Daily Archives

October 19, 2018

ଦଶହରାରେ ଦୁଃଖ ଖବର ! ଉତ୍ତରା ଛକରେ ବଡ ଧରଣର ଦୁର୍ଘଟଣା, ବାଇକ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା, ୬ ମୃତ ।

କନକ ବ୍ୟୁରୋ : ଦଶହରା ଉତ୍ସବରେ ସାରା ରାଜ୍ୟ ମସଗୁଲ ଥିବା ବେଳେ ଉତ୍ତରାରୁ ଆସିଛି ଏକ ଦୁଃଖଦ ଖବର । ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକର ସିଫା ନିକଟରେ ବଡ ଧରଣର ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ…

ସାବରିମାଳାରେ ତୃତୀୟ ଦିନରେ ବି ପଶି ପାରିଲେନି ମହିଳା ! ବିବାଦରେ ଘିଅ ଢାଲୁଛି ନେତାଙ୍କ ବୟାନ ।

କନକ ବ୍ୟୁରୋ : ସାବରିମାଳା ମନ୍ଦିରରେ ପଶି ପାରିଲେନି ମହିଳା । ପ୍ରବଳ ବିରୋଧ ଯୋଗୁ ଦର୍ଶନ କରି ନପାରି ଫେରିଗଲେ ୨ ଜଣ ମହିଳା । କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିରର ଦ୍ୱାର ଖୋଲିବାକୁ ଆଜିକୁ ୩ ଦିନ ହେଲାଣି । ହେଲେ ମନ୍ଦିର ଭିତରକୁ ଏପର୍ଯ୍ୟନ୍ତ ଯାଇପାରୁନାହାନ୍ତି ମହିଳାମାନେ । ଗତ…

ଜଳନ୍ଧର ଏକ୍ସପ୍ରେସ ଖେଳିଲା ରକ୍ତର ହୋଲି ! ଅମୃତସରରେ ହୃଦୟ ବିଦାରକ ଟ୍ରେନ୍ ଦୁର୍ଘଟଣାକୁ ନେଇ ଶୋକରେ ସାରା ଭାରତ,…

କନକ ବ୍ୟୁରୋ : ଯେତେବେଳେ ଦଶହରା ଉତ୍ସବରେ ସାରା ଦେଶ ମସଗୁଲ ଥିଲା , ସେତେବେଳେ ଆସିଛି ଛାତି ଥରାଇ ଦେଲା ଭଳି ଦୁଃଖ ଖବର । ପଂଜାବ ଅମୃତସରରେ ଘଟିଛି ବଡ଼ ଧରଣର ଟ୍ରେନ ଦୁର୍ଘଟଣା । ଯେଉଁଥିରେ ଅନେକ ଲୋକ ମୃତାହତ ହୋଇଥିବା ଖବର ମିଳିଛି । ଜାତୀୟ ଗଣମାଧ୍ୟମରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ…

ରାବଣ ପୋଡି ଦେଖୁଥିବା ବେଳେ ମାଡିଗଲା ଟ୍ରେନ୍ ! ଅମୃତସରରେ ବୋହିଲା ରକ୍ତର ନଈ, ଆଖି ପିଛୁଳାକେ ଚାଲିଗଲା ୫୦ରୁ ଅଧିକ…

କନକ ବ୍ୟୁରୋ : ଦଶହରାରେ ଅଘଟଣ । ରାବଣ ପୋଡି ଚାଲିଥିବା ବେଳେ ଘଟିଗଲା ଏକ ହୃଦୟ ବିଦାରକ ଘଟଣା । ପଞ୍ଜାବ ଅମୃତସରରେ ଆଜି ରାବଣ ପୋଡି ଉତ୍ସବ ଚାଲିଥିବା ବେଳେ ଏକ ବଡ ଧରଣର ଅଘଟଣ ଘଟିଛି । ରାବଣ ପୋଡି ଦେଖୁଥିବା ଲୋକଙ୍କ ଉପରେ ଟ୍ରେନ ଚଢିଯାଇଛି । ଟ୍ରେନ ଚଢିଯିବାରୁ ପାଖାପାଖି ୫୦ ଲୋକଙ୍କର…

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ଶିବସେନା ! ଉଦ୍ଧବ ଠାକରେ କହିଲେ ଦେଶରେ ଆଉ ନାହିଁ ୨୦୧୪ ଭଳି ମୋଦି ହାୱା ।

କନକ ବ୍ୟୁରୋ : ୨୦୧୯ ପୁର୍ବରୁ ମୋଦି ଓ ମୋଦି ଲହରକୁ ନେଇ ଶିବସେନାର ବଡ ହମଲା । ୨୦୧୪ ଭଳି ଦେଶରେ ଆଉ ମୋଦି ଲହର ନାହିଁ । ଏପରି ବୟାନ ଦେଇ ଜାତୀୟ ରାଜନୀତିକୁ ସରଗରମ କରିଛନ୍ତି ଶିବସେନା ପ୍ରମୁଖ ଉଦ୍ଧବ ଠାକରେ । ଏଥିସହ ରାମ ମନ୍ଦିର ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ସେ ଟାର୍ଗେଟ…