Daily Archives

September 23, 2018

ରକ୍ତମୁଖା ହେଲା ଲାଲବାହିନୀ ! ଆନ୍ଧ୍ରପ୍ରଦେଶର ବିଧାୟକଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

କନକ ବ୍ୟୁରୋ : ମାଲକାନଗିରି ସୀମାରେ ମାଓବାଦୀଙ୍କ ବର୍ବରକାଣ୍ଡ । ସ୍ପଷ୍ଟ ଦିବାଲୋକରେ ଜଣେ ଶାସକ ଦଳର ବିଧାୟକ ଓ ଅନ୍ୟ ଜଣେ ପୂର୍ବତନ ବିଧାୟକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ବିଶାଖାପାଟଣାର ଡୁବୁରିଗୁଡାଠାରେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ଲାଲାବାହିନୀ । ମୃତକମାନେ ହେଲେ ଆରକୁ…

ପାର୍ବଣ ଋତୁରେ ଜମିବ କାର୍ ବଜାର ! ମାର୍କେଟକୁ ଆସିବ ନୂଆ ମଡେଲର କାର୍, ଜିପ୍ କମ୍ପାସ୍, ହ୍ୟୁଣ୍ଡାଇ ଓ ଫୋର୍ଡ ସହ…

କନକ ବ୍ୟୁରୋ : ଆଗକୁ ଆସୁଛି ଫେଷ୍ଟିଭ୍ ସିଜିନ୍ । ଏହି ସମୟରେ ଘର ପାଇଁ ଏବଂ ନିଜ ପାଇଁ ନୂଆ ଉତ୍ପାଦ କିଣିଥାନ୍ତି ଗ୍ରାହକ । ଏସବୁକୁ ନଜରରେ ରଖି ବିଭିନ୍ନ କମ୍ପାନୀ ନିଜ ନିଜ ଉତ୍ପାଦ ଲଂଚ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏଇ ମୈାକାରେ କାର୍ ନିର୍ମାଣକାରୀ କମ୍ପାନୀଗୁଡିକ…

କାହିଁକି ସାଧାରଣ ଭକ୍ତ ବେଶରେ ଭୋର ୫ଟାରୁ ପୁରୀ ଶ୍ରୀମନ୍ଦିର ଯାଇଥିଲେ ଆମିକସ କ୍ୟୁରି ! ଜାଣନ୍ତୁ ପୂରା ଘଟଣା

କନକ ବ୍ୟୁରୋ : ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କ ଗସ୍ତ ସମୟରେ ଏକ ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଶୁକ୍ରବାର ଭୋର ୫ଟା ପୂର୍ବରୁ ସାଧାରଣ ଭକ୍ତ ଭାବରେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ଗୋପାଳ ସୁବ୍ରମଣ୍ୟମ । ହେଲେ ଗର୍ଭଗୃହ ବନ୍ଦ ଥିଲା ଏବଂ ବହୁ ସଂଖ୍ୟାରେ ଭକ୍ତ ଦର୍ଶନ ପାଇଁ…

ଡୁଆଲ କ୍ୟାମେରା ପରେ ବଜାରକୁ ଆସିବ ୩ଟି କ୍ୟାମେରା ଥିବା ଫୋନ ! ଖୁବ୍ ଶୀଘ୍ର ଲଂଚ ହେବ ସାମସଙ୍ଗ ଗାଲାକ୍ସି ଏ୭ ।

କନକ ବ୍ୟୁରୋ : ଲେଟେଷ୍ଟ ଫିଚର, ବେଷ୍ଟ କ୍ୱାଲିଟି କ୍ୟାମେରା ସହ ଅଧିକ ଷ୍ଟୋରେଜ ସ୍ପେସ୍ , ସାଧାରଣତଃ ଏସବୁକୁ ଧ୍ୟାନରେ ରଖି ବିଭିନ୍ନ ଫୋନ ନିର୍ମାଣକାରୀ କମ୍ପାନୀ ନିଜ ନିଜ ଲେଟେଷ୍ଟ ଫୋନ ଡିଜାଇନ କରିଥାନ୍ତି । ଏବେ ବିଭିନ୍ନ ଫୋନରେ ଡୁଆଲ ବ୍ୟାକ୍ କ୍ୟାମେରା ଦିଆଯାଉଥିବା ଆପଣ ଶୁଣିଥିବେ ।…

ସେବାୟତମାନଙ୍କୁ ୩ ସପ୍ତାହର ଡେଡଲାଇନ ! ଆମିକସ କ୍ୟୁରି କହିଲେ, ବନ୍ଦ ହେଉ ଦାନ ଦକ୍ଷିଣା

କନକ ବ୍ୟୁରୋ : ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କ ଗସ୍ତ ପରେ ପୁରୀରେ ଭାଳେଣୀ ପଡିଯାଇଛି । ବିଶେଷ କରି ସେବାୟତମାନେ ଚିନ୍ତାରେ ପଡିଯାଇଛନ୍ତି । କାରଣ ଗୋପାଳ ସୁବ୍ରମଣ୍ୟମ କଡା ପଦକ୍ଷେପ ନେବାକୁ ଯାଉଥିବା ନେଇ ଯଥେଷ୍ଟ ସଂକେତ ମିଳିସାରିଛି । ଆଜି ଦିଲ୍ଲୀ ଫେରିବା ସମୟରେ ସୁବ୍ରମଣ୍ୟମ…

ବଜାର ପ୍ରବେଶ ପାଇଁ ପ୍ରସ୍ତୁତ କାଶ୍ମୀର ସେଓ ! ୭ହଜାର କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ, ଉତ୍ପାଦନ ହୋଇଛି ୧୮ଲକ୍ଷ…

କନକ ବ୍ୟୁରୋ : ବଜାରପ୍ରବେଶ ପାଇଁ ପ୍ରସ୍ତୁତ ହେଲା କାଶ୍ମୀରର ସେଓ । ଅନୁକୁଳ ଜଳବାୟୁ, କୃଷି ବିଭାଗର ଚେଷ୍ଟା ଓ ଚାଷୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଚଳିତ ବର୍ଷ ଜାମ୍ମୁ କାଶ୍ମୀରରେ ସେଓ ଭଲ ଅମଳ ହୋଇଛି  । ଆଉ ବଜାରରେ କାଶ୍ମୀର ସେଓର ଚାହିଦା ଥିବାରୁ ସେଓଚାଷୀଙ୍କ ମୁହଁରେ ଖେଳିଯାଇଛି ଖୁସି…