ବାଂଲାକୁ ମାତ୍ ଦେଲା ଟିମ୍ ଇଣ୍ଡିଆ । ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରି ଏସିଆ କପ୍ ଫାଇନାଲ ଆଡକୁ ପାଦ ବଢାଇଲା ଟିମ୍…
କନକ ବ୍ୟୁରୋ : ଏସିଆ କପର ସୁପର -୪ର ପ୍ରଥମ ମୁକାବିଲାରେ ବାଲାଂଦେଶକୁ ୭ ୱିକେଟରେ ମାତ ଦେଇ ଫାଇନାଲ ଆଡକୁ ଆଉ ଗୋଟିଏ ପାଦ ଆଗକୁ ବଢାଇଛି ଭାରତ । ରୋହିତଙ୍କ ଧୂଆଁଧାର ୮୩ ରନ ବଳରେ ଟିମ ଇଣ୍ଡିଆ ଏହି ମ୍ୟାଚରେ ସହଜ ବିଜୟ ହାସଲ କରିଛି । ମାତ୍ର ୧୭୪ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ…