Daily Archives

September 19, 2018

ଜିଓର ଦମଦାର ଅଫର ! ଜିଓ ଗିଗାଫାଇବର ପ୍ରିଭ୍ୟୁ ଅଫରରେ ମିଳୁଛି ୩୦୦ଜିବି ମାଗଣା ଡାଟା ।

ରିଲାଏନ୍ସ ଜିଓ ଗିଗାଫାଇବର ନିଜର ଲଞ୍ଚିଂର ଘୋଷଣା ସମୟରୁ ହିଁ ଚର୍ଚ୍ଚାରେ ରହିଛି। ଅଗଷ୍ଟ ୧୫ରୁ ଜିଓ ଗିଗାଫାଇବର ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଯାଇଛି। ରେଜିଷ୍ଟ୍ରେନର କିଛିଦିନ ପରେ ରିଲାଏନ୍ସ ଜିଓ ଗିଗାଫାଇବର ପ୍ରିଭ୍ୟୁ ଅଫରର ଘୋଷଣା କରିଥିଲା। ଏହି ପ୍ରିଭ୍ୟୁ ଅଫରରେ ରିଲାଏନ୍ସ ଜିଓ…

ରାଜ୍ୟ ରାଜନୀତିରେ ନୂଆ ସମୀକରଣ ! ଧର୍ମେନ୍ଦ୍ର କହିଲେ, ବିଜେଡି ଓ କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବାକୁ ନୂଆ…

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ନୂଆ ସମୀକରଣ ନେଇ ସଂକେତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ବିଦ୍ରୋହୀକୁ ସମର୍ଥନ ଦେବା ନେଇ ସେ ଇସାରା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏପରି ମନ୍ତବ୍ୟ ଦେଇଛନ୍ତି, ଯାହା ରାଜ୍ୟ ରାଜନୀତିକୁ ସରଗରମ…

୩୭୦ ଯାତ୍ରୀଙ୍କ ପାଇଁ ଦେବଦୂତ ସାଜିଥିଲେ ଏହି ପାଇଲଟ ! ଜାଣନ୍ତୁ ଏହି ପାଇଲଟ କିଏ ଏବଂ କେଉଁଭଳି ଭାବେ ରକ୍ଷା କରିଛନ୍ତି…

ଗତ ସେପ୍ଟେମ୍ବର ୧୧ ତାରିଖରେ ଦିଲ୍ଲୀରୁ ନ୍ୟୁୟର୍କ ଅଭିମୂଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ଏକ ବିମାନରୁ ଇନ୍ଧନ ସରିଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଆକାଶ ମାର୍ଗରେ ଯାତ୍ରା କରୁଥିବା ବିମାନରେ ପ୍ରାୟ ୩୭୦ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଠିକ ଏହି ସମୟରେ ବିମାନରୁ ଇନ୍ଧନ…

ସାମ୍ନାକୁ ଆସିଲା ଅଭିଜିତ୍ ଆୟାରଙ୍କ ଆଉ ଏକ ଟୁଇଟ୍ ! କହିିଲେ ଓଡିଶାକୁ ଆବିଷ୍କାର କରିଛନ୍ତି ବଙ୍ଗାଳୀ, ମନ୍ତବ୍ୟକୁ ନେଇ…

କନକ ବ୍ୟୁରୋ : ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ ଆୟାରଙ୍କ ଆଉ ଏକ ଟୁଇଟକୁ ନେଇ ନୂଆ ବିବାଦ ଠିଆ ହୋଇଛି । ୨୦୧୭ ମସିହାରେ କରିଥିବା ଏହି ଟୁଇଟରେ ଆୟାର ଓଡିଶାକୁ ନିଚା ଦେଖାଇବାକୁ ପ୍ରୟାସ କରିଛନ୍ତି । ଯାହାକୁ ନେଇ ଆଜି ବିଧାନସଭାରେ ଝଡ ସୃଷ୍ଟି ହୋଇଛି । ଓଡିଶାକୁ ଅପମାନ କରିଥିବାରୁ ଆୟାରଙ୍କୁ…

ରିଲ ନୁହେଁ ରିଅଲ ରେଡ୍ ! ଜେଇଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, ୱାସିଂ ମେସିନରେ ଲୁଚାଇ ରଖିଥିଲେ ୩୦ ଲକ୍ଷ, ଚଢାଉ…

କନକ ବ୍ୟୁରୋ : ଜଣେ କୋଟିପତି ବାବୁଙ୍କ ଖବର । ଯିଏ ବୃତିରେ ଆଇଟିଡିଏର କନିଷ୍ଠ ଯନ୍ତ୍ରୀ । ୨ବର୍ଷ ତଳେ ଯାହାଙ୍କୁ ସ୍ଥାନୀୟ ନିଯୁକ୍ତି ମିଳିଛି । ହେଲେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ ନେଇ ଯେତେବେଳେ ତାଙ୍କ ଘରେ ରେଡ୍ ହେଲା, ନଗଦ ୩୦ ଲକ୍ଷ ଟଙ୍କା ଠାବ କରିଛି ଭିଜିଲାନ୍ସ । ଏହି…

କନକ ନ୍ୟୁଜର ପ୍ରଶ୍ନକୁ କାହିଁକି ଡରିଲେ ବୈଜୟନ୍ତଙ୍କ ବନ୍ଧୁ ! ଆମେ ପଚାରିଥିଲୁ ୧୧ଟି ପ୍ରଶ୍ନ, ଆୟାର କହିଲେ ଉତ୍ତର…

କନକ ବ୍ୟୁରୋ : ପ୍ରଶ୍ନ ପଚାରିଥିଲା କନକ ନ୍ୟୁଜ, ଉତ୍ତର ଦେଲେନି ବୈଜୟନ୍ତଙ୍କ ବନ୍ଧୁ । ହଁ ଆଜ୍ଞା ଆମେ କହୁଛୁ ବୈଜୟନ୍ତଙ୍କ ବିବାଦୀୟ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କ କଥା । ଓଡିଶା ସଂସ୍କୃତି, ମହାପ୍ରଭୁ ଜଗନ୍ନାଥ, କୋଣାର୍କ ମନ୍ଦିରର କାରୁକାର୍ଯ୍ୟକୁ ନେଇ ବିବାଦୀୟ ବୟାନ ଦେଇ…