Daily Archives

September 15, 2018

ବିଜେପି ବିରୋଧରେ କଂଗ୍ରେସ ଆଣିଲା ବଡ ଅଭିଯୋଗ ! କହିଲା ୯୦ହଜାର କୋଟି ଟଙ୍କା ଠକିନେଇଥିବା ୨୬ଜଣ ଠକଙ୍କୁ ଫେରାର କରିଛି…

କନକ ବ୍ୟୁରୋ : ବିଜୟ ମାଲ୍ୟାଙ୍କ ଲୁକଆଉଟ୍ ସର୍କ୍ୟୁଲାର ନୋଟିସରେ ବଦଳାଯିବା ସ୍ପଷ୍ଟ ହେବା ପରେ ମୋଦି ସରକାରକୁ କାଠଗଡାରେ ଠିଆ କରିଛି କଂଗ୍ରେସ । ଏସଆଇଟି ଗଠନ କରି ଏହି ମାମଲାର ତଦନ୍ତ କରିବାକୁ ଦାବି କରିବା ସହ ପ୍ରଧାନମନ୍ତ୍ରୀ ଜବାବ ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଏହା ସହିତ…

ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ ମହିଳା ! ମିଳିଲାନି ଆମ୍ବୁଲାନ୍ସ କିମ୍ବା ଷ୍ଟ୍ରେଚର, କାନ୍ଧରେ ବୋହି…

ହାଥରସ ସିଟିର ଏସଓ ଜିଆରପି ସୋନୁ କୁମାରଙ୍କୁ ଶୁକ୍ରବାର ମଥୁରାର ଏକ ଅଦାଲତରେ ପହଞ୍ଚିବାର ଥିଲା। ସେ ଯେମିତି ହିଁ ମଥୁରା କେଣ୍ଟ ଷ୍ଟେସନରେ ଓହ୍ଲାଇଛନ୍ତି ସେଠାରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଉଥିବା ଏକ ଅନ୍ତସତ୍ତ୍ୱା ମହିଳାଙ୍କୁ ଦେଖିବାକୁ ପାଇଥିଲେ। ଯିଏକି ହସ୍ପିଟାଲ ଯିବା ପାଇଁ ସାଧନ…

ଆରମ୍ଭ ହେଲା ସ୍ୱଚ୍ଛତା ହିଁ ସେବା ଆନ୍ଦୋଳନ ! ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ପୁଣି ଝାଡୁ ଧରି ନିଜ ହାତରେ ଅଳିଆ…

କନକ ବ୍ୟୁରୋ : ସ୍ୱଚ୍ଛତା ହିଁ ସେବା ଆନ୍ଦୋଳନର ଶୁଭାରମ୍ଭ କରିବା ସହ ଭାରତବାସୀଙ୍କୁ ସ୍ୱଚ୍ଛତାର ବାର୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜେ ହାତରେ ଝାଡୁ ଧରି ଅଳିଆ ସଫା କରିଛନ୍ତି ମୋଦି । ଦିଲ୍ଲୀର ପାହାଡଗଞ୍ଜରେ ଥିବା ବାବା ସାହେବ ଆମ୍ବେଦକର ସ୍କୁଲରେ ମୋଦି ଝାଡୁ…

ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଓଲିଉଡ ସୁପରଷ୍ଟାର ! ଇନଷ୍ଟାଗ୍ରାମରେ ଫଟୋ ସେୟାର କଲେ ଅନୁଭବ ମହାନ୍ତି , ‘ପ୍ରେମ…

କନକ ବ୍ୟୁରୋ: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଇଂଷ୍ଟାଗ୍ରାମରେ ଏ ନେଇ ଏକ ଫଟୋ ପୋଷ୍ଟ କରିଛନ୍ତି ଅନୁଭବ । ଏହି ଫଟୋରେ ଫିଲ୍ମ ନିର୍ଦ୍ଦେଶକ ତାପସ ସରଘରିଆ ଓ ଅନୁଭବଙ୍କ ସହ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।…

ଦିଲ୍ଲୀ ଏମ୍ସ ପରେ କୋଲକାତାରୁ ଆସିଲା ଯୋଡା ଶିଶୁଙ୍କ ଅସ୍ତ୍ରୋପଚାରର ଚିତ୍ର ! ପରାଙ୍ଗପୁଷ୍ଟ ଶିଶୁଙ୍କ ପେଟ, ହାତ ଓ…

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସ ପରେ କୋଲକାତାରୁ ଆସିଲା ଯୋଡା ଶିଶୁଙ୍କୁ ଅଲଗା କରିବାର ଚିତ୍ର । ପେଟ ଯୋଡି ହୋଇ ରହିଥିବା ଏକ ପରାଙ୍ଗପୁଷ୍ଟ ଶିଶୁକୁ ଅସ୍ତ୍ରୋପଚାର କରିଛନ୍ତି ଓଡିଆ ଡାକ୍ତର । ଶିଶୁ ଶଲ୍ୟ ବିଭାଗର ଡାକ୍ତର ପ୍ରଫୁଲ୍ଲ ମିଶ୍ରଙ୍କ ଉଦ୍ୟମରେ ସଫଳ ହୋଇଛି ଏଭଳି ବିରଳ ଅପରେସନ୍ ।…

ମିରଟରୁ ଅଷ୍ଟ୍ରେଲିଆ ଯିବ ବିଘ୍ନ ବିନାଶକଙ୍କ ପ୍ରତ୍ତିମୂର୍ତ୍ତୀ ! ବିଦେଶରେ ପୂଜା ପାଇବେ ଗଜାନନ ।

ଗଣେଶ ଚତୁର୍ଥି ଅବସରରେ ମେରଟରେ ତିଆରି କରାଯାଉଥିବା ମୂର୍ତ୍ତୀ ଏବେ ସାତ ସମୁଦ୍ରପାର ଯିବା ପାଇଁ ପ୍ରସ୍ତୁତ ହୋଇଛି । ମେରଟର କମ୍ପାନୀ ୨୫ ହଜାର ଗଣେଶ ମୂର୍ତ୍ତୀକୁ ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ଅଷ୍ଟ୍ରେଲିଆ ପଠାଇବ । ଏହି ମୂର୍ତ୍ତୀ ଗୁଡିକ ଆଗକୁ ଆସୁଥିବା ଦ୍ୱୀପାବଳିରେ ବ୍ୟବହାର କରାଯିବ…