Daily Archives

September 18, 2018

ଏସିଆ କପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ! ଜାଣନ୍ତୁ କଣ ରହିଛି ପୂର୍ବ ରେକର୍ଡ

କନକ ବ୍ୟୁରୋ : ହାଇଭୋଲଟେଜ ମୁକାବିଲା ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ । ଏସିଆ କପରେ ଭାରତ-ପାକିସ୍ତାନ ମହାମୁକାବିଲା ଦେଖିବା ପାଇଁ ଚାତକ ପରି ଚାହିଁ ରହିଛନ୍ତି ଦର୍ଶକ । କାରଣ ଚାମ୍ପିୟନ୍ସ ଟ୍ରଫି ପରେ ଭାରତ-ପାକିସ୍ତାନ ମଧ୍ୟରେ କୌଣସି ମୁକାବିଲା ଦେଖିବାକୁ ମିଳିନାହିଁ । ଆଉ ଏଭଳି…

କେରଳରେ ଭୟଙ୍କର ବନ୍ୟା ପରେ ଦୁଇଭାଗ ହେଲା ସମୁଦ୍ର ! ସୃଷ୍ଟି ହେଲା ସ୍ୟାଣ୍ଡ-ବେଡ, ଦେଖିବା ପାଇଁ ପର୍ଯ୍ୟଟକଙ୍କ ଲାଗିଛି…

କେରଳରେ ଭୟଙ୍କର ବନ୍ୟା ପରେ ଏଠାରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ବନ୍ୟାର ପ୍ରକୋପ କମିବା ପରେ ମଲପୁରମର ଉତ୍ତରି ଜିଲ୍ଲା ନିକଟବର୍ତ୍ତି ଥିବା ସମୁଦ୍ର ତଟରେ ଏକ ସ୍ୟାଣ୍ଡ-ବେଡ ଦେଖିବାକୁ ମିଳିଛି । ଏହି ସ୍ୟାଣ୍ଡ-ବେଡ ଏବେ ପର୍ଯ୍ୟଟକମାନଙ୍କ ପାଇଁ ଏକ କେନ୍ଦ୍ରବିନ୍ଦୁ ପାଲଟିଛି ।…

ସୂର୍ଯ୍ୟଙ୍କ ପ୍ରଶ୍ନ ଉପରେ ଉତ୍ତର ରଖିଲେ ଦାମଙ୍କ ଜ୍ୱାଇଁ ! କହିଲେ, ପ୍ରମାଣ ଦେଲେ ଘର ତାଙ୍କୁ ଦାନ କରିଦେବି

କନକ ବ୍ୟୁରୋ :  ବିଜେଡିରୁ ବିଦା ହେବା ପରେ ଜୋର ଧରିଛି ଦାମ-ସୂର୍ଯ୍ୟ ଲଢେଇ । ଏପରିକି ଦୁହିଁଙ୍କ ମଧ୍ୟରେ ଲଢେଇ ଏଭଳି ସ୍ତରକୁ ଚାଲି ଯାଇଛି ଯେ, ଦୁହେଁ ଦୁହିଁଙ୍କୁ ବ୍ୟକ୍ତିଗତସ୍ତରରେ ଆକ୍ଷେପ କରିବାକୁ ମଧ୍ୟ ପଛାଇନାହାନ୍ତି । ସୂର୍ଯ୍ୟ ଦାମଙ୍କ ଜ୍ୱାଇଁଙ୍କ ନାଁରେ ଅଭିଯୋଗ ଆଣିବା ପରେ ଏହି…

ଷଷ୍ଠ ଦିନରେ ‘ଚକଲେଟ୍ ଅଲରାଉଣ୍ଡର’ ପ୍ରତିଯୋଗିତା ! ରାଜା ବଗିଚା ସିଟି କଲେଜରେ ଅନୁଷ୍ଠିତ ହେଲା ସ୍ୱତନ୍ତ୍ର…

ଓଡିଶାର ନିଜର ପ୍ରଥମ ଘରୋଇ ଏଫ.ଏମ୍ ଚ୍ୟାନେଲ ରେଡିଓ ଚକଲେଟ୍ ତରଫରୁ ଆରମ୍ଭ ହୋଇଥିବା ଚକଲେଟ୍ ଅଲରାଉଣ୍ଡର ପ୍ରତିଯୋଗିତାର ଆଜି ଥିଲା ଷଷ୍ଠ ଦିନ । ଷଷ୍ଠ ଦିନରେ ରାଜା ବଗିଚା ସିଟି କଲେଜର ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ନାଚ, ଗୀତ, କମେଡି, ଷ୍ଟୋରି ଟେଲିଙ୍ଗ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ…

ଟ୍ୱିଟରରେ ସଫେଇ ରଖିଲେ ବୈଜୟନ୍ତ ! ମନ୍ଦିର ଉପରେ ଉଡିବା ପ୍ରସଙ୍ଗରେ କଣ କହିଲେ ପୂର୍ବତନ ସାସଂଦ ?

କନକ ବ୍ୟୁରୋ : ବୈଜୟନ୍ତଙ୍କୁ ନେଇ ବିବାଦ ଥମୁନଥିବା ବେଳେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ପୁଲିସ ଡାକରା । ଚିଲିକା ଉପରେ ବେଆଇନ ଭାବେ ହେଲିକପ୍ଟର ଉଡାଇବା ମାମଲାରେ ପୂର୍ବତନ ସାଂସଦଙ୍କ ସହ ୨ ଯାତ୍ରୀଙ୍କୁ ମଧ୍ୟ ନୋଟିସ କରିଛି ପୁରୀ ପୋଲିସ । ଚିଲିକା ଉନ୍ନୟନ…