Daily Archives

September 29, 2018

ଉଦଯାପିତ ହେଲା ଚକଲେଟ୍ ଅଲରାଉଣ୍ଡର ପ୍ରତିଯୋଗିତା ! କିଟ୍ ଛାତ୍ରୀ କସ୍ତୁରୀ ଦାସ ହେଲେ ଚକଲେଟ ଅଲରାଉଣ୍ଡର୍ ।

ନୃତ୍ୟ, ସଙ୍ଗୀତ, କମେଡି, ମିମିକ୍ରି ଓ ଗପ କୁହାର ଏକ ଜବରଦସ୍ତ ପ୍ରତିଯୋଗିତା ଚାଲିଥିଲା ହାଇଟେକ ମେଡିକାଲ କଲେଜ ପରିସରରେ । କେବେ ବିଦେଶୀ ନୃତ୍ୟର ଫ୍ୟୁଜନ ପୁଣି ଶାସ୍ତ୍ରୀୟ ସଙ୍ଗୀତର ତାଳେ ତାଳେ ନିଜକୁ ଅନ୍ୟଠୁ ଶ୍ରେଷ୍ଠ ବୋଲି ପ୍ରମାଣ କରିବାକୁ ୨୪ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଚାଲିଥିଲା…

ୟୁପିରେ ଅଭାବନୀୟ କାଣ୍ଡ ! ଗାଡ଼ି ନଅଟକାଇବାରୁ ମ୍ୟାନେଜରଙ୍କୁ ଗୁଳି ମାରି ହତ୍ୟା କଲେ କନେଷ୍ଟବଳ, ପରିବାର କହିଲା ଜବାବ୍…

କନକ ବ୍ୟୁରୋ : ୟୁପି ଗୋମତିନଗରରେ ଅଭାବନୀୟ କାଣ୍ଡ । ଗାଡ଼ି ନଅଟକାଇବାରୁ ଆପଲ୍ କମ୍ପାନି ମ୍ୟାନେଜରଙ୍କୁ ଗୁଳି ମାରି ହତ୍ୟା କଲେ କନେଷ୍ଟବଳ । ସେପଟେ ଘଟଣାରେ ମୃତ ବିବେକ ତିୱାରିଙ୍କ ପତ୍ନୀ ସିବିଆଇ ଯାଂଚ ପାଇଁ ଦାବି କରିଛନ୍ତି । ଏହି ମାମଲାରେ ୨ଜଣ ଅଭିଯୁକ୍ତ କନେଷ୍ଟବଳ ପ୍ରଶାନ୍ତ ଚୌଧୁରୀ…

ଫେସବୁକ୍ ଉପରେ ହ୍ୟାକର୍ସଙ୍କ ହମଲା ! ୫ କୋଟି ବ୍ୟବହାରକାରୀଙ୍କ ତଥ୍ୟ ଚୋରି ହୋଇ ଥିବା ସ୍ୱୀକାରକଲା ଫେସବୁକ୍ ।

କନକ ବ୍ୟୁରୋ : ଫେସବୁକ୍ ଉପରେ ହ୍ୟାକର୍ସଙ୍କ ହମଲା । ପ୍ରାୟ ୫କୋଟି ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ହ୍ୟାକର୍ ଚୋରି କରିଥିବା ସ୍ୱୀକାର କଲେ ସିଇଓ ମାର୍କ ଜୁକରବର୍ଗ  । କମ୍ପ୍ୟୁଟର ନେଟୱର୍କ ଉପରେ ହମଲା କରି ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରାଯାଇଥିବା ସ୍ୱୀକାର କରିଛି ଫେସବୁକ୍…

ସୁନାମୀ ଆଣିଥାଏ ମହା ପ୍ରଳୟ ! ଜାଣନ୍ତୁ ସମୁଦ୍ରରେ କାହିଁକି ସୃଷ୍ଟି ହୁଏ ସୁନାମୀ ଏବଂ ଏହାର କାରଣ କଣ ।

ଇଣ୍ଡୋନେସିଆରେ ଗତ କାଲି ଆସିଥିବା ପ୍ରଳୟଙ୍କରୀ ସୁନାମୀ ଫଳରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି । ପ୍ରାୟ ୪୦୦ରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ଆହୁରି ଅନେକ ନିଖୋଜ ଅଛନ୍ତି । ୨୦୦୪ରେ ମଧ୍ୟ ଇଣ୍ଡୋନେସିଆରେ ଏକ ମହାଭୟଙ୍କର ସୁନାମୀ ଆସିଥିଲା ଯାହାର ପ୍ରଳୟଙ୍କରୀ ପ୍ରଭାବ କେବଳ…

ପାକ୍ ଉପରେ ହୋଇଛି ଜୋରଦାର ଆକ୍ରମଣ ! ସେନା ପକ୍ଷରୁ ବଡ଼ ଧରଣର ହମଲା, ଆତଙ୍କବାଦକୁ ମୁହଁତୋଡ ଜବାବ୍ ଦେଲା ଭାରତ ।

କନକ ବ୍ୟୁରୋ : ପାକିସ୍ତାନ ଉପରେ ହୋଇଛି ଜୋରଦାର ଆକ୍ରମଣ  । ପାକ୍ ଶିବିରଗୁଡ଼ିକ ଧ୍ୱସ୍ତବିଧ୍ୱସ୍ତ କରିଛନ୍ତି ଭାରତୀୟ ଯବାନ  । କିଛି ଏଭଳି ଆଭାସ ଦେଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂ  । ଶୁକ୍ରବାର ବଡ ଧରଣର ହମଲା ନେଇ କିଛି ସ୍ପଷ୍ଟ ସୂଚନା ଦେଇନଥିଲେ ମଧ୍ୟ ହାଲୁକା ସଙ୍କେତ ଦେଇଛନ୍ତି…