Monthly Archives

September 2018

ପ୍ରତିଦିନ ମିଳିବ ୫ ଜିବିରୁ ଅଧିକ ଡାଟା । ଜାଣନ୍ତୁ ୟୁଜର୍ସଙ୍କୁ କେଉଁ କମ୍ପାନି ଦେଉଛି ଏଭଳି ଅଫର

ଶସ୍ତା ଡାଟା ଓ କଲ ପ୍ଲାନ ନେଇ ଏବେ ବିଭିନ୍ନ ଟେଲିକମ କମ୍ପାନି ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ପ୍ରଦାନ କରୁଛନ୍ତି । ଏପରିକି କିଏ ଶସ୍ତା ପ୍ଲାନ ମାଧ୍ୟମରେ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିପାରିବ ସେନେଇ ଟେଲିକମ କମ୍ପାନି ଗୁଡିକ ମଧ୍ୟରେ ଏକରକମ ପ୍ରତିଯୋଗିତା ଆରମ୍ଭ ହୋଇଛି ।ଆଉ ଏଭଳି…

ନବୀନଙ୍କୁ କାହିଁକି ବାଳି ରାଜା କହିଲେ ଧର୍ମେନ୍ଦ୍ର ?

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରିବା କିଛି ନୂଆ କଥା ନୁହେଁ । ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ନବୀନଙ୍କୁ ନିଶାନା କରିଥାନ୍ତି ଧର୍ମେନ୍ଦ୍ର । ତେବେ ଗତ ଦୁଇ ଦିନ ତଳେ ଆସିଥିବା ଇଣ୍ଡିଆ ଟୁଡେର ସର୍ଭେ…

୨୦୧୮ ଏକଲବ୍ୟ ପୁରସ୍କାର ଘୋଷଣା । ରାଜ୍ୟର ସବୁଠୁ ସମ୍ମାନଜନକ କ୍ରୀଡା ପୁରସ୍କାରରେ ସମ୍ମାନିତ ହେବେ ଅଲମ୍ପିଆନ୍ ଲିଲିମା…

ଲିଲିମା ମିଞ୍ଜଙ୍କୁ ମିଳିଲା ଏକଲବ୍ୟ ପୁରଷ୍କାର । ରାଜ୍ୟର ସବୁଠୁ ସମ୍ମାନଜନକ କ୍ରୀଡା ପୁରଷ୍କାର ଏକଲବ୍ୟ ପୁରଷ୍କାର ୨୦୧୮ ପାଇଛନ୍ତି ମହିଳା ହକି ଖେଳାଳି ସୁଶ୍ରୀ ଲିଲିମା ମିଞ୍ଜ୍ । ଏଥିସହିତ ନିକଟରେ ତାଙ୍କୁ ଏକଲବ୍ୟ ସମାରୋହରେ ପାଞ୍ଚଲକ୍ଷ ଟଙ୍କାର ଅର୍ଥ ରାଶି ସହିତ ଏକ ମାନପତ୍ର ପ୍ରଦାନ…

ଅକ୍ଟୋବର ୨୧ରେ ଦେଶବ୍ୟାପୀ ପାଳନ ହେବ ‘ପୋଲିସ ସ୍ମାରକୀ’ ଦିବସ । କାର୍ଯ୍ୟକ୍ରମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ: ଅକ୍ଟୋବର ୨୧ ତାରିଖରେ ‘ପୋଲିସ୍ ସ୍ମାରକୀ’ ଦିବସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମନ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀ ଓ ସମସ୍ତ ପୁଲିସ ଯବାନଙ୍କୁ ଏନେଇ ସୁଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ଯେ, ଦେଶ ପାଇଁ ନିଜର ସର୍ବସ୍ୱ…

ଭାରତରୁ ଜବତ ହେଲା ୯ କିଲୋଗ୍ରାମ ମାରାତ୍ମକ ଫେଣ୍ଟାଲିନ କେମିକାଲ । ବଞ୍ଚିଗଲା ୪୦ରୁ ୫୦ ଲକ୍ଷ ଲୋକଙ୍କ ଜୀବନ

ଇନ୍ଦୋରର ଏକ ବେଆଇନ ଲାବୋରୋଟରୀରୁ ୯ କିଲୋଗ୍ରାମ କ୍ଷତିକାରକ ରାସାୟନିକ କେମିକାଲ ଫେଣ୍ଟାନିଲ ଜବତ କରାଯାଇଛି । ସବୁଠୁ ବଡ କଥା ହେଉଛି, ଯେତିକି ପରିମାଣର ଫେଣ୍ଟାଲିନ୍ ଜବତ କରାଯାଇଛି ସେଥିରେ ୪୦ରୁ ୫୦ ଲକ୍ଷ ଲୋକଙ୍କ ଜୀବନ ଯାଇ ପାରିଥାନ୍ତା । ତେବେ ଏହି କ୍ଷତିକାରକ ଫେଣ୍ଟାଲିନ କେମିକାଲ…

ମହିଳାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବ୍ୟାଙ୍କର ୫ଟି ଯୋଜନା ! ଆପଣ ବି ଉଠାଇପାରିବେ ଲାଭ

ଆମ ଦେଶର ମୋଟ୍ ଜନସଂଖ୍ୟାର ପ୍ରାୟ ଅଧା ହେଉଛନ୍ତି ମହିଳା । ଏଣୁ ଆମ ଦେଶର ପ୍ରଗତି ନିମନ୍ତେ ମହିଳାମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଭାବେ ସଶକ୍ତିକରଣ କରିବାର ଆବଶ୍ୟକତା ରହିଛି । ଦେଶର ସାମଗ୍ରିକ ବିକାଶ ପାଇଁ ମହିଳାମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାର ପ୍ରୟୋଜନ ରହିଛି…