Daily Archives

September 24, 2018

ହିମାଚଳରେ ବନ୍ୟାର କରାଳ ରୂପ ! ଚାରିଆଡେ ହାହାକାର, ପାଣିର ସୂଅରେ ଭାସିଲା ବସ, ଟ୍ରକ୍ ।

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ହାହାକାର । ପ୍ରକୃତିର ପକୋପରେ ଅସ୍ତବ୍ୟସ୍ତ ଜନଜୀବନ । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉତ୍କଟ ହୋଇଥିବା ବେଳେ ଭୁଷ୍କଳନ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦେଇଛି । ଏମିତି କି ଅନେକ ସ୍ଥାନରେ ଲୋକ ଫଶି ରହିଛନ୍ତି । ପ୍ରଶାସନ ପକ୍ଷରୁ…

ଅମିତ ଶାହାଙ୍କ ଟାର୍ଗେଟରେ ଅଫିସର ! କହିଲେ ରାଜ୍ୟ ସରକାରଙ୍କ ଚାଟୁକାର ସାଜିଛନ୍ତି ଆଇଏଏସ୍ ଓ ଆଇପିଏସ୍ ଅଫିସର ।

କନକ ବ୍ୟୁରୋ : ମୋଦିଙ୍କ ଗସ୍ତର ଦିନକ ପରେ ଓଡ଼ିଶା ଆସିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆଶ୍ଚର୍ଯ୍ୟଜନକ ଭାବେ ନେତାଙ୍କ ସହ ଅଫିସରଙ୍କୁ ବି ଟାର୍ଗେଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀରେ ଯୋଗ ଦେଇ ଅଫିସରଙ୍କୁ କଡ଼ା ଭାଷାରେ…

ପାଣି ଘେରରେ ସ୍ୱାଭିମାନ ଅଂଚଳର ଏକମାତ୍ର ସ୍ୱାସ୍ଥ୍ୟକେନ୍ଦ୍ର : ବନପାଳଙ୍କ ଅଫିସ୍ ପାଲଟିଛି ଚିକିତ୍ସାଳୟ । ବିଜୁଳି…

କନକ ବ୍ୟୁରୋ : ମାଲକାନଗିରି ସ୍ୱାଭିମାନ ଅଂଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଏବେ ପାଣି ଘେରରେ । ଚିକିତ୍ସା ପାଇଁ ପ୍ରଶାସନ ଏକ ବନପାଳ କାର୍ଯ୍ୟାଳୟକୁ ଡାକ୍ତରଖାନା କରିଛନ୍ତି । ଚିକିତ୍ସା ସମୟରେ ବିଜୁଳି ନଥିବା ଯୋଗୁଁ ମୋବାଇଲ ଲାଇଟରେ ଚାଲିଛି ଚିକିତ୍ସା । ମାଲକାନଗିରି…

ମା ନାହିଁ କି ବାପା ନାହିଁ : ଅସହାୟ ୭ବର୍ଷର କୁନି ଝିଅ ଉପରେ ଦାଉସାଜିଲେ ସମ୍ପର୍କୀୟ ଭାଉଜ, ଚାଳ ଉପରକୁ ଫିଙ୍ଗି ଅଣ୍ଟା…

କନକ ବ୍ୟୁରୋ : ଅସହାୟ କୁନି ଝିଅ ଉପରେ ଅକଥନୀୟ ଅତ୍ୟାଚାର । ମା ନାହିଁ ଆଉ ଶେଷରେ ବାପା ମଧ୍ୟ ଆରପାରିକୁ ଚାଲିଗଲେ । କଟକର ଚୌଦ୍ୱାରା ବ୍ଲକ ଅନ୍ତର୍ଗତ ଶଙ୍କରମଠ ସାହିର ଘଟିଛି ଅଭାବନୀୟ ଘଟଣା । ଅସହାୟ ୭ ବର୍ଷିୟ ଝିଅ ଉପରେ ଦାଉ ସାଜିଛନ୍ତି ସମ୍ପର୍କୀୟ ଭାଉଜ । ମାଡ଼ ମାରିବା ସହ ଦେଉଛନ୍ତି…

ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ମାମଲା । ନୋଟିସ୍ ପରେ ଦିଲ୍ଲୀ ଡିଜିସିଏରେ ହାଜର ହେଲେ ବୈଜୟନ୍ତ ପଣ୍ଡା ।

କନକ ବ୍ୟୁରୋ: ଚିଲିକା ଉପରେ ହେଲିକପ୍ଟର ଉଡାଣ ମାମଲାରେ ଦିଲ୍ଲୀ ଡିଜିସିଏ ଅଫିସରେ ହାଜର ହେଲେ ବୈଜୟନ୍ତ ପଣ୍ଡା । ଡିଜିସିଏ ଅଫିସରେ ହାଜର ପାଇଁ ତାଙ୍କୁ ନୋଟିସ କରାଯାଇଥିଲା । ସେପଟେ ଭୁବନେଶ୍ୱର ବିମାନ ବନ୍ଦର କର୍ତୃପକ୍ଷ ନିର୍ଦ୍ଦେଶକ ସୁରେଶ ହୋତା କହିଛନ୍ତି ଯେ, ଡିଜିସିଏ ଚିଲିକା ଉପରେ…

କେବଳ ଚାକିରୀ ଆବେଦନ ପତ୍ରରୁ ରେଳବାଇ ବର୍ଷକୁ ଲାଭ କଲା ୯୦୦ କୋଟି । ରେଳବାଇର ଆସିଲା ଅଛେଦିନ୍ ?

ସମସ୍ତେ ଭାବିଥାନ୍ତି ରେଳବାଇର ରୋଜଗାରର ମାଧ୍ୟମ ହେଉଛନ୍ତି ଯାତ୍ରୀ ଏବଂ ମାଲ୍ ଭଡା । କିନ୍ତୁ ରେଳବାଇର ରୋଜଗାର ନେଇ ଏଭଳି ଏକ ତଥ୍ୟ, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରେଳବାଇରେ ନିଯୁକ୍ତି ପାଇଁ ଆଶାୟୀ ପ୍ରାର୍ଥୀ ମାନେ ଯେଉଁ ଆବେଦନ ଶୁଳ୍କ ଦେଇଥାନ୍ତି, ତାହା ଅନ୍ୟ ରୋଜଗାରର…