Daily Archives

October 20, 2018

ଉତ୍ତରପ୍ରଦେଶରେ ବିଜେପି ନେତାଙ୍କ ଗୁଣ୍ଡାଗିରି ! ହୋଟେଲ ଭିତରେ କନଷ୍ଟେବଳଙ୍କୁ ନିସ୍ତୁକ ଛେଚିଲେ ନେତା, ଭାଇରାଲ ହେଲା…

କନକ ବ୍ୟୁରୋ : ୟୁପି ମିରଠରୁ ଆସିଲା ବିଜେପି ନେତାଙ୍କ ଗୁଣ୍ଡାଗିରିର ଚିତ୍ର । କନଷ୍ଟେବଳକୁ ତଳେ ପକାଇ ମାଡ ମାରିଲେ ବିଜେପି କର୍ମୀ । ଏପରିକି ମହିଳାଙ୍କୁ ବି ଛାଡିଲେନି । ମିରଠ କଙ୍କରଖେଡା ଅଂଚଳରେ ଘଟିଛି ଏହି ଘଟଣା । ସୂଚନା ଅନୁଯାୟୀ ସେଠାରେ ଥିବା ଏକ ହୋଟେଲକୁ କନଷ୍ଟେବଳ ଜଣକ ମହିଳା…

ପୋଖରୀ ଭିତରକୁ ଖସି ପଡିଲା ଯାତ୍ରୀବାହୀ ବସ୍ : ୭ ମୃତ, ୨୦ରୁ ଅଧିକ ଆହତ

କନକ ବ୍ୟୁରୋ: ଆସାମରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୌହାଟୀ ନିକଟରେ ‘ଆସାମ ରାଜ୍ୟ ସଡ଼କ ପରିବହନ ନିଗମ’ର ଏକ ଯାତ୍ରୀ ବସ ପୋଖରୀ ଭିତରକୁ ଖସି ପଡ଼ିବାରୁ ଏହି ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୨୦ ଜଣ ଆହତ ହୋଇଛନ୍ତି। ଚାଳକ ନିୟନ୍ତ୍ରଣ ହରାଇବାରୁ ବସଟି…

ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ବିରୋଧ ଜାରି ! ଆଜି ବି କୌଣସି ମହିଳାଙ୍କୁ ପ୍ରବେଶ କରିବାକୁ ଦେଲେ ନାହିଁ…

କନକ ବ୍ୟୁରୋ : ଆଜି ମଧ୍ୟ କେରଳର ସାବରିମାଳା ମନ୍ଦିରରେ ମହିଳା ପ୍ରବେଶ ନେଇ ବିରୋଧ ଜାରି ରହିଥିଲା । କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଚାଲିଥିଲା । ସେପଟେ ୧୦ରୁ ୫୦ ବର୍ଷ ବୟସ ମଧ୍ୟରେ କୌଣସି ମହିଳାଙ୍କୁ ପ୍ରବେଶ କରିବାକୁ ଦେଉ ନାହାନ୍ତି ବିକ୍ଷୋଭକାରୀ । ସାବରିମାଳା…

ଅମୃତସର ଟ୍ରେନ ନେଲା ୬୦ରୁ ଅଧିର ଜୀବନ ! ଘଟଣାସ୍ଥଳ ଦେଖିଲେ ମୁଖ୍ୟମନ୍ତ୍ରୀ, ସେପଟେ କେନ୍ଦ୍ର ମନ୍ତ୍ରୀ କହିଲେ, ରେଳ…

କନକ ବ୍ୟୁରୋ : କାଳ ହୋଇ ମାଡି ଆସିଲା ଟ୍ରେନ ଆଉ ଆଖି ପିଛୁଳାକେ ନେଇଗଲା ଅନେକ ଜୀବନ । ଏଯାଏଁ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ଥିବା କୁହାଯାଉଛି । ଘଟଣାସ୍ଥଳକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ପର୍ଯ୍ୟଟନ ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁ ବୁଲି ଦେଖିବା ସହ…

ସରିଲା ଦଶହରା, ଏବେ ମେଲାଣୀର ବେଳ । ୫ ଦିନ ଧରି ଧରାପୃଷ୍ଠରେ ପୂଜାପାଇବା ପରେ ପୂଜାମଣ୍ଡପରୁ ବିଦାୟ ନେଉଛନ୍ତି ଦେବୀ…

କନକ ବ୍ୟୁରୋ: ସରି ଯାଇଛି ଦଶହରା । ଏବେ ମେଲାଣୀ ବେଳ । ୫ ଦିନ ଧରି ଧରାପୃଷ୍ଠରେ ପୂଜାର୍ଚ୍ଚନା ପରେ ପୂଜାମଣ୍ଡପରୁ ବିଦାୟ ନେଉଛନ୍ତି ମାଆ । ସମଗ୍ର ରାଜ୍ୟରେ ଦେବୀ ଦୁର୍ଗାଙ୍କ ଭସାଣ ଉତ୍ସବ ଜାରି ରହିଛି । ରାବଣ ପୋଡି ଉତ୍ସବ ସରିବା ପରେ ଦେବୀ ଦୁର୍ଗାଙ୍କୁ ମେଲାଣି ଦିଆଯାଉଛି । କଟକରେ…