Daily Archives

September 22, 2018

ପାକିସ୍ତାନୀ ଯୁବକ ଗାଇଲେ ଭାରତୀୟ ଜାତୀୟ ସଙ୍ଗୀତ ! ଭିଡିଓ ଭାଇରାଲ ।

ଭାରତ-ପାକିସ୍ଥାନ ମଧ୍ୟରେ ଥିବା ଶତୃତା କାହାକୁ ଅଛପା ନାହିଁ । ସୀମାରେ ଅଧିକାଂଶ ସମୟରେ ଲାଗି ରହିଛି ଉତ୍ତେଜନା। ତେବେ ଦୁଇ ଦେଶ ମଧ୍ୟରେ ଥିବା ଏଭଳି ପରିସ୍ଥିତିରେ ଜଣେ ପାକିସ୍ତାନୀ ଯୁବକ କରିଥିବା କାମକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ୍…

ଆତଙ୍କବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାର ୩ୟ ସ୍ଥାନରେ ଭାରତ ! ପ୍ରକାଶିତ ହେଲା ଆମେରିକା ବିଦେଶ…

କନକ ବ୍ୟୁରୋ : ଏକାସଙ୍ଗେ ଆତଙ୍କବାଦ ଓ ଆଲୋଚନା ସମ୍ଭବ ନୁହଁ ଦର୍ଶାଇ ଭାରତ-ପାକ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବାର୍ତା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ଭାରତ  । ସେପଟେ ପ୍ରକାଶ ପାଇଛି ଆମେରିକାର ଆତଙ୍କ ପ୍ରଭାବିତ ଦେଶର ସୂଚୀ ଆଉ ଆତଙ୍କବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ହେଉଥିବା ଦେଶ…

ସେନାଧ୍ୟକ୍ଷ କହିଲେ ପାକିସ୍ତାନକୁ ଦିଆଯିବ କଡା ଜବାବ ! ସେପଟେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ପ୍ରସ୍ତାବିତ…

ପାକିସ୍ତାନ ଯେଉଁ ଭାଷା ବୁଝେ ତାକୁ ସେହି ଭାଷାରେ ଜବାବ ଦେବାର ସମୟ ଆସିଯାଇଛି ବୋଲି କହିଛନ୍ତି ସେନାଧ୍ୟକ୍ଷ ଜେନେରାଲ ବିପିନ ସିଂ ରାଓ୍ଵତ । ସେ କହିଛନ୍ତି ଯେ ପାକିସ୍ତାନ ଓ ଆତଙ୍କତବାଦୀଙ୍କ ବର୍ବରତାର ଦୃଢ ଦେବା ପାଇଁ ସମୟ ଆସିଛି । ଆମେ ପାକିସ୍ତାନ ପରି ବର୍ବର ହେବା ନାହିଁ, କିନ୍ତୁ…

ରାଫେଲ୍ କାହାଣୀରେ ନୂଆ ମୋଡ଼ ! ରାହୁଲ ମାଗିଲେ ମୋଦିଙ୍କୁ ଜବାବ୍,  ସେପଟେ ରିଲାଏନ୍ସ ଚୟନରେ ଭୂମିକା ନଥିବା କହିଲେ…

କନକ ବ୍ୟୁରୋ : ରାଫେଲ୍ ଡିଲ୍ ପ୍ରସଙ୍ଗରେ ମୋଦି ସରକାରଙ୍କୁ କାଠଗଡ଼ାକୁ ଟାଣିଛି କଂଗ୍ରେସ  । ଆଉ ଫ୍ରାନ୍ସର ପୂର୍ବ ରାଷ୍ଟ୍ରପତି ଫ୍ରାଙ୍କୋଇସ୍ ଓଲାନ୍ଦେ ରିଲାଏନ୍ସର ନାଁ ଭାରତ ସରକାର ଦେଇଥିବା କହିବା ପରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି  । ଡିଲ୍ ନେଇ ଫ୍ରାନ୍ସ ସରକାର କହିଛନ୍ତି ସହଯୋଗୀ…

ଅଭିଜିତଙ୍କ ପାଇଁ ବସିଲା ଗୃହ କମିଟି ! ଅଧ୍ୟକ୍ଷ କହିଲେ ପ୍ରମାଣ ମିଳିଲେ ହେବ କାର୍ଯାନୁଷ୍ଠାନ ।

ଅଭିଜିତ ଆୟାର ମିତ୍ରା ସ୍ୱାଧିକାର ଭଙ୍ଗ କରିଥିବା ନେଇ ଆଜି ବିଧାନସଭାରେ ଏକ କମିଟି ଗଠନ ହୋଇଥିଲା । ଏହି ବୈଠକରେ ଆଲୋଚନା ହୋଇଥିଲା ଯଦି ସ୍ୱାଧିକାର ଭଙ୍ଗ କରିଥିବା ନେଇ ଅଭିଜିତ ଆୟାର ବିରୁଦ୍ଧରେ କୌଣସି ସବିଶେଷ ତଥ୍ୟ ଏବଂ ପ୍ରମାଣ ମିଳେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ…