Daily Archives

September 13, 2018

ରାଜଧାନୀରେ ଗର୍ଜିଲା ବନ୍ଧୁକ । ଢାବା କର୍ମଚାରୀ ଆହତ, ପୋଲିସ ପାଇଁ ସୃଷ୍ଟି କଲା ଚ୍ୟାଲେଞ୍ଜ

କନକ ବ୍ୟୁରୋ : ଗଣେଶ ପୂଜାକୁ ନେଇ ରାଜଧାନୀ ଉତ୍ସବମୁଖର ଥିବା ବେଳେ ଆଜି ଭୁବନେଶ୍ୱରରେ ପୁଣି ଫୁଟିଛି ଗୁଳି। ଏଥିରେ ଜଣେ ଢ଼ାବା କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣାଟି ଘଟିଛି କଳିଙ୍ଗ ଷ୍ଟୁଡିଓ ନିକଟରେ। ଖବର ପାଇଁ ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତ…

କନ୍ୟାର ହାତ ଛାଡି ପୁରୁଷ ବନ୍ଧୁର ହାତ ଧରି ଫେରାର ହୋଇଗଲା ବର ! ଜାଣନ୍ତୁ କେଉଁଠୁ ଆସିଲା ଏଭଳି ଖବର

ହରିୟାଣାର ଯମୁନାନଗରରେ ବିବାହର ଠିକ୍ ପୂର୍ବରୁ ବର ଫେରାର ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟ ଜଣଙ୍କ ସହ ପ୍ରେମ ସଂପର୍କ ଏହାର କାରଣ ବୋଲି ଜଣାପଡ଼ିଥିବା ବେଳେ ବରର ପ୍ରେମିକା ଜଣେ ପୁରୁଷ ବୋଲି ଜଣା ପଡ଼ିବା ପରେ କନ୍ୟାପକ୍ଷ ଲୋକଙ୍କୁ ଶକ୍ତ ଧକ୍କା ଲାଗିଛି । ବରକୁ ୨୫ବର୍ଷ…

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ‘ABVP’ର ବାଜିମାତ । ଗୋଟିଏ ସିଟରେ ସନ୍ତୁଷ୍ଟ ହେଲା…

କନକ ବ୍ୟୁରୋ : ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବାଜିମାତ୍ । ଏହି ନିର୍ବାଚନରେ ଏବିଭିପି ୩ଟି ପଦରେ ଜିତି ଥିବା ବେଳେ ଗୋଟିଏ ସିଟରେ ସନ୍ତୁଷ୍ଟ ହୋଇଛି ଏନଏସୟୁଆଇ । ତେବେ ବାମଦଳ ଓ ଆପର ଛାତ୍ର ସଙ୍ଗଠନ ଗୁଡିକ ମିଳିତ ଭାବେ ନିର୍ବାଚନ…

ତୃତୀୟ ଦିନରେ ‘ଚକଲେଟ୍ ଅଲରାଉଣ୍ଡର’ ପ୍ରତିଯୋଗିତା ! ରେଡିଓ ଚକଲେଟକୁ ମିଳିଲା ଆଉ ତିନି ଜଣ ଫାଇନାଲିଷ୍ଟ ।

ଓଡିଶାର ନିଜର ପ୍ରଥମ ଘରୋଇ ଏଫ.ଏମ୍ ଚ୍ୟାନେଲ ରେଡିଓ ଚକଲେଟ୍ ତରଫରୁ ଆରମ୍ଭ ହୋଇଥିବା ଚକଲେଟ୍ ଅଲରାଉଣ୍ଡର ପ୍ରତିଯୋଗିତାର ଆଜି ଥିଲା ତୃତୀୟ ଦିନ । ତୃତୀୟ ଦିନରେ ଗୀତା ଇଞ୍ଜିନିୟରିଂ କଲେଜର ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ନାଚ, ଗୀତ, କମେଡି, ଷ୍ଟୋରି ଟେଲିଙ୍ଗ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ…

ଭାରତ ପାଇଁ ସୁରକ୍ଷା କବଚ ପାଲଟିବ ‘ସ୍ମାର୍ଟବାଡ’ ! ଆତଙ୍କବାଦୀ କିମ୍ବା ଅନୁପ୍ରବେଶକାରୀ ଭାରତୀୟ ସୀମା…

ପାକିସ୍ତାନ ଓ ବାଂଲାଦେଶକୁ ଲାଗିଥିବା ଭାରତୀୟ ସୀମାରେ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଛି ସ୍ମାର୍ଟ ବାଡ । ଏହା ନିକଟକୁ ଅନୁପ୍ରବେଶକାରୀ ଆସିବା ମାତ୍ରେ ତାହା ବିଏସଏଫର କଣ୍ଟ୍ରୋଲ ରୁମକୁ ଖବର ଦେଇଦେବ । ଆସନ୍ତା ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏହି ପ୍ରକଳ୍ପକୁ ଉଦଘାଟନ…