Daily Archives

September 28, 2018

ଟ୍ରଫି ପାଇଁ ଟାର୍ଗେଟ ୨୨୩ । ଭାରତୀୟ ବୋଲରଙ୍କ ଜବରଦସ୍ତ କମବ୍ୟାକ, ୨୨୨ ରନରେ ପ୍ୟାଭିଲିୟନ ଫେରିଲା ପୂରା ବାଂଲାଦେଶ…

କନକ ବ୍ୟୁରୋ : ଟ୍ରଫି ହାତେଇବା ପାଇଁ ଟାର୍ଗେଟ ୨୨୩ । ଏସିଆ କପର ୭ମ ଟାଇଟଲ ହାସଲ କରିବା ପାଇଁ ୨୨୩ ରନ ଦୂରରେ ରହିଛି ଭାରତ । ଏସିଆ କପ ଫାଇନାଲ ଟ୍ରଫି ହାତେଇବା ପାଇଁ ଭାରତ ସାମ୍ନାରେ ୨୨୩ ରନର ବିଜୟ ଲକ୍ଷ୍ୟ ରଖିଛି ବାଂଲାଦେଶ । ମାତ୍ର ୨୨୨ ରନରେ ବାଂଲାଦେଶର ସମସ୍ତ ବ୍ୟାଟସମ୍ୟାନଙ୍କୁ…

ପୌର ନିର୍ବାଚନ ସଂରକ୍ଷଣ ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରମିକୋର୍ଟଙ୍କ ଝଟକା! କହିଲେ, ୫୦ ପ୍ରତିଶତ ଟପିବନି ସଂରକ୍ଷଣ,…

କନକ ବ୍ୟୁରୋ : ଆସନ୍ତା ୩୦ ତାରିଖରେ ଶେଷ ହେଉଛି ପୌର ପାଳିକାର କାର୍ଯ୍ୟକାଳ । ହେଲେ ପୌର ନିର୍ବାଚନ ପଦ୍ମ ଘଂଚି ଘୁଂଚି ଯାଉଛି । ପୌର ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ହେବନାହିଁ ବୋଲି ହାଇକୋର୍ଟ ଦେଇଥିବା ରାୟକୁ ଆଜି କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଆଇନର ଏହି ଲଢ଼େଇ ଭିତରେ…

ଅନଲାଇନରେ ଔଷଧ ବିକ୍ରିକୁ ବିରୋଧ ! ସାରାଦେଶରେ ବନ୍ଦ ରହିଲା ଔଷଧ ଦୋକାନ, ସେପଟେ ବିଦେଶୀ ପୁଞ୍ଜି ନିବେଶକୁ ବିରୋଧ କରି…

କନକ ବ୍ୟୁରୋ: ଖୁଚୁରା ବଜାରରେ ଏଫଡିଆଇକୁ ବିରୋଧ କରି ୨୪ ଘଂଟିଆ ବନ୍ଦ ଡାକରା ଦେଇଛି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ । ଧର୍ମଘଟ ଯୋଗୁଁ ଦେଶରେ ପ୍ରାୟ ୬ କୋଟି ୩୫ ଲକ୍ଷ ଏବଂ ରାଜ୍ୟରେ ପ୍ରାୟ ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ତେବେ ଔଷଧ ଦୋକାନ ବନ୍ଦ ରହିଥିବାରୁ ହନ୍ତସନ୍ତ…

ଆଇନ ଇତିହାସରେ କଳାଦିନ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ଲାଗିଲା ନାରା । ହାଇକୋର୍ଟ ଆଗରେ ଫଟୋରେ ଚପଲ…

କନକ ବ୍ୟୁରୋ: କଟକ ହାଇକୋର୍ଟ ଆଗରେ ଆଜି ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଆଇନ୍ ଇତିହାସରେ କେବେ ଦେଖାଯାଇନଥିବ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ନାରା ଦେଇଛନ୍ତି ଆଇନଜୀବୀ । ଏପରିକି ଆଇନଜୀବୀମାନେ, ପ୍ରଧାନ ବିଚାରପତିଙ୍କ ଫଟୋରେ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ । ୧୧ରେ ହେବ ନିର୍ବାଚନ, ଜାଣନ୍ତୁ କେଉଁ ତାରିଖରେ କଣ ହେବ?

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ଅକ୍ଟୋବର ୧୧ ତାରିଖରେ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ହେବ ମତଦାନ । ଏନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭାଗର ଏହି ଘୋଷଣା ପରେ କଲେଜ ଓ…

୮ ଟି ଟିମ୍ , ୧୫୦ କମାଣ୍ଡୋ : ଏଭଳି ଉପାୟରେ ହୋଇଥିଲା ସର୍ଜିକାଲ୍ ଷ୍ଟ୍ରାଇକ୍ ।

ଭାରତୀୟ ସେନା ୨୦୧୬ ସେପ୍ଟେମ୍ବର ୨୮-୨୯ ମଧ୍ୟରାତ୍ରିରେ ପାକିସ୍ତାନରେ ପଶି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲେ । ତେବେ ଏହି ଘଟଣାର ଦୁଇବର୍ଷ ପରେ ଏଥିରେ ଜଡିତ ଥିବା ପ୍ରମାଣକୁ ମୋଦି ସରକାର ଦୁଇଥର ଦେଇସାରିଲେଣି । ଏଠାରେ ଆପଣଙ୍କୁ କହିରଖୁଛୁ କି ୨୦୧୬ ସେପ୍ଟେମ୍ବର ୧୮-୧୯ ତାରିଖରେ ଉରି ବେସ୍…