ସଚିନଙ୍କୁ ପଛରେ ପକାଇବେ ବିରାଟ ! ମାଷ୍ଟରବ୍ଲାଷ୍ଟରଙ୍କର ଆଉ ଏକ ବ୍ୟାଟିଂ ରେକର୍ଡକୁ ଭାଙ୍ଗିବେ କୋହଲି ।
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଆଗାମୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଅବସରରେ ଆଉ ଏକ ବ୍ୟାଟିଂ କୀର୍ତିମାନକୁ ଭାଙ୍ଗିବାର ସୁଯୋଗ ପାଇବେ । ଏହି ଶୃଙ୍ଖଳାରେ ଆଉ ୧୮୭ ରନ୍ କରିପାରିଲେ କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ପକ୍ଷରୁ…