Daily Archives

September 13, 2018

ଆତଙ୍କବାଦୀଙ୍କୁ ନିସ୍ତାର ନାହିଁ । ଗୋଟିଏ ଦିନରେ ୮ ଆତଙ୍କବାଦୀ ନିପାତ କଲା ସେନା, ଘଟଣା ସମୟର ଭିଡିଓ ଭାଇରାଲ

ଆତଙ୍କବାଦୀଙ୍କୁ ନିସ୍ତାର ନାହିଁ । ଜମ୍ମୁ କଶ୍ମୀରରେ ଗୁରୁବାର ସେନା ପକ୍ଷରୁ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗୋଟିଏ ଦିନରେ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘାଟିର ରିଆସୀ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ର ୩ ଜଣ…

କାହିଁକି କଠୋର ହେଲେ ନବୀନ ? ସୁପ୍ରିମୋ କହିଲେ, ସୀମା ଟପି ଯାଇଥିଲେ ଦାମ

କନକ ବ୍ୟୁରୋ : ଦିଲ୍ଲୀରୁ ଭୁବନେଶ୍ୱର ଦାମଙ୍କ ବହିଷ୍କାରକୁ ଯଥାର୍ଥ କହିଲେ ନବୀନ । ଦାମ ଦଳବିରୋଧୀ କାମ କରୁଥିଲେ ଓ ମନ୍ତବ୍ୟ ଦେଉଥିବାରୁ କାର୍ଯ୍ୟାନୁଷ୍ଠାନ ନେଲେ ବୋଲି ନବୀନ କହିଛନ୍ତି । ଏପଟେ ସୁତାଖିଅରେ ଝୁଲୁଛି ଦାମଙ୍କ ପରିବାରର ରାଜନୈତିକ ଭବିଷ୍ୟତ । ବିଜେଡିରେ ରହି ବିରୋଧୀଙ୍କୁ…

ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ! ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି, ବିଭିନ୍ନ ସ୍ଥାନରେ ବସିଲା ତିହାରି…

କନକ ବ୍ୟୁରୋ : ଆସନ୍ତାକାଲି ନୂଆଁଖାଇ । ଚଳଚଂଚଳ ହୋଇ ଉଠିଲାଣି ପଶ୍ଚିମ ଓଡିଶା । ସହରରୁ ଗାଁ ଗଣ୍ଡା ପର୍ଯ୍ୟନ୍ତ ସବୁଆଡେ ନୂଆଁଖାଇର ମାହୋଲ । ରାଜ୍ୟ ବାହାରେ ରହୁଥିବା ଲୋକେ ମଧ୍ୟ ନୂଆଁଖାଇ ପାଳିବାକୁ ଘରକୁ ଫେରିଲେଣି । ସମ୍ବଲପୁରରେ ମା ସମଲେଶ୍ୱରୀଙ୍କ ପାଖରେ ଆସନ୍ତାକାଲି ନବାନ୍ନ ଲାଗି…

ଖୋଲୁଛି ବ୍ରହ୍ମପୁର ବ୍ୟାଙ୍କ ଏଜେଣ୍ଟ ହତ୍ୟାକାଣ୍ଡର ଗୁମର! ସର୍ଜିକାଲ ଛୁରିରେ ମୃତକଙ୍କ ଶରୀରକୁ ଟିକିଟିକି କରି କାଟି…

କନକ ବ୍ୟୁରୋ : ବ୍ରହ୍ମପୁର ବ୍ୟାଙ୍କ୍ ଏଜେଣ୍ଟ ବିଷ୍ଣୁ ଗୌଡ଼ଙ୍କ ହତ୍ୟାକାଣ୍ଡର ତଦନ୍ତ ଯେତିକି ଆଗଉଛି, ସେତିକି ଚାଂଚଲ୍ୟକର ଖବର ପହଁଚୁଛି । ଗୋଟିଏ ପଟେ ନର୍ସଙ୍କ ସହ ପରକୀୟା ପ୍ରୀତିରେ ମାତି ଡାକ୍ତର ହତ୍ୟାକାରୀ ପାଲଟିଥିବା ନେଇ ଆସୁଥିବା ନେଇ ଯେତିକି ବିଚଳିତ କରୁଛି, ଅନ୍ୟପଟେ ଜଣେ ଡାକ୍ତର…

ରାଜନୀତିରେ ନିଆଁ ଲଗାଇଲା ମାଲ୍ୟାଙ୍କ ବୟାନ ! ଅର୍ଥମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ରାହୁଲ, କହିଲେ, ବୁଝାମଣା ଭିତରେ…

କନକ ବ୍ୟୁରୋ : ବିଜୟ ମାଲ୍ୟା ଏପରି ବୋମା ପକାଇଛନ୍ତି, ଦେଶର ରାଜନୀତିରେ ସୃଷ୍ଟି ହୋଇଛି ଝଡ଼ । ଦେଶରୁ ଫେରାର ହୋଇଯିବା ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଭେଟିଥିବା ନେଇ ଫ୍ରଡ ମାଷ୍ଟର ବିଜୟ ମାଲ୍ୟା ବୟାନ ଦେବା ପରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ୍…

ନବୀନ କଷ୍ଟ ଦେଲେ, ବୈଜୟନ୍ତ ମଲମ ଲଗାଇଲେ ! ଦାମ-ବୈଜୟନ୍ତ ଭେଟଘାଟକୁ ନେଇ ଜୋର ଧରିଲା ଚର୍ଚ୍ଚା, ରାଜ୍ୟରେ ଗଠନ ହେବ କି…

କନକ ବ୍ୟୁରୋ : ରାତିରେ ବିଜେଡିରୁ ବହିଷ୍କୃତ ହେଲେ ଡାକ୍ତର ଦାମୋଦର ରାଉତ ଆଉ ସକାଳୁ ଘରେ ପହଂଚିଥିଲେ ବୈଜୟନ୍ତ ପଣ୍ଡା । ରାଜନୈତିକ ସମୀକରଣର ଚର୍ଚ୍ଚାକୁ ଖୋରାକ ମିଳିଲା, ଯେତେବେଳେ ପଦକ୍ଷେପକୁ ବିରୋଧ କରି ବୟାନ ରଖିଲେ ବୈଜୟନ୍ତ । ପ୍ରତିକ୍ରିୟା ସ୍ୱାଭାବିକ, ଶତ୍ରୁର ଶତ୍ରୁ ମିତ୍ର…