Daily Archives

September 27, 2018

ଅଯୋଧ୍ୟା ବିବାଦୀୟ ଜମି ମାମଲାରେ ଆସିବ ‘ସୁପ୍ରିମ’ ଫୈସଲା! ମନ୍ଦିର ନା ମସଜିଦ, କାଉଣ୍ଟଡାଉନ ଆରମ୍ଭ ?

କନକ ବ୍ୟୁରୋ : ଅଯୋଧ୍ୟା ମାମଲାର ଶୁଣାଣି ଅକ୍ଟୋବର ୨୯ରୁ କରିବାକୁ ସୁପ୍ରିମକୋର୍ଟ ନିଷ୍ପତି ନେଇଛନ୍ତି । ଆଜି ଇସମାଇଲ ଫାରୁକି ମାମଲାର ନିଷ୍ପତିର ପୁର୍ନବିଚାର କିମ୍ବା ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇବାର ଆବଶ୍ୟକ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ଏହି ନିଷ୍ପତି ଅଯୋଧ୍ୟା…

ପରକୀୟା ପ୍ରୀତି ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ! କହିଲେ ଅପରାଧ ନୁହେଁ ବ୍ୟଭିଚାର, ଆଇପିସି ଧାରା ୪୯୭ ଅସାମ୍ବିଧାନିକ

କନକ ବ୍ୟୁରୋ : ବିବାହ ବାହାରେ ଯଦି ବିବାହିତ ପୁରୁଷ ଓ ଅନ୍ୟ ଜଣେ ବିବାହିତ ମହିଳା ସହ ସଂପର୍କ ରଖନ୍ତି, ତେବେ ଏହା ଆଉ ଅପରାଧ ହେବନାହିଁ । ପରକୀୟା ପ୍ରୀତିକୁ ଅପରାଧ ମୁକ୍ତ କରିଛନ୍ତି ସୁପ୍ରିମକୋର୍ଟ । ଆଇପିସିର ଧାରା ୪୯୭କୁ ଅବୈଧ ଘୋଷଣା କରାଯାଇଛି । ସର୍ବୋଚ୍ଚ ନ୍ୟାୟାଳୟର ରାୟ ପରେ…

ଝିଅଙ୍କୁ ଜିନ୍ସ ମନା! ପିନ୍ଧି ପାରିବେନି ସ୍କଟ ଓ ଟି-ସାର୍ଟ , ପୁଅଙ୍କ ପାଇଁ ଲାଗୁ ହେଲା ଡ୍ରେସକୋର୍ଡ

ଏବେ ଜିନ୍ସ, ଟି-ସାର୍ଟ, କ୍ରେପି ଓ ସ୍କଟ ପିନ୍ଧି ପାରିବେନି ଛାତ୍ରଛାତ୍ରୀ । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଅମୃତସରର ସରକାରୀ ମେଡିକାଲ କଲେଜର ପ୍ରିନ୍ସପାଲ ଡାକ୍ତର ସୁଜାତା ଶର୍ମା । ଛାତ୍ରୀ ମାନଙ୍କ ସ୍କଟ, ଟି-ସାର୍ଟ, ଜିନ୍ସ ପିନ୍ଧିବାକୁ ବାରଣ କରାଯାଇଥିବା ବେଳେ ଛାତ୍ର ମାନଙ୍କୁ…

ଝାରସୁଗୁଡାରୁ ଉଡି ପାରୁନି ବିମାନ ! ପାଇଲଟଙ୍କ ଦାବି ମୋ ଦରମା ମତେ ଦିଅ ।

ଦରମା ନପାଇ ଏୟାର ଓଡିଶା ବିରୋଧରେ ଡିଜିସିଏର ଦ୍ୱାରସ୍ତ ହେଲେ ଭେନେଜୁଏଲା ପାଇଲଟ୍ । ଯେଉଁ ପାଇଲଟ୍ ବିମାନରେ ଯାତ୍ରୀଙ୍କୁ ନେଇ ଉଡାଣ ଭରିବାର ଥିଲା, ସେଇ ପାଇଲଟ୍ ଦରମା ମିଳୁନଥିବା ଅଭିଯୋଗ କରି ଧାରଣା ଦେଉଛନ୍ତି । ଡିଜିସିଏ କାର୍ଯ୍ୟାଳୟରେ ଧାରଣା ଦେଉଥିବା ଏହି ପାଇଲଟ୍ ଜଣକ ହେଉଛନ୍ତି,…

ଦାବି ମାନିନେଲେ ସରକାର ! ରାଜ୍ୟବ୍ୟାପୀ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

କନକ ବ୍ୟୁରୋ : ଆନ୍ଦୋଳନରୁ ଓହରିଲେ ଅଗ୍ନିଶମ କର୍ମଚାରୀ । ସରକାର ଦାବି ମାନିଥିବା ନେଇ ସୂଚନା ମିଳିଛି । ୬ ଦଫା ଦାବି ନେଇ ଗତ ୨୪ ତାରିଖରୁ ୫ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ଆନ୍ଦୋଳନରେ ବସିଥିଲେ । ଯଦ୍ୱାରା ରାଜ୍ୟର ସମସ୍ତ ଫାୟାର ଷ୍ଟେସନ ଠପ୍ ରହିଥିଲା । କାର୍ଯ୍ୟବନ୍ଦ ଯୋଗୁଁ…

ମହାରଥୀଙ୍କ ବିରୋଧରେ ଗର୍ଜିବ ବିଜେପି ମହିଳା ମୋର୍ଚ୍ଚା । କାଲିଠାରୁ ଦୁଇ ଦିନ ଧରି ରାଜ୍ୟବ୍ୟାପୀ ବ୍ଲକ ଅଫିସ୍…

କନକ ବ୍ୟୁରୋ: ମହିଳାଙ୍କୁ ନେଇ ପ୍ରଦୀପ ମହାରଥୀ ଦେଇଥିବା ବକ୍ତବ୍ୟକୁ ନେଇ ବିବାଦ ଘନେଇବାରେ ଲାଗିଛି । ତାଙ୍କ ମନ୍ତବ୍ୟକୁ କଦର୍ଥ କରାଯାଇଥିବା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ମଧ୍ୟ ବିବାଦ ତେଜିବାରେ ଲାଗିଛି । ଯାହାର ଫାଇଦା ନେଇ ନେଇ ବିଜେପି ମହିଳା ଆନ୍ଦୋଳନ ପାଇଁ ଡାକରା…