Daily Archives

September 20, 2018

୬ ଘଣ୍ଟା ମଧ୍ୟରେ ବାତ୍ୟା , ୨୩ କିଲୋମିଟର ବେଗରେ ଓଡିଶା ଆଡକୁ ମୁହାଁଉଛି ।

କନକ ବ୍ୟୁରୋ : ଓଡିଶା ଆଡକୁ ମୁହାଁଉଛି ବାତ୍ୟା ‘ଡାଏ’ । ସମୟ ବିତିବା ସହ ଓଡିଶା ଉପକୂଳ ଆଡକୁ ମୁହାଁଉଛି ଡାଏ । ଘଣ୍ଟାକୁ ୨୩ କିଲୋମିଟର ବେଗରେ ଗତି କରୁଥିବା ଡାଏ ମଧ୍ୟରାତ୍ର ସୁଦ୍ଧା ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ…

ଏପରି ଏକ ପଥର, ଯାହାକୁ ପିଟିଲେ ବାହାରୁଛି କଂସା ବାସନର ଶବ୍ଦ ! ବୈଜ୍ଞାନିକ ବି ଖୋଜି ପାଉନାହାଁନ୍ତି ଏହାର ରହସ୍ୟ ।

ପଥରକୁ ପିଟିଲେ ସେଥିରୁ ବାହାରୁଛି କଂସା ବାସନ ଭଳି ଶବ୍ଦ । ସରଗୁଦା ଜିଲ୍ଲାର ଦରିମା ନିକଟବର୍ତ୍ତି ଛିନ୍ଦକାଲୋ ଗାଁରେ ଏକ ବିସାଳ ପଥର ପ୍ରାୟ ହଜାର ବର୍ଷ ହେବ ରହସ୍ୟ ହୋଇ ପଡିରହିଛି । ଏହି ବିସାଳ ପଥରର ଆକୃତି ଅନ୍ୟ ପଥର ଠାରୁ ସମ୍ପୁର୍ଣ୍ଣ ଅଲଗା । ସବୁଠାରୁ କଥା ହେଉଛି ଏହି ପଥରକୁ ପିଟିଲେ…

ଦିଲ୍ଲୀରେ ଅଭିଜିତ ଆୟାର ମିତ୍ରଙ୍କୁ ଗିରଫ କଲା ଓଡିଶା ପୋଲିସ, ସାକେତ କୋର୍ଟରୁ ମିଳିଲା ସର୍ତମୂଳକ ଜାମିନ । ଜାଣନ୍ତୁ…

କନକ ବ୍ୟୁରୋ : ଗିରଫ ପରେ ଜାମିନରେ ଗଲେ ଅଭିଜିତ ଆୟାର ମିତ୍ର । ହେଲେ ତାଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି ଦିଲ୍ଲୀ ସାକେତ କୋର୍ଟ । ଆଗାମୀ ୨୮ ତାରିଖରେ ତାଙ୍କୁ କୋଣାର୍କ ଥାନାରେ ହାଜର ହେବାକୁ ପଡିବ । ଓଡିଶା ଓ ଓଡିଆଘଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅଶାଳୀନ…

ଆୟାରଙ୍କୁ ନେଇ ବିଧାନସଭାରେ ଝଡ, ବୈଜୟନ୍ତଙ୍କ ବନ୍ଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏକାଠି ହେଲେ ୩ ରାଜନୈତିକ…

କନକ ବ୍ୟୁରୋ : ଓଡ଼ିଶା, କୋଣାର୍କ ଓ ଜଗନ୍ନାଥଙ୍କୁ ନେଇ ବିବାଦୀୟ ହେବା ଅଭିଜିତ ଆୟାର ମିତ୍ରଙ୍କୁ ମହଙ୍ଗା ପଡିଛି । ଅଭିଜିତଙ୍କ ଅଶାଳୀନ ମନ୍ତବ୍ୟର ତଦନ୍ତ କରିବ ଗୃହ କମିଟି । ଓଡ଼ିଶାର ବିଧାୟକଙ୍କୁ ମଧ୍ୟ ବିଦ୍ରୁପ ଭାଷାରେ କଟାକ୍ଷ କରିଥିଲେ ଅଭିଜିତ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼…

୩୦ ବର୍ଷରୁ ବିନା ଦରମାରେ କରୁଛନ୍ତି ଟ୍ରାଫିକ୍ ନିୟନ୍ତ୍ରଣ : ପୁଅର ମୃତ୍ୟୁ ବଦଳାଇଦେଲା ଗଙ୍ଗାରାମଙ୍କ ଜୀବନ

୭୪ ବର୍ଷୀୟ ଗଙ୍ଗାରାମଙ୍କ ଜୀବନ ଅନ୍ୟମାନଙ୍କ ଜୀବନ ପାଇଁ ସମର୍ପିତ । ଗତ ୩୦ ବର୍ଷ ହେବ ଦିଲ୍ଲୀ ସଲିମପୁରର ବ୍ୟସ୍ତବହୁଳ ଛକରେ ଢ଼ିଲା ପୋଷାକ ପିନ୍ଧି ହାତରେ ବାଡି ଧରି ପୁରା ଅନୁଶାସନରେ ଟ୍ରାଫିକ ନିୟନ୍ତ୍ରଣ କରୁ୍ଥିବା ନଜର ଆସନ୍ତି । ପ୍ରତିଦିନ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଟ୍ରାଫିକ…

ମଧ୍ୟରାତ୍ରରୁ ଆରମ୍ଭ ହେବ ଝଡବାତ୍ୟା ‘ଡାଏ’ର ତାଣ୍ଡବ ! ୬୦ରୁ ୮୦ କିଲୋମିଟର ବେଗରେ ବହିପାରେ ପବନ, ୫ଟି ଜିଲ୍ଲାକୁ ରେଡ…

କନକ ବ୍ୟୁରୋ : ମାଡି ଆସୁଛି ଝଡବାତ୍ୟା । ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂଣ୍ଣିଝଡ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆଜି ମଧ୍ୟରାତ୍ରରେ ଝଡବାତ୍ୟାର ଆଶଙ୍କା ରହିଛି । ଉପକୂଳ ଓଡିଶା ଓ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…