Daily Archives

September 21, 2018

ସୁପ୍ରିମକୋର୍ଟରୁ ଜଗନ୍ନାଥ ମନ୍ଦିର ! ଶ୍ରୀମନ୍ଦିରକୁ ପ୍ରବେଶ କରିବେ କି ଅଣହିନ୍ଦୁ, କଣ ହେବ ସୁପ୍ରିମକୋର୍ଟଙ୍କ ଫୈସଲା…

କନକ ବ୍ୟୁରୋ: ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ ପୁରୀରେ ପହଁଚିଛନ୍ତି । ଆଜି ସେ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ମନ୍ଦିର ବ୍ୟବସ୍ଥାବଳୀ ସଂପର୍କରେ ଆଲୋଚନା କରିଛନ୍ତି । ଏହାପରେ ସେ ଗଜପତି ମହାରାଜ, ଛତିଶା…

ଫିଲ୍ମରେ ଅଭିନୟ କରିବେ ବିରାଟ୍ କୋହଲି ! ଦ୍ୱନ୍ଦରେ ଫ୍ୟାନ ।

ନିକଟରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ, ଟି-୨୦ ଓ ଟେଷ୍ଟ ଶୃଙ୍ଖଳା ସରିବା ପରେ ଅଧିନାୟକ ବିରାଟ କୋହଲି ଏସିଆ କପରୁ ବିଶ୍ରାମ ନେଇଛନ୍ତି । ତାଙ୍କ ବଦଳରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେବେ କାହିଁକି କ୍ୟାପଟେନ କୋହଲି ବିଶାର୍ମ ନେଲେ ସେନେଇ କ୍ରିଡା ମହଲ ଏବଂ ଗଣମାଧ୍ୟମରେ…

ସର୍ବଶିକ୍ଷା ଅଭିଯାନର ନଗ୍ନ ନମୁନା । ବିପଦ ଶଙ୍କୁଳ ଅବସ୍ଥାରେ ସ୍କୁଲ, ଚାଳିଆ ଘରେ ଗଢ଼ା ହେଉଛି ଛାତ୍ରଛାତ୍ରୀଙ୍କ…

କନକ ବ୍ୟୁରୋ: ସର୍ବଶିକ୍ଷା ଅଭିଯାନର ନଗ୍ନ ନମୁନା । ଝାଟିବାଉଁଶ ଘେରା ଚାଳିଆ ଘର ପରେ ରୋଷେଇ ଘରେ ଚାଲିଛି ୫ଟି ଶ୍ରେଣୀର ପାଠପଢା । ଗୋଟିଏ ଘରେ ଚାଲିଛି ୫ଟି ଶ୍ରେଣୀର ପାଠପଢା । ୧୦ବର୍ଷ ହେବ ଏମିତି ଦୟନୀୟ ସ୍ଥିତିରେ ଚାଲିଛି ପାଠପଢା । ପାଣି ଘେରରେ ପଶି ପିଲାଏ ଆସୁଛନ୍ତି ସ୍କୁଲ । ହେଲେ…

ଗୋଟିଏ ଗୁଜବ, ଆଉ ସ୍ୱାହା ହୋଇଗଲା ୧୧ ହଜାର କୋଟି ! ଜାଣନ୍ତୁ ପୂରା ଘଟଣା

ଭାରତୀୟ ସେୟାର ବଜାର ପାଇଁ ବ୍ଲାକ ଫ୍ରାଇଡେ । ଆଜି ଅଚାନକ ସେନସେକ୍ସ ୧୦୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇବା ଫଳରେ ସେୟାର ମାର୍କେଟରେ ଝଡ ସୃଷ୍ଟି ହୋଇଥିଲା । ବିଏସଇ ସେନସେକ୍ସ ପ୍ରାୟ ୧୧୨୭.୫୮ ପଏଣ୍ଟ ହ୍ରାସ ପାଇ ୩୬,୪୮୫.୮୪ ପଏଣ୍ଟରେ ପହଞ୍ଚିଥିଲା । ତେବେ ସେନସେକ୍ସ ହଠାତ ହ୍ରାସ ପାଇ ଅଳ୍ପ…

ମହିଳାଙ୍କ ସାମ୍ନାରେ କାହାକୁ ଗାଳି ଦେବା ବି ଯୌନ ଶୋଷଣ ! ଜାଣନ୍ତୁ ଆଇନ ଦୃଷ୍ଟିରୁ ଯୌନ ଶୋଷଣର ଅର୍ଥ କଣ ଓ ଏଥିପାଇଁ…

ଦିନକୁ ଦିନ ଦେଶରେ ମହିଳାଙ୍କ ପ୍ରତି ବଢି ଚାଲିଛି ଅନ୍ୟାୟ ଓ ଅତ୍ୟାଚାର । ଏଭଳି ଗୋଟିଏ ଦିନ ନାହିଁ ଯେଉଁଦିନ ମହିଳାଙ୍କୁ ନେଇ ଯୌନ ନିର୍ଯାତନା ଭଳି ଖବର ଆସିନଥିବ । ତେବେ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ ତଥା ଅତ୍ୟାଚାରକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଅନେକ କଠୋର ନିୟମ ପ୍ରଣୟନ…

ନବରଙ୍ଗପୁର ରାଇଘରରେ ମଶାଣିକୁ ନେଇ ବିବାଦର ନୂଆମୋଡ: ପୁଲିସ ଜୋର ଜବରଦସ୍ତି ମୃତଦେହ ପୋତି ଦେଇଥିବା ଅଭିଯୋଗ,…

କନକ ବ୍ୟୁରୋ: ନବରଙ୍ଗପୁର ରାଇଘରରେ ମଶାଣିକୁ ନେଇ ଚାଲିଥିବା ବିବାଦ ନୂଆମୋଡ ନେଉଛି । ଶବ ରଖି ରାସ୍ତାରୋକ କରିଥିବା ଗ୍ରାମବାସୀ ଆଜି ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ରାଇଘର ପତ୍ରକୋଟି ଓ ଧୋଡ୍ରାପର ଗାଁ ମଧ୍ୟରେ ମଶାଣି ଜମିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏହାକୁ ସମାଧାନ କରିବା…