Daily Archives

September 17, 2018

ସାମ୍ନାକୁ ଆସିଲା ବିଷ୍ଣୁ ଗୌଡ ହତ୍ୟାକାଣ୍ଡର ସତ ! ବିଷ ଇଞ୍ଜେକସନ୍ ଦେଇ ହତ୍ୟା କରିଥିଲେ ଡାକ୍ତର, ଅଭିଯୁକ୍ତ ଦେଖାଇଲେ…

କନକ ବ୍ୟୁରୋ : କିଲର ଡାକ୍ତର ଗିରଫ ହେବା ପରେ ସାମ୍ନାକୁ ଆସିଲା ବ୍ରହ୍ମପୁର ବିଷ୍ଣୁ ଗୌଡ଼ ହତ୍ୟାକାଣ୍ଡର ସାଂଘାତିକ ସତ । ପ୍ରେମ, ପ୍ରଣୟ ପାଇଁ ବିଷ ଇଂଜେକସନ୍ ଦେଇ ହତ୍ୟା କରିଥିଲା ହତ୍ୟାକାରୀ ଡାକ୍ତର ହୃଷିକେଷ ପଣ୍ଡା । ଏହା ପରେ ପୋଲିସକୁ ଚକମା ଦେବା ପାଇଁ କେମିତି ରଚିଥିଲା ଷଡଯନ୍ତ୍ର,…

ଚିଲିକା ଉପରେ ଉଡିଥିବା ଧଳା ହେଲିକପ୍ଟର କାହାର ? ମେରାଇନ ଥାନାରେ ଏତଲା ଦାୟର, ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି…

କନକ ବ୍ୟୁରୋ : ଚିଲିକା ଉପରେ ଉଡିଥିଲା ହେଲିକପ୍ଟର । ବେଆଇନ ଭାବେ ବିପଦଜନକ ଉଚ୍ଚତାରେ ମଣିଷ ଓ ବନ୍ୟପ୍ରାଣୀଙ୍କ ଜୀବନକୁ ବିପଦରେ ପକାଇ ହେଲିକପ୍ଟର ଉଡାଇବା ନେଇ ମେରାଇନ ଥାନାରେ ଅଭିଯୋଗ କରିଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏସିଏଫ ବିନୋଦ ଆଚାର୍ଯ୍ୟ । ଆଜି ଥାନାରେ ମାମଲା ଦାୟର ପରେ…

କଳିଯୁଗର କୁଳାଙ୍ଗାର ପୁଅ : ୭୦ ବର୍ଷୀୟ ମା’କୁ ରାସ୍ତାରେ ଛାଡ଼ି ସ୍ତ୍ରୀ ସହ ବୁଲିବାକୁ ଚାଲିଗଲା ପୁଅ

କୁହାଯାଏ ମା’ ର ମମତା ଠାରୁ ବଳି ଆଉ କିଛି ନାହିଁ । ମା’ ଡାକରେ ପେଟ ପୁରି ଯାଏ । ଏହାକୁ ବୁଝାଇ ହୁଏନି । ବାଖ୍ୟା କରିହୁଏନି । ଖାଲି ଅନୁଭବ କରିହୁଏ । ମା’ ଶବ୍ଦଟି ଆକାଶ ପରି ବ୍ୟାପକ ଆଉ ମାଟି ଠୁ ଅଧିକ ନିବିଡ । ମା’ ର ପଣତ ତଳେ ଥାଏ ସ୍ୱର୍ଗ ସୁଖ । ସନ୍ତାନର ସୁଖ ସୁୁବିଧା ପାଇଁ ମା’…

କେରଳ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ କିନ୍ନରଙ୍କ ନିଆରା ପଦକ୍ଷେପ ! ପଥପ୍ରାନ୍ତ ନାଟକ କରି ଜମା କଲେ ସହାୟତା…

ନିକଟରେ କେରଳରେ ହୋଇଥିବା ବନ୍ୟା ହେତୁ କ୍ଷୟକ୍ଷତି ସହିଥିବା ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଏବେ ହାତ ମିଶାଇଛନ୍ତି କିନ୍ନରମାନେ। ସେମାନେ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ରାସ୍ତାରେ ନାଟକ ପ୍ରଦର୍ଶନ କରି ଟଙ୍କା ସଂଗ୍ରହ କରୁଥିବା ଘଟଣା ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ…

ଆରମ୍ଭ ହେଲା ଛୋଟ ପରଦାର ବିବାଦୀୟ ଶୋ’ ବିଗ୍ ବସ୍ ସିଜିନ୍ ୧୨ : ଦେଖିବାକୁ ମିଳିଲା ‘ସଲମାନ’ଙ୍କ ଜଲୱା

ଆରମ୍ଭ ହୋଇ ଯାଇଛି ଛୋଟପରଦାର କଂଟ୍ରୋଭର୍ସିଆଲ୍ ଶୋ’ ବିଗ୍ ବସ୍ ସିଜିନ୍ ୧୨ । ସୁପରଷ୍ଟାର୍ ସଲମାନ୍ ଖାନ୍ ଏକ ଧମାକେଦାର କାର୍ଯ୍ୟକ୍ରମ ଜରିଆରେ ଆରମ୍ଭ କରିଛନ୍ତି ଏହି ପ୍ରୋଗ୍ରାମ । ସଲମାନଙ୍କ ଡ୍ୟାନ୍ସ ଧମାଲ ସହ ପ୍ରତିଯୋଗୀମାନେ ବିଗ୍ ବସ୍ ଘରେ ପ୍ରବେଶ କରିଛନ୍ତି । ଏହି ପ୍ରତିଯୋଗୀଙ୍କ…

ରାସ୍ତାରୁ ଅଳିଆ ଆବର୍ଜନା ଗୋଟାଉଥିବା ପିଲାମାନଙ୍କୁ ମିଳିବ ଶିକ୍ଷାଗତ ଅଧିକାର ! ସହାୟତାର ହାତ ବଢାଇଲା ବେସରକାରୀ…

ପ୍ରତିଦିନ ବିଭିନ୍ନ ସହରର ରାସ୍ତା କଡ ଓ ଅଳିଆ ଗଦାରୁ ପ୍ଲାଷ୍ଟିକ ଏବଂ ଅଳିଆ ଆବର୍ଜନା ଗୋଟାଉଥିବାର ଅନେକ ଲୋକ ଦେଖିବାକୁ ମିଳିଥାନ୍ତି । ଏଥି ମଧ୍ୟରୁ ଅଧିକାଂଶ ଛୋଟ ପିଲା ପ୍ଲାଷ୍ଟିକ ଗୋଟାଉଥିବାର ଦେଖିବାକୁ ମିଳିଥାଏ । ରାସ୍ତାକଡରୁ ପ୍ଲାଷ୍ଟିକ ଗୋଟାଉଥିବା ଏହି ଛୋଟ ପିଲାମାନେ ସମାଜରେ…