Daily Archives

October 10, 2018

ପାଖେଇ ଆସିଲା ତିତଲି । ଗୋପାଳପୁରରେ ୧୦୦ କିମିରୁ ଅଧିକ ବେଗରେ ବହୁଛି ପବନ, ଡରାଉଛି ବର୍ଷା

କନକ ବ୍ୟୁରୋ : ଓଡିଶା ଉପକୂଳ ଆଡକୁ ମୁହାଁଉଛି ତିତଲି । ଗୋପାଳପୁର ଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ରହିଛି ତିତଲି । ଆଉ ଏହାର ପ୍ରଭାବରେ ଏବେଠାରୁ ଗୋପାଳପୁର ଠାରେ ଭୟଙ୍କର ପବନ ବହିବା ଆରମ୍ଭ ହୋଇଛି । ସମୁଦ୍ର କୂଳ ଅଞ୍ଚଳରେ ୧୦୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବା ଆରମ୍ଭ ହୋଇଛି ।…

ତିତଲି ପାଇଁ ଟ୍ରେନ୍ ପରେ ଭୁବନେଶ୍ୱରରୁ ବିମାନ ସେବା ବାତିଲ ! ସେପଟେ ଗ୍ରୁଫ୍-ଡି ପରୀକ୍ଷାକୁ କରାଯାଇଛି ବାତିଲ୍ ।

ବାତ୍ୟା ତିତଲି ଯୋଗୁଁ ବୁଧବାର ପୂର୍ବତଟ ରେଳପଥ ପକ୍ଷରୁ କିଛି ଟ୍ରେନକୁ ବାତିଲ କରି ଦିଆଯିବା ପରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡାଣ ସେବାକୁ ମଧ୍ୟ ବାତିଲ କରି ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଇଣ୍ଡିଗୋ ଭୁବନେଶ୍ୱର ଠାରୁ ନୂଆଦିଲ୍ଲୀ,…

ତିତିଲିକୁ ନେଇ ସଜାଗ ସରକାର ! ତିନିଲକ୍ଷ ଲୋକ ସ୍ଥାନାନ୍ତର ।

କନକ ବ୍ୟୁରୋ : ତିତଲିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏନେଇ ଗୋପାଳପୁର, ପୁରୀ. ଅସ୍ତରଙ୍ଗ, କୋଣାର୍କ ଓ ପାରାଦୀପର ତଟବର୍ତି ଅଂଚଳରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନିଆଯାଉଛି । ୮୩୬ ବାତ୍ୟା ଆଶ୍ରୟ ସ୍ଥଳୀରେ ବିଶେଷ ବ୍ୟବସ୍ଥା କରାଯାଇଛି…

‘ତିତଲି’ ନେଇ ଏସଆରସି ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ! ୩ ଲକ୍ଷ ଲୋକ ସ୍ଥାନାନ୍ତରିତ, ପରିସ୍ଥିତି ଉପରେ ରହିଛି…

କନକ ବ୍ୟୁରୋ : ବାତ୍ୟା ‘ତିତଲି’କୁ ନେଇ ଏସଆରସି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପାଳପୁର ଠାରୁ ୧୬୦ କିଲୋମିଟର ଦୂରରେ ତିତଲି ଥିବା ବେଳେ ଆସନ୍ତାକାଲି ସକାଳ ୫ଟା ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି । ତେବେ ସମୁଦ୍ରରେ ଏହା…

ତିନି ଦିନରେ ‘ତିତଲି’ ନେଲା ଭୟଙ୍କର ରୂପ ! ଆଗାମୀ ୧୨ ଘଂଟାରେ ଆହୁରି ଭୟଙ୍କର ହେବା ଆଶଙ୍କା, ସ୍ଥଳଭାଗରେ ପ୍ରଭାବକୁ…

କନକ ବ୍ୟୁରୋ : କେତେବେଳେ ଗତି କମୁଥିଲା ଆଉ କେତେବେଳେ ତୀବ୍ର ହେଉଥିଲା । ସମୁଦ୍ର ଭିତରେ ଯେତେ ବିଳମ୍ବ ହେଉଥିଲା, ସେତିକି ଶକ୍ତିଶାଳୀ ହେଉଥିଲା ବାତ୍ୟା-ତିତଲି । ତିନି ଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ଏବେ ନେଇଛି ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ । ଜାଣନ୍ତୁ…