Daily Archives

September 21, 2018

ବାତ୍ୟା ଟଳିଗଲା ହେଲେ ନିଦ ହଜାଇ ଦେଲା ବର୍ଷା ! ‘ଡାଏ’ ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା

କନକ ବ୍ୟୁରୋ : ବାତ୍ୟା ଟଳିଲା ହେଲେ ବର୍ଷା ଆଣିଲା ବିଭୀଷିକା । ବର୍ଷା ପାଣିରେ ଉବୁଟୁବୁ ମାଲକାନଗିରି । ଜିଲ୍ଲାର ୩୩ଟି ବ୍ଳକରେ ଶହେ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ଗାଁ ଗଣ୍ଡାରେ ପାଣି ପଶିଛି, ବ୍ରିଜ୍ ଉପରେ ୬ ଫୁଟର ପାଣି ଚାଲିଛି । ସେପଟେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର…

ପ୍ରଥମ ଏମଓୟୁର ୫ବର୍ଷ ପରେ ହେବ ତାଳଚେର ସାର କାରଖାନାର ଶିଳାନ୍ୟାସ! ଜାଣନ୍ତୁ ୧୧ ହଜାର ୫୦୦ କୋଟି ଟଙ୍କା ପ୍ରକଳ୍ପରେ…

କନକ ବ୍ୟୁରୋ : ନିର୍ବାଚନ ଆସିଲେ ମନେ ପଡେ କି ଲୋକଙ୍କ କଥା? ଦିଆଯାଇଥିବା ପ୍ରତିଶ୍ରୁତି ଏବଂ ବର୍ଷ ବର୍ଷ ଧରି ପଡ଼ି ରହିଥିବା ଏମଓୟୁର କଥା? ଏହି ପ୍ରଶ୍ନ ଏଇଥି ପାଇଁ ଉଠୁଛି କାରଣ, ସରକାର ପରେ ସରକାର ବଦଳିଛି, ଏମଓୟୁ ପରେ ଏମଓୟୁ ହୋଇଛି । ହେଲେ ବାସ୍ତବ ରୂପ ନେଇ ପାରିନି ତାଳଚେର ସାର…

ପୂର୍ବ ରାଗ ଶୁଝାଇଲେ ମାଓବାଦୀ ! ଝିଅ ଜନ୍ମଦିନ ପାଳନ ସମୟରେ ଯବାନ ବାପାଙ୍କୁ କଲେ ହତ୍ୟା ।

ମାଓବାଦୀ ଯବାନମାନଙ୍କୁ ଘରୁ ଅପହରଣ କରି ହତ୍ୟା କରିଥିବାର ଅନେକ ଘଟଣା ପୂର୍ବରୁ ଦେଖିବାକୁ ମିଳିଛି । ପୂର୍ବରୁ ବି ସୀମାରେ ଲଢ଼ି ଲଢ଼ି ଛୁଟି କାଟିବାକୁ ଆସିଥିବା ବେଳେ ନିଜ ଘରେ ଯବାନଙ୍କ ହତ୍ୟା କରାଯାଇଛି। ଠିକ ସେହିଭଳି ଏକ ଘଟଣା ଘଟିଛି ସଶସ୍ତ୍ର ସୀମା ବଳ(ଏସଏସବି) ଯବାନ ବିହାରର ଜାମୁଇ…

ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ । ନିର୍ବାଚନ ର୍ପୂବରୁ କଣ କହିବେ ମୋଦି, ନବୀନଙ୍କ ଉପରେ ବର୍ଷିବେ ନା ବିପଦର…

କନକ ବ୍ୟୁରୋ : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନିକିଆ ଗସ୍ତରେ ମୋଦି, ଝାରସୁଗୁଡ଼ା ବିମାନ ବନ୍ଦରର ଉଦଘାଟନ, ତାଳଚେର ସାର କାରଖାନାର ଶିଳାନ୍ୟାସ୍ ସମେତ ୨ଟି ଖଣି ଏବଂ ରେଲୱେ ଲାଇନର ଶୁଭାରମ୍ଭ କରିବେ । ତେବେ ଏହି ଗସ୍ତରେ ମୋଦି, ତାଳଚେର ଏବଂ ଅନୁଗୁଳରେ…

ରୁୁମାଲ ନେଇଥିଲା ୯୩୧ ଜଣଙ୍କ ଜୀବନ ! ଜାଣନ୍ତୁ ସେହି ସଂଘାତିକ ଷଡ଼ଯନ୍ତ୍ର ରଚିଥିବା ବ୍ୟକ୍ତିଙ୍କୁ

ଆଉ କିଛି ଦିନ ପରେ ପରଦାକୁ ଆସିବ ଠଗସ୍ ଅଫ୍ ହିନ୍ଦୋସ୍ତାନ ଚଳଚ୍ଚିତ୍ର । ଯେଉଁଥିରେ ପୂର୍ବରୁ ଭାରତରେ କିପରି ଲୁଟେରା ବା ନୃଂଶସ ଗୁଣ୍ଡା ମାନଙ୍କର ରାଜ ଚାଲୁଥିଲା ତାହା ହୁଏତ ଦେଖିପାରିବେ ଦର୍ଶକ । କିନ୍ତୁ ରିୟଲ ଠଗସ୍ ଅଫ୍ ହିନ୍ଦୋସ୍ତାନର ଖଳନାୟକଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ ।…

ପୁଣି ଥରେ ହୃଦୟ ଜିତିଲେ ବଲିଉଡର ଖିଲାଡି ଅକ୍ଷୟ କୁମାର : ଏସିଡ଼ ପୀଡିତାଙ୍କୁ ସହାୟତା କଲେ ୫ ଲକ୍ଷ ଟଙ୍କା

ବଲିଉଡର ଖିଲାଡି ଅଭିନେତା ଅକ୍ଷୟ କୁମାର ସିନେମା ବ୍ୟତୀତ ଦେଶ, ସମାଜ ପାଇଁ କରାଯାଉଥିବା କାମ ପାଇଁ ମଧ୍ୟ ଖବରରେ ରହୁଛନ୍ତି । କିନ୍ତୁ ଅକ୍ଷୟ ଏହି ସମାଜସେବା କାମ ଲାଇମ୍ ଲାଇଟ୍ ରେ ଆସିବା ପାଇଁ କରନ୍ତିନି । ନିକଟରେ ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲ ତାଙ୍କର ଆର୍ଥିକ ଅସୁବିଧା ବିଷୟରେ…