬୦ ପ୍ରତିଶତ ବୃଦ୍ଧି ହୋଇଛି । ଆୟକର ବିଭାଗର ପରିସଂଖ୍ୟାନରୁ ସାମ୍ନାକୁ ଆସିଛି ଏପରି ତଥ୍ୟ । ସେଂଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ ବା ସିବିଡିଟି ଚେୟାରମ୍ୟାନ୍ ସୁଶୀଲ ଚନ୍ଦ୍ରା କରିଛନ୍ତି…

ଗୌହାଟୀରେ ଧୂଆଁଧାର ବ୍ୟାଟିଂ ସହ ଅନେକ ରେକର୍ଡ ଭାଙ୍ଗିଲେ ରୋହିତ ! ସେପଟେ ବିରାଟଙ୍କ ବୟାନକୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ : ଗୌହାଟୀ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇବା ସହ ଧୂଆଁଧାର ବ୍ୟାଟିଂ କରି ବିଶାଳ ଟାର୍ଗେଟକୁ ଅତି ସହଜ ଭାବେ ହାସଲ କରିନେଇଥିଲା ଭାରତ । ଆଉ ଏହି ମ୍ୟାଚରେ ଅଧିନାୟକ ବିରାଟ କୋହଲି ଓ ଓପନର ରୋହିତ ଶର୍ମାଙ୍କ ବ୍ୟାଟିଂର ମଧ୍ୟ ଦେଖିବାକୁ ମିଳିଥିଲା ଚମକ । ନିଜ ଦିନିକିଆ…

ଦୃଷ୍ଟିଶକ୍ତି ହରାଇଥିବା ଭୁବନେଶ୍ୱର ଝିଅର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ! କହିଲେ ମୁଁ ବଂଚିବାକୁ ଚାହେଁ, ଆଖିରେ…

କନକ ବ୍ୟୁରୋ: କୁନି ପିଲାଟିର ଦୁଃଖ କାହାଣୀ ! ଭୁବନେଶ୍ୱର ଭିମଟାଙ୍ଗି ଅଞ୍ଚଳରେ ବାସ କରୁଥିବା ଐଶ୍ୱର୍ଯ୍ୟା ନାମକ ଜଣେ କୁନି ଝିଅଟି ଦୁନିଆ ଦେଖିବା ଆଗରୁ ଦୃଷ୍ଟି ଶକ୍ତି ହରାଇବସିଛି । ଦୃଷ୍ଟି ଶକ୍ତି ଚାଲିଯାଇଛି ସତ କିନ୍ତୁ ଦୁନିଆକୁ ନିଜ ଆଖିରେ ଦେଖିବା ପାଇଁ ମନରେ ରହିଛି ଅତୁଟ ଆଶା ।…