Daily Archives

October 7, 2018

ଯେବେ ଲେଡ଼ି ଦବଙ୍ଗ ଅଫିସର ହାତରେ ଧରିଲେ ଲାଠି । ସାବାଡ ହେଲେ ଅମାନିଆ ଅଟୋବାଲା

ହାତରେ ଲାଠି, ମନରେ ଦୃଢ ଆତ୍ମବିଶ୍ୱାସ । ଆଗେ ଏସଡିଓ ଗରିମା ସିଂହ, ପଛେ ପଛେ ଅନ୍ୟ କର୍ମଚାରୀ । ଆଉ ଏହି ଖବର ଜଣାପଡିବା ମାତ୍ରେ ରାସ୍ତା ଉପରୁ କିଛି କ୍ଷଣ ମଧ୍ୟରେ ଅଟୋ ଗୁଡିକ ଉଭାନ ହୋଇଗଲା । ଆଉ ଏସଡ଼ିଓ ଗରିମା ସିଂହଙ୍କ ଏଭଳି ଅନ୍ଦାଜ ଏବେ ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।…

ଆତଙ୍କ ଖେଳାଉଛି ଡେଙ୍ଗୁ ! ଏହି ସାଂଘାତିକ ରୋଗରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର ।

ସଂପ୍ରତି ଦେଶର ଅନେକ ସ୍ଥାନରେ ଡେଙ୍ଗୁ ଆତଙ୍କ ସୃଷ୍ଟି କରିଛି । କାରଣ, ଅନେକ କ୍ଷେତ୍ରରେ ଡେଙ୍ଗୁ ଏବେ ରୋଗୀ ପାଇଁ ମୃତ୍ୟର କାରଣ ପାଲଟୁଛି । ତେବେ, ଆମେ ଯଦି ଆମ ନିଜ ପ୍ରତି ଯତ୍ନଶୀଳ ହେବା ତେବେ ଆମେ ନିଜକୁ ଡେଙ୍ଗୁ କବଳରୁ ରକ୍ଷା କରିପାରିବା । ଏହି ପରିପ୍ରେକ୍ଷୀରେ ଆଜି ଆମେ ଆପଣଙ୍କୁ…

ମୈଦାନରେ ଚମକିଲେ ସଚିନଙ୍କ ପୁଅ ଅର୍ଜୁନ! ଗୁଜରାଟ ବିପକ୍ଷରେ କଲେ ଘାତକ ବୋଲିଂ, ୫ ୱିକେଟ ନେଇ ମୁମ୍ବାଇକୁ ଦେଲେ ସହଜ…

କ୍ରିକେଟ ମୈଦାନରେ ଚମକିଲେ ଅର୍ଜୁନ । କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପରେ ଏବେ ତାଙ୍କ ପୁଅ ଅର୍ଜୁନ ନିଜ ଟିମ୍ ପାଇଁ ଟ୍ରମ୍ପକାର୍ଡ ସାଜିଛନ୍ତି । ମୁମ୍ବାଇ ପକ୍ଷରୁ ଖେଳୁଥିବା ଅର୍ଜୁନ ଦିନକୁ ଦିନ ନିଜର ଦମଦାର ପ୍ରଦର୍ଶନ ସହ କ୍ରିକେଟପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ…

ଭାରତୀୟଙ୍କ ପାଇଁ ଖୁସିଖବର ! ୨୦୧୯ରେ ୧୦% ବଢିପାରେ କର୍ମଚାରୀଙ୍କ ଦରମା, ଏସିଆ ମହାଦେଶରେ ସର୍ବାଧିକ

ନିଜର ଦରମା ବଢାଇବାକୁ କିଏ ବା ଚାହାନ୍ତି ନାହିଁ । ତା ଛଡା ଏବେ ଯେଉଁଭଳି ଭାବେ ପ୍ରତ୍ୟେକ ଜିନିଷ ମହଙ୍ଗା ହେଉଛି ଠିକ୍ ସେହିଭଳି ଦରମାରେ ମଧ୍ୟ ବୃଦ୍ଧି ହେଉ ବୋଲି ପ୍ରତି କର୍ମଚାରୀ ଚାହୁଁଛନ୍ତି ।କିଛି କ୍ଷେତ୍ରରେ ମାଲିକ କର୍ମଚାରୀଙ୍କ କଥା ଶୁଣୁଥିବା ବେଳେ ଆଉ କିଛି କମ୍ପାନିରେ…

ସଜେଇ ହେଉଛି ଭୁବନେଶ୍ୱର ! ହକି ବିଶ୍ୱକପ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ପ୍ରଦର୍ଶିତ ହେବ ନିଆରା ଚିତ୍ରକଳା ।

ବିଶ୍ବକପ୍ ହକି ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ସମସ୍ତଙ୍କ ଭିତରେ ଏହାକୁ ନେଇ ଉତ୍ସାହ । ଦେଶବିଦେଶର ଖେଳାଳିଙ୍କୁ ସ୍ବାଗତ କରିବାକୁ ରାଜଧାନୀ ସଜେଇ ହେଉଛି । ଏହାକୁ ଆହୁରି ନିଆରା ଓ ରୋମାଞ୍ଚ କରିବା ପାଇଁ କିଛି ନିଆରା ଚିତ୍ରକଳାକୁ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଖାସ୍…