Daily Archives

September 30, 2018

‘ଇଣ୍ଡିଆ ଟୁଡେ’ ସର୍ଭେ ରିପୋର୍ଟ : ସରଗରମ ରାଜ୍ୟ ରାଜନୀତି । ୨୦୧୯ରେ ହେବ କ’ଣ ? ବିଜେଡି-ବିଜେପି ବୟାନ ବାଜି ।

କନକ ବ୍ୟୁରୋ: 'ଇଣ୍ଡିଆ ଟୁଡେ' ସର୍ଭେ ରିପୋର୍ଟକୁ ନେଇ ରାଜ୍ୟ ରାଜନୈତିକ ମାହୋଲ ସରଗରମ ହୋଇପଡିଥିବାବେଳେ, ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ, “ଓଡ଼ିଶାରେ ରାଜନୀତିରେ ନବୀନ ବାବୁ ମହାବଳଶାଳୀ ବାଳି ରାଜା ହେଲେ…

ରାସ୍ତାରେ ଗୀତ ଗାଇଲେ ଏହି ଫେମସ୍ ପପ୍ ଗାୟକ ! ହେଲେ କାହିଁକି ଆସନ୍ତୁ ଜାଣିବା ।

ନିଜ ଗୀତରେ କୋଟି କୋଟି ଲୋକଙ୍କ ହୃଦୟ ଜିତୁଥିବା ଗାୟକ ଜଷ୍ଟିନ ବିବର କିଛି ଦିନ ହେବ ଖାସ କାରଣ ଯୋଗୁଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବିଗତ ଦିନରେ ଆମେରିକାର ପ୍ରସିଦ୍ଧ ମଡେଲ ହେଲି ବାଲ୍ଡବିନଙ୍କୁ ବିବାହ କରିବା ଖବରକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ପୁଣିଥରେ ସେ ତାଙ୍କ ଭାବି…

ଭାରତୀୟ ଆକାଶ ସୀମା ଉଲ୍ଲଂଘନ କଲା ପଡୋଶୀ ଦେଶ ପାକିସ୍ତାନ : ସୀମା ଭିତରକୁ ପଶି ଆସିଲା ପାକ୍ ସେନାର ସାମରିକ ହେଲିକପ୍ଟର

କନକ ବ୍ୟୁରୋ : ନିୟନ୍ତ୍ରଣ ସୀମାରେଖାରେ ଭାରତର ଆକାଶ ସୀମାକୁ ଉଲ୍ଲଙ୍ଘନ କରିଛି ପାକିସ୍ତାନ ହେଲିକପ୍ଟର । ପୁଂଚ ସେକ୍ଟରର ଏଲଓସିରେ ପାକିସ୍ତାନ ହେଲିକପ୍ଟର ଦେଖିବାକୁ ମିଳିଛି । ଆଜି ଦିନ ପ୍ରାୟ ସାଢେ ୧୨ଟାରେ ଏହି ହେଲିକପ୍ଟର ଦେଖିବାକୁ ମିଳିଥିଲା । ତେବେ ଏହା ସେନାର କି ଅନ୍ୟ କାହାର…

ବାରମ୍ବାର ବ୍ୟାଙ୍କ ଖାତାରୁ ଟଙ୍କା କଟୁଥିବା ନେଇ ଚିନ୍ତିତ କି ? ତେବେ ଆଦୌ ବ୍ୟସ୍ତ ହୁଅନ୍ତୁନି ଆପଣାନ୍ତୁ ଏହି ସରଳ…

ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ସଂଚୟ ଖାତାରେ ନ୍ୟୁନତମ ଅର୍ଥ ରାଶି ନରଖିଲେ ଆପଣଙ୍କ ପଇସା କଟୁଛି କି ? ଏହା ଏକ ସମସ୍ୟା ପାଲଟି ଯାଇଛି । ସେଥିପାଇଁ ଏହା ଉପରେ ଆଲୋଚନା କରାଯାଉଛି । ଉଦାହରଣ ସ୍ୱରୂପ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ପ୍ରତି ମାସ ୨୦୦୦ ଟଙ୍କା ପେନସନ ମିଳେ , ତେବେ ସେ କେମିତି…

ବାରିପଦାରୁ ଆସିଲା ସ୍ୱାସ୍ଥ୍ୟସେବାର ଅଭାବନୀୟ ଚିତ୍ର: ଖଟିଆରେ ବୁହାହୋଇ ମେଡିକାଲ ଗଲେ ଗର୍ଭବତୀ, ଖରାପ ରାସ୍ତା ଓ ନଈ…

କନକ ବ୍ୟୁରୋ: ପୁଣି ଖଟିଆରେ ବୁହା ହୋଇ ମେଡିକାଲ ଗଲେ ଗର୍ଭବତୀ । ମୟୂରଭଂଜ ଜିଲ୍ଲାର ଚାଉଳଘୋରୀ ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ଚାଉଳଘୋରୀ ଗାଁର ବବୁଲ ସିଂଙ୍କ ପତ୍ନୀଙ୍କ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ଡକାଯାଇଥିଲା । ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଓ…

୬୦ ବର୍ଷ ପୂର୍ତ୍ତି ଅବସରରେ ଗୋଦରେଜ୍ ର ସ୍ପେଶାଲ ଅଫର୍ : କେବଳ ୬୦ ଟଙ୍କା ଡାଉନପେମେଣ୍ଟରେ ନେଇପାରିବେ ଫ୍ରିଜ୍ ଠାରୁ…

ସରକାର ନିକଟରେ ହିଁ ଏସି, ୱାଶିଙ୍ଗ ମେସିନ, ଫ୍ରିଜ୍ ସହିତ ୧୯ଟି ଆଇଟମ୍ ଉପରେ କଷ୍ଟମ ଡ୍ୟୁଟିରେ ୨.୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଲାଭ କରିଛନ୍ତି । ଏହି ବର୍ଦ୍ଧିତ ଦର ୨୭ ସେପ୍ଟେମ୍ବରରୁ ଲାଗୁ ହୋଇସାରିଛି । ଏ ମଧ୍ୟରେ ଗୋଦରେଜ୍ କମ୍ପାନୀ ନିଜର ୬୦ ବର୍ଷ ପୂର୍ତ୍ତି ଅବସରରେ ଏକ ବିଶେଷ ଅଫର…