Daily Archives

September 23, 2018

ମୋଦି ଗଲେ ଶାହା ଆସିବେ ! ନବୀନଙ୍କୁ ପୁଣିଥରେ ଟାର୍ଗେଟ କରିବେ କି ବିଜେପି ମୁଖିଆ,ସରଗରମ ହେଲା ଓଡିଶା ରାଜନୀତି

କନକ ବ୍ୟୁରୋ : ମୋଦି ଗଲେ ଶାହା ଆସିବେ । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ ପାଇଁ ଦିନିକିଆ ଗସ୍ତରେ ଓଡିଶା ଆସିଥିଲେ । ସେପଟେ ଆସନ୍ତାକାଲି ମହିଳା ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରୀଣୀରେ ସାମିଲ ହେବାକୁ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…

ବିଶ୍ୱର ସବୁଠୁ ବଡ ସ୍ୱାସ୍ଥ୍ୟ ସେବା ଯୋଜନାର ଉଦଘାଟନ କଲେ ମୋଦି ! ୧୦ କୋଟିରୁ ଅଧିକ ଗରିବ ପରିବାରର ୫୦ କୋଟି ଲୋକ ହେବେ…

କନକ ବ୍ୟୁରୋ : ଆଜି ଶୁଭାରମ୍ଭ ହୋଇଛି ମୋଦି ସରକାରଙ୍କ ସବୁଠାରୁ ବଡ ଯୋଜନା ଆୟୁଷ୍ମାନ ଭାରତ । ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସେବାର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ବିଶ୍ୱର ଏହା ଏପ୍ରକାର ସବୁଠାରୁ ବଡ ଯୋଜନା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି…

ଦୁର୍ବଳ ହୋଇଛି ବାତ୍ୟା କିନ୍ତୁ ଜାରି ରହିଛି ପ୍ରଭାବ ! ୩୬ ଘଣ୍ଟାରେ ଏହି ସବୁ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା…

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ । ବାତ୍ୟା ଡାଏ ଦୁର୍ବଳ ହୋଇଥିଲେ ହେଁ ଏହାର ପ୍ରଭାବରେ ରାଜ୍ୟର ଅଳ୍ପ କେତେଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ରବିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ଆଗାମୀ…

ଲୋନ ପାଇଁ ଆଉ ବ୍ୟାଙ୍କକୁ ଦୌଡିବାକୁ ପଡିବନି, ମୋବାଇଲ ଆପରେ ମିଳିବ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ । ମହେନ୍ଦ୍ର ସିଂ…

ସାଧାରଣତଃ ଲୋନ ପାଇଁ ଲୋକମାନଙ୍କୁ ବ୍ୟାଙ୍କ ଯିବାକୁ ପଡିଥାଏ । ଏଠାରେ ଗ୍ୟାରେଣ୍ଟି ବାବଦକୁ କିଛି ଜମା କରିବା ଓ କାଗଜପତ୍ର କାମ ପରେ ଲୋନ ମଳିଥାଏ । ତେବେ ଏହି ଲୋନ ପାଇବାକୁ ଲୋକମାନଙ୍କୁ ବାରମ୍ବାର ବ୍ୟାଙ୍କ ଦୌଡିବାକୁ ପଡିଥାଏ । କିନ୍ତୁ ଏବେ ମୋବାଇଲ ଆପରେ ମଧ୍ୟ ଲୋନ ମିଳୁଛି । ଯାହା…

ଚାଲିଥିଲା ଅପରେସନ୍ ଆଉ ଚାଲିଗଲା ବିଜୁଳି ! ଏମିତି ଚାଲିଛି ସରକାରୀ ବ୍ୟବସ୍ଥା, ମୋବାଇଲ ଆଲୁଅରେ ହେଲା ଗର୍ଭବତୀ…

ସରକାରୀ ଅବ୍ୟବସ୍ଥାର ଏପରି ଏକ ଚିତ୍ର, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଇନ୍ଦୋରର ଏକ ସରକାରୀ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଶନିବାର ଦିନ ଏହି ହସ୍ପିଟାଲରେ ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବିଛିନ୍ନ ରହିଥିଲା । ଏବଂ ହସ୍ପିଟାଲର…

ଓଡ଼ିଶାରେ ଆନ୍ଧ୍ର ହାତୀ ପଲ ଆତଙ୍କ । କେଉଁଠି ଘର ଭାଙ୍ଗୁଛନ୍ତି ତ କେଉଁଠି ଫସଲ କରୁଛନ୍ତି ନଷ୍ଟ ।

କନକ ବ୍ୟୁରୋ: ଓଡ଼ିଶାରେ ପଶିଲେ ଆନ୍ଧ୍ର ହାତୀ । ଘର ଭାଙ୍ଗିବା ସହ ଫସଲ କଲେ ନଷ୍ଟ । ଲଗାଣ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତିର ଆକଳନ ନ ସରୁଣୁ ଏବେ ହାତୀ ଆଣିଛନ୍ତି ବିପଦ । ଆନ୍ଧ୍ରର ଏକ ହାତୀ ପଲ ଓଡ଼ିଶା ସୀମାରେ ପ୍ରବେଶ କରି ଫସଲ ନଷ୍ଟ କରିବା ସହ ଘର ଭାଙ୍ଗିଦେଇଥିବା ଘଟଣା ସମ୍ନାକୁ ଆସିଛି ।…