ଆସିଲା ତିତଲି କ୍ଷୟକ୍ଷତି ରିପୋର୍ଟ! ୧୬ ଟି ଜିଲ୍ଲାର ୫୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ଭାଙ୍ଗିଛି ୨୦ ହଜାର ୧୧୩ ଘର
କନକ ବ୍ୟୁରୋ : ବାତ୍ୟା ତିତଲି ଓ ପରବର୍ତୀ ବନ୍ୟାରେ କ୍ଷୟକ୍ଷତି ନେଇ ରାଜ୍ୟ ଆପଦକାଳୀନ ପରିଚାଳନା କେନ୍ଦ୍ରର ରିପୋର୍ଟ ଆସିଛି । ଯେଉଁଥିରେ କୁହାଯାଇଛି, ରାଜ୍ୟର ୧୬ଟି ଜିଲ୍ଲା ବାତ୍ୟା ତିତଲି ଦ୍ୱାରା ପ୍ରଭାବିତ ହୋଇଛି । ୧୬ଟି ଜିଲ୍ଲାର ୧୧୪ ବ୍ଳକରେ ୫୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ…