Daily Archives

September 18, 2018

ଆସନ୍ତା ୪୮ ଘଣ୍ଟା ଭିତରେ ପ୍ରବଳ ବର୍ଷାର ସମ୍ଭାବନା ! ଜାଣନ୍ତୁ କେଉଁ କେଉଁ ଜିଲ୍ଲା ପାଇଁ ଜାରି ହେଲା ସତର୍କ ସୂଚନା ।

ଗତ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। ଏହା ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକସ୍ଥାନରେ ବର୍ଷା ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ବର୍ଷା ସମୟରେ ବିଜୁଳି ଓ ଘଡ଼ଘଡ଼ି…

ରାଫେଲ ରାଜନୀତି ! କଂଗ୍ରେସ-ବିଜେପି ଭିତରେ ଆରୋପ ପ୍ରାତ୍ୟାରୋପ, ଆଣ୍ଟୋନିଙ୍କ ପ୍ରଶ୍ନର ମୁହଁତୋଡ ଜବାବ ଦେଲେ…

କନକ ବ୍ୟୁରୋ : ରାଫେଲ ଡିଲକୁ ନେଇ ରାଜନୀତି । ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଂଟୋନୀ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମଧ୍ୟରେ କଥା କଟାକଟି ହୋଇଛି । ହିନ୍ଦୁସ୍ତାନ ଆରୋନେଟିକ୍ ଲିମିଟେଡ ଓ ରାଫେଲ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରାଉ କରିଥିଲେ ଆଂଟୋନୀ । ଆଉ ଏହାର…

ବିମାନ ସିଟ ତଳୁ ମିଳିଲା ୩ କୋଟି ଟଙ୍କା ମୂଲ୍ୟର ସୁନା! ଜାଣନ୍ତୁ କେଉଁଠାରୁ ଆସୁଥିଲା ଏହି ସୁନା

ବିମାନରେ ସୁନା ସ୍ମଗଲିଂ । ସିଙ୍ଗାପୁରରୁ ଦିଲ୍ଲୀ ଆସୁଥିବା ଏକ ବିମାନରୁ ପାଖାପାଖି ୩ କୋଟି ଟଙ୍କା ମୂଲ୍ୟର ସୁନା ଜବତ ହୋଇଛି । ଏତେ ମୂଲ୍ୟର ସୁନାକୁ ଏକ ପ୍ଲାଷ୍ଟିକ ବ୍ୟାଗରେ ସିଟ ତଳେ ଲୁଚାଇ ରଖାଯାଇଥିଲା । ଯାହାକୁ ଚେନ୍ନାଇ ଏୟାରପୋର୍ଟରେ ଜବତ କରାଯାଇଛି । ଚେନ୍ନାଇ ବିମାନବନ୍ଦର…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ୍ ! ମୁଖ୍ୟ ସଚିବଙ୍କୁ ମାଡ ମାମଲାରେ ୨୫ଅକ୍ଟୋବରରେ କୋର୍ଟରେ ହାଜର…

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ । ଦିଲ୍ଲୀ ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କୁ ଦୁର୍ବବ୍ୟହାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ଓ ୧୧ଜଣ ଆମ୍ ଆଦମୀ ପାର୍ଟି ବିଧାୟକଙ୍କୁ ହାଜର ହେବା ପାଇଁ ନୋଟିସ୍…

ଛୁଆର ଜୀବନ ବଞ୍ଚାଇବା ପାଇଁ ମା’ର ସଂଘର୍ଷ! ଶେଷରେ ହାରିଗଲା ମା’, ମରିଗଲେ ୫ କୁନି କୁକୁର

କନକ ବ୍ୟୁରୋ : ତମ୍ପ କଲା ତାଣ୍ଡବ । ବିଷାକ୍ତ ସାପ ଚୋଟ ପରେ ଚୋଟ ମାରି ନେଲା କୁକୁର ଛୁଆଙ୍କ ଜୀବନ । ଛୁଆଙ୍କୁ ବଂଚାଇବାକ୍ୁ ଚେଷ୍ଟା କରି ମଧ୍ୟ ହାର ମାନିଲା ମାଆ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ସାତଭଉଣୀ ବଜାରରେ । ପଶୁ ହେଉ ବା ମଣିଷ ବଂଚିବାକୁ କିଏ ବା…

ଶ୍ରୀମନ୍ଦିର ଓ କୋଣାର୍କ ଉପରେ ହେଲିକପ୍ଟର ଉଡିବାକୁ ନେଇ ବିବାଦ ! ବିଧାନସଭାରେ ତାତି, ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି…

କନକ ବ୍ୟୁରୋ : ଖାଲି ଚିଲିକା ନୁହେଁ, କୋଣାର୍କ ଏବଂ ଶ୍ରୀମନ୍ଦିର ଉପରେ ମଧ୍ୟ ଉଡିଥିଲା ଚପର । ବୈଜୟନ୍ତ ପଣ୍ଡାଙ୍କ ଚପରରେ ବସିଥିବା ଅଭିଜିତ ଆୟାର ମିତ୍ର ଏହାର ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି । ଏପରିକି କୋଣାର୍କ ମନ୍ଦିର ଉପରେ କିଛି ଏପରି କଥା ଯାହାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଯାଇଛି…