Daily Archives

September 14, 2018

ବିଜୁ ଯୁବବାହିନୀକୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ନିରଞ୍ଜନ ! କହିଲେ ସରକାରୀ ଟଙ୍କାରେ ଦଳୀୟ ପ୍ରଚାର ପାଇଁ ଗଠନ ହୋଇଛି…

କନକ ବ୍ୟୁରୋ : ବିଜୁ ଯୁବବାହିନୀକୁ ନେଇ ସାଂଘାତିକ୍ ଅଭିଯୋଗ ଆଣିଲେ ପିସିସି ସଭାପତି । ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଯୁବପୀଢ଼ିକୁ, ଯୁବବାହିନୀ ନାଁରେ ଭ୍ରମିତ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ନିରଞ୍ଜନ ପଟ୍ଟନାୟକ । ସରକାରୀ ଟଙ୍କା ଖର୍ଚ୍ଚ କରି ଦଳୀୟ ପ୍ରଚାର ପାଇଁ ଏହି…

ଆତଙ୍କୀ ହମଲା ଖବରକୁ ନେଇ ଅନୁଭବ ଜାରି କଲେ ଭିଡିଓ । କହିଲେ ପୂରା କାହାଣୀ, ଦେଖନ୍ତୁ ଭିଡିଓ

କନକ ବ୍ୟୁରୋ : ଆତଙ୍କୀ ଆକ୍ରମଣ ଖବରକୁ ନେଇ ଶେଷରେ ମୁହଁ ଖୋଲିଲେ ଓଲିଉଡ ସୁପରଷ୍ଟାର ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି । ଦିଲ୍ଲୀରେ ପହଞ୍ଚିବା ପରେ କାଶ୍ମୀରରେ ତାଙ୍କ ସହ ଘଟିଥିବା ପୂରା ଘଟଣାକୁ ନେଇ ଏକ ଭିଡିଓ ଜାରି କରିଛନ୍ତି ଅନୁଭବ । ଜମ୍ମୁ-କାଶ୍ମୀରରେ ଏକ ଓଡିଆ ଫିଲ୍ମର ସୁଟିଂ…

କବର ଖୋଳି ମୃତ ଶରୀରକୁ ବାହାରକୁ ବାହାର କଲେ ! କହିଲେ ପୁଅକୁ ବଞ୍ଚାଇ ଦେବେ ତାନ୍ତ୍ରୀକ ବାବା ।

ଅନ୍ଧ ବିଶ୍ୱାସର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଏକ ବସ୍ତିରେ । ବସ୍ତିରେ ଜଣେ ବ୍ୟକ୍ତିର ୮ ବର୍ଷର ପୁଅ ଗତ ଏକ ସପ୍ତାହ ତଳେ ମୃତ୍ୟୁବରଣ କରିଥିଲା । ମୃତ୍ୟୁବରଣ କରିବାର ଏକ ସପ୍ତାହ ପରେ ମୃତକର ବାପା ଅନ୍ଧ ବିଶ୍ୱାସରେ ବସବର୍ତ୍ତି ହୋଇ ପୁଅକୁ ବଞ୍ଚାଇବା ଆଶାରେ କବରରୁ…

ପଶୁପକ୍ଷୀଙ୍କ ପ୍ରତି ଅଜବ ଭଲପାଇବା ! ୨୫ ବିଲେଇ, ୨୦ କୁକୁର ଓ ଅନ୍ୟାନ୍ୟ ଜୀବଙ୍କ ପାଇଁ ସ୍ୱାମୀ ଏବଂ ପରିବାରକୁ ଛାଡି…

ପଶୁ ପକ୍ଷୀଙ୍କ ପାଇଁ ସ୍ୱାମୀ ଏବଂ ପିଲାଙ୍କୁ ଛାଡି ଅଲଗା ରହୁଛନ୍ତି ମହିଳା । ଗୋଟିଏ ଘରେ କୁକୁର, ବିଲେଇ, ପାରା ଏବଂ ଅନ୍ୟାନ୍ୟ ଜୀବ ରହୁଥିବାର ଦେଖିଛନ୍ତି କି? କିନ୍ତୁ ଆମେ ଏବେ ଆପଣଙ୍କୁ ଯେଉଁ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ସେ କୁକୁର, ବିଲେଇ ଠାରୁ ଆରମ୍ଭ କରି ଚିଲ ପର୍ଯ୍ୟନ୍ତ…

ଦେଶରୁ କେମିତି ଫେରାର ହେଲେ ଫ୍ରଡମାଷ୍ଟର ବିଜୟ ମାଲ୍ୟା ! ସିବିଆଇ ଆଡକୁ ରାହୁଲଙ୍କ ଇସାରା, କହିଲେ ଫେରାର ହେବାରେ…

କନକ ବ୍ୟୁରୋ : ଫ୍ରଡ ମାଷ୍ଟର ବିଜୟ ମାଲ୍ୟା ଦେଶରୁ ଫେରାର ହେବା ଘଟଣାରେ ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ରାହୁଲ ସିଧା ସିଧା ସିବିଆଇକୁ ଟାର୍ଗେଟ କରିଛନ୍ତି । ୨୦୧୬ ମସିହାରେ ବିଜୟ ମାଲ୍ୟା ଦେଶରୁ ଫେରାର ହେବାରେ ସିବିଆଇ ସହାୟତା…