Daily Archives

September 30, 2018

ଭାରତୀୟ କ୍ରିକେଟ ବୋର୍ଡକୁ ପାକିସ୍ତାନ ମାଗିଲା ୫୦୦ କୋଟି! ଠାକୁର କହିଲେ, ଗୋଟିଏ ପଇସା ବି ମିଳିବନି

ଭାରତୀୟ କ୍ରିକେଟ ବୋର୍ଡକୁ ୫୦୦ କୋଟି ଟଙ୍କା କ୍ଷତିପୂରଣ ମାଗିଲା ପିସିବି(ପାକିସ୍ତାନ କ୍ରିକେଟ ବୋର୍ଡ) । ଦ୍ୱିପାକ୍ଷିକ ସିରିଜ ନ ଖେଳିବାରୁ ବିସିସିଆଇ କ୍ଷତିପୂରଣ ବାବଦକୁ ୫୦୦ କୋଟି ମାଗିଛି ପାକିସ୍ତାନ । ପିସିବି ଅନୁଯାୟୀ, ବିସିସିଆଇ ଓ ପିସିବି ମଧ୍ୟରେ ୨୦୧୪ରେ ଏକ ଚୁକ୍ତିନାମା…

ଲୋକଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ତ୍ୟାଗ କରିଦେଲେ ଏହି ଏୟାର ଟ୍ରାଫିକ କଣ୍ଟ୍ରୋଲର ! ଭୂମିକମ୍ପ ଆସୁଥିବା ଜାଣି…

ଉତ୍ତର ଇଣ୍ଡୋନେସିଆରେ ଶୁକ୍ରବାର ହୋଇଥିବା ୭.୫ ରିକ୍ଟର ତୀବ୍ରତାର ଭୂମିକମ୍ପ ଏବଂ ପରେ ହୋଇଥିବା ସୁନାମୀରେ ଇଣ୍ଡୋନେସିଆର ପାଲୁ ସହର ଦୋହଲି ଯାଇଛି । ଏଥିରେ ଅନେକ କ୍ଷୟକ୍ଷତି ହେବା ସହ ବର୍ତ୍ତମାନ ସୁଦ୍ଧା ୮୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଛନ୍ତି । ଇଣ୍ଡୋନେସିଆର ସୁଲାେଓ୍ଵସି ଦ୍ୱୀପ…

କମେଣ୍ଟ ମାରିଲୁ, ଛେଚା ଖାଆ’ । ଶ୍ୱଶୁର ଘରକୁ ଆସି ମହିଳାଙ୍କୁ ମାରିଲେ କମେଣ୍ଟ, ରାସ୍ତା ମଝିରେ ଯୁବକଙ୍କୁ ନିର୍ଦ୍ଧୁମ…

କନକ ବ୍ୟୁରୋ : ପାନେ ପାଇଲା ରୋଡ୍ ରୋମିଓ । ରାସ୍ତା ମଝିରେ ମହିଳାଙ୍କୁ ଅଶାଳୀନ ଆଚରଣ କରି ଛେଚା ଖାଇଲେ ଦୁର୍ବୃତ । ଘଟଣାଟି ଘଟିଛି ବାରିପଦା ସହରର ଜୁବୁଲି ଲାଏବ୍ରୋରୀ ଅଂଚଳରେ । ନିଜ ଛୋଟ ଛୁଆକୁ ଧରି ରାସ୍ତାରେ ଏକୁଟିଆ ଫେରୁଥିବା ମହିଳାଙ୍କୁ ୪ ଜଣ ଯୁବକ ଆସି ପ୍ରଥମେ ଖରାପ ଭାଷାରେ…

ଭାରତ ଆକାଶରେ ଚକ୍କର କାଟିଲା ପାକିସ୍ତାନ ଚପର । ହଠାତ୍ ଗୁଳିବର୍ଷା କଲେ ଯବାନ, ଅଘଟଣ ପୂର୍ବରୁ ଖସି ପଳାଇଲେ…

କନକ ବ୍ୟୁରୋ : ସୀମା ଲଙ୍ଘିଲା ପାକିସ୍ତାନ । ବର୍ଡର ସେପଟୁ ଗୁଳିଗୋଳା ବର୍ଷଣ କରୁଥିବା ପାକିସ୍ତାନ ଆଜି ଆଉ ଏକ ପାଦ ଆଗକୁ ଯାଇ ଆକାଶରେ ସୀମା ଉଲ୍ଲଙ୍ଘନ କରିବାକୁ ବି ପଛାଇ ନାହିଁ । ପୁଂଚ ସେକ୍ଟରରେ ଲାଇନ ଅଫ କଂଟ୍ରୋଲ ଉପରେ ପଶି ଆସିଥିଲା ପାକିସ୍ତାନୀ ହେଲିକପଟର । ତୁରନ୍ତ ଏହା ଭାରତୀୟ…

ଫିଲ୍ମ ନୁହେଁ ସତ କାହାଣୀ ! ଟଙ୍କା ଲୋଭରେ ୩ ଦିନ ଧରି ମୃତ ବ୍ୟକ୍ତିର ଚିକିତ୍ସା କଲେ ଡାକ୍ତର, ପୁଅକୁ କହିଲେ…

ସ୍ୱାସ୍ଥ୍ୟସେବାକୁ ନେଇ ପୁଣି ଉଠିଲା ପ୍ରଶ୍ନବାଚୀ । ଟଙ୍କା ଲୋଭରେ ମୃତ ବ୍ୟକ୍ତିଙ୍କୁ ୩ଦିନ ଧରି ଡାକ୍ତର ଖାନାରେ ଚିକିତ୍ସା କଲେ ଡାକ୍ତର । ସାଧାରଣତଃ ଲୋକମାନେ ଡାକ୍ତରଙ୍କୁ ଭଗବାନ ବୋଲି ମାନିଥାନ୍ତି । ଯଦି କୌଣସି ବ୍ୟକ୍ତି ରୋଗରେ ପଡେ ତେବେ ତିଳେ ମାତ୍ର ଚିନ୍ତା ନକରି ରୋଗୀଙ୍କୁ…