Daily Archives

October 8, 2018

ଘଣ୍ଟାକୁ ୧୨ କିଲୋମିଟର ବେଗରେ ମାଡ଼ି ଆସୁଛି ତିତଲି । ଘଣ୍ଟାକୁ ୮୦ କିଲୋମିଟର ବେଗରେ ବହିପାରେ ପବନ, ଦଶହରାକୁ କରିପାରେ…

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ଆସନ୍ତାକାଲି ସଂନ୍ଧ୍ୟାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ବିଶେଷ କରି ପୁରୀ, ଗଂଜାମ, ଜଗତସିଂହପୁରରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ୧୦ ଓ ୧୧ ତାରିଖରେ ବର୍ଷାର ପରିମାଣ ବଢିବ । ଏହି…

କେବେ ବିକ୍ରି କରୁଥିଲେ ଗୁପଚୁପ୍, ଏବେ ଭାରତୀୟ ଅଣ୍ଡର-୧୯ କ୍ରିକେଟ ଟିମରେ କରୁଛନ୍ତି ଧମାଲ ।

ଅଣ୍ଡର-୧୯ ଏସିଆ କପ ଫାଇନାଲରେ ଶ୍ରୀଲଙ୍କାକୁ ମାତ୍ ଦେଇ ଟିମ୍ ହାତେଇଛି ଟ୍ରଫି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ଟ୍ରମ୍ପକାର୍ଡ ସାଜିଥିଲେ ଉତ୍ତରପ୍ରଦେଶର ଯଶ୍ୱସୀ ଜୟସ୍ୱାଲ । ଏପରିକି ଫାଇନାଲ ମ୍ୟାଚରେ ଯଶ୍ୱସୀଙ୍କ ଦମଦାର ୮୫ ରନ ବଳରେ ଟିମ ଇଣ୍ଡିଆ ଶ୍ରୀଲଙ୍କା ସାମ୍ନାରେ ୩୦୫ ରନର…

ପୁଅ ହେବ କି ଝିଅ ଜଣାଇ ଦେଉଥିଲେ ଡାକ୍ତର ! ବେଆଇନ କାମ ପାଇଁ ନେଉଥିଲେ ମୋଟା ଅଙ୍କର ଟଙ୍କା

ଭ୍ରୁଣ ଚିହ୍ନଟ ଭାରତରେ ବେଆଇନ ହୋଇଥିବା ବେଳେ ଏବେ ସାମ୍ନାକୁ ଆସିଛି ଏକ ସାଂଘାତିକ ତଥ୍ୟ । ମିଡିଆ ରିପୋର୍ଟ ଅନୁଯାୟୀ, ଇଂଲଣ୍ଡର କିଛି ସରକାରୀ ଡାକ୍ତର ବେଆଇନ ଭାବେ ଭ୍ରୁଣ ଚିହ୍ନଟ କରିବା ସହ ଲୋକମାନଙ୍କୁ ମନ ଚାହୁଁଥିବା ସନ୍ତାନ ପ୍ରାପ୍ତ କରିବାରେ ସାହାର୍ଯ୍ୟ କରୁଛନ୍ତି । ଆଉ ଏଥିପାଇଁ…

ରାତି ଅଧରେ ଯୁବତୀଙ୍କୁ ପିଟିଥିଲେ, ଆନ୍ଧ୍ରରୁ ଗିରଫ ହେଲେ । ବିଜେଡିର ପୂର୍ବତନ ବିଧାୟକଙ୍କ ବିବାଦୀୟ କାହାଣୀ

କନକ ବ୍ୟୁରୋ : ଫୁଲବାଣୀର ପୂର୍ବତନ ବିଜେଡ଼ି ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଗିରଫ କରିଛି ଫୁଲବାଣୀ ସଦର ପୋଲିସ । ଜଣେ ଯୁବତୀ ଓ ତାଙ୍କ ମାଆଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଜାମିନ ନାମଂଜୁର ହେବା ପରେ ଦେବେନ୍ଦ୍ରଙ୍କୁ ଜେଲ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ,…

ବନ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ! ପଞ୍ଚସଖା ଗଢିଥିଲେ ବକୁଳ ବନ, ୧୦୯ ବର୍ଷ ପରେ ସରକାର ଗଢିବେ ଓଡିଆ ବିଶ୍ୱବିଦ୍ୟାଳୟ

କନକ ବ୍ୟୁରୋ : ପଞ୍ଚସଖାଙ୍କ କର୍ମଭୂମି ସତ୍ୟବାଦୀର ବକୁଳ ବନରେ ପ୍ରତିଷ୍ଠା ହେଉଛି ଓଡିଆ ବିଶ୍ୱବିଦ୍ୟାଳୟ । ଆସନ୍ତାକାଲି ବିଶ୍ୱବିଦ୍ୟାଳୟର ଭିତିସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ ଶେଷ ହୋଇଛି ପ୍ରସ୍ତୁତି । ୧୯୦୯ରେ ପଂଚସଖା ଗଢ଼ିଥିଲେ ବକୁଳ ବନ ବିଦ୍ୟାଳୟ, ଆଉ ୧୦୯…