Daily Archives

October 5, 2018

ପୋଲିସ ହେଲା ତୟାର , ଗିରଫ ହେବେ ଆୟାର !

କନକ ବ୍ୟୁରୋ : କୋଣାର୍କ ମନ୍ଦିର ଓ ଓଡିଶା ସର୍ମ୍ପକରେ ଅଶାଳୀନ ମନ୍ତବ୍ୟ ଦେଇଥିବା ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟାରଙ୍କୁ ଗିରଫ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ ପୋଲିସ । ଯେତେବେଳେ କୋଣାର୍କ ପୋଲିସ ଥାନାରେ ଅଭିଜିତ ଆୟାର ହାଜର ହେବେ ଠିକ୍ ସେହି ସମୟରେ ତାଙ୍କୁ ଗିରଫ…

ସାବାଡ ହେବେ ନକ୍ସଲ ! ମାଓବାଦୀଙ୍କୁ ମାତ୍ ଦେବାକୁ ଆନ୍ଧ୍ର-ଓଡିଶା ଡିଜିପି ସ୍ତରୀୟ ବୈଠକ ଶେଷ, ନିର୍ବାଚନ ପୂର୍ବରୁ…

କନକ ବ୍ୟୁରୋ : ଆନ୍ଧ୍ର-ଓଡିଶା ସୀମାରେ ମାଓବାଦୀଙ୍କୁ ଦମନ କରିବା ପାଇଁ ଆଜି ବସିଥିବା ଆନ୍ଧ୍ର-ଓଡିଶା ଡିଜିପିସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା ସଫଳ ହୋଇଛି । ଡିଜି ପୋଲିସ ରାଜେନ୍ଦ୍ର ଶର୍ମା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମାଓ ଅପରେସନ କ୍ଷେତ୍ରରେ ଦୁଇ ରାଜ୍ୟର ପୋଲିସଙ୍କ ମଧ୍ୟରେ…

ଏ କେମିତିକା ବାପା ମା’ ! ଘଞ୍ଚ ଜଙ୍ଗଲ ମଧ୍ୟରେ ଛୁଆ ଜନ୍ମ କରି ଛାଡି ଚାଲିଗଲା ମା’, କଅଁଳ ଛୁଆର କାନ୍ଦ ଶୁଣି କୋଳେଇ…

କନକ ବ୍ୟୁରୋ : ପୁଣି ଥରେ ଅଲୋଡା ହୋଇଯାଇଛି ଆଉ ଏକ ଶିଶୁ କନ୍ୟା । ଜଙ୍ଗଲ ଭିତରେ ଶିଶୁ କନ୍ୟାକୁ ଜନ୍ମ ଦେଇ ଉଭାନ ହୋଇଯାଇଛି ମାଆ । ହେଲେ କଥାରେ ଅଛି ରଖେ ହରି ତ ମାରେ କିଏ? କିଛି ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲାରୁ ସାମ୍ନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ଓୃସାହି ଗାଁରେ ୨୧ ଦିନ ତଳେ ଏକ…

ଅପରାଧୀଙ୍କୁ ଖୋଜୁଥିବା ସଂସ୍ଥାର ମୁଖିଆ ନିଜେ ହୋଇଗଲେ ନିଖୋଜ । ପୋଲିସ ପାଉନି ପତ୍ତା

ଅନ୍ୟକୁ ଖୋଜୁଥିବା ବ୍ୟକ୍ତି ଏବେ ନିଜେ ନିଖୋଜ । ଚୀନ ଗସ୍ତରେ ଯାଇଥିବା ଇଣ୍ଟରପୋଲ ଅଧ୍ୟକ୍ଷ ମେଙ୍ଗ ହୋଙ୍ଗୱେଇ ନିଖୋଜ ହୋଇଯିବା ଘଟଣା ସାମ୍ନାକୁ ଆସିବା ପରେ ପୂରା ବିଶ୍ୱରେ ଚହଳ ସୃଷ୍ଟି କରିଛି । ଏହି ଘଟଣା ପରେ ଫ୍ରାନ୍ସ ପୋଲିସ ତାଙ୍କୁ ଖୋଜିବା ଆରମ୍ଭ କରିଛି । ମେଙ୍ଗ ହୋଙ୍ଗୱେଇ ନିଖୋଜ…

ପ୍ଲାଷ୍ଟିକ ବ୍ୟାନ ପରେ ଠୁଙ୍ଗାର ପୁର୍ନଜନ୍ମ ! ରୋଜଗାର ବଢାଇଲା ସରକାରଙ୍କ ଘୋଷଣା

କନକ ବ୍ୟୁରୋ : ରାଜ୍ୟ ସରକାର ପଲିଥିନର ବିକ୍ରି ଓ ବ୍ୟବହାର ଉପରେ କଟକଣା ଲଗାଇବା ପରେ ଏବେ ଜୋର ଧରିଛି ଠୁଙ୍ଗା ବେପାର । କହିବାକୁ ଗଲେ ଏହା ଏବେ କୁଟୀରଶିଳ୍ପ ପାଲଟିଛି । ସମ୍ବଲପୁରରେ ୧୫ରୁ ଅଧିକ ପରିବାର ଏବେ ଲାଗିପଡିଛନ୍ତି ଠୁଙ୍ଗା ପ୍ରସ୍ତୁତିରେ । ପଲିଥିନ ଉପରେ ବ୍ୟାନ ଲାଗିବା ପରେ…