Daily Archives

September 12, 2018

ସିରିଏଲରେ ହିରୋଇନଙ୍କ ହାତରେ ସାପକୁ ନେଇ ଆରମ୍ଭ ହେଲା ବିବାଦ! ପଶୁ କଲ୍ୟାଣ ବୋର୍ଡକୁ ଚିଠି ଲେଖିଲେ ସ୍ନେକ ହେଲପ୍…

କନକ ବ୍ୟୁରୋ : ସିରିଏଲ୍ ହିରୋଇନଙ୍କ ହାତରେ ସାପ । ପ୍ଲାଷ୍ଟିକ୍ କିମ୍ବା ଖେଳନାର ସାପ ନୁହେଁ, ବରଂ ସତ ସତିକା ନାଗ ସାପ । ଜୀ-ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ତୋ ପାଇଁ ମୁଁ’ ଧାରାବାହିକରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଯାହାକୁ ନେଇ ଉଠିଛି ଆପତି । ଏହି ଦୃଶ୍ୟକୁ ନେଇ…

ଦ୍ୱିତୀୟ ଦିନରେ ଚକଲେଟ ଅଲରାଉଣ୍ଡର ! ରେଡିଓ ଚକଲେଟକୁ ମିଳିଲା ଆଉ ୩ ଜଣ ଫାଇନାଲିଷ୍ଟ ।

ଓଡିଶାର ନିଜର ପ୍ରଥମ ଘରୋଇ ଏଫ.ଏମ୍ ଚ୍ୟାନେଲ ରେଡିଓ ଚକଲେଟ୍ ତରଫରୁ ଆରମ୍ଭ ହୋଇଥିବା ଚକଲେଟ୍ ଅଲରାଉଣ୍ଡର ପ୍ରତିଯୋଗୀତାର ଆଜି ଥିବା ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ଜୁପିଟର ଡିଗ୍ରୀ କଲେଜର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ନାଚ, ଗୀତ, କମେଡି, ଷ୍ଟୋରି ଟେଲିଙ୍ଗ ଆଦି ପ୍ରତିଭା ସହ ଅଂଶ ଗ୍ରହଣ…

ବିଜେଡିରୁ ବହିଷ୍କୃତ ହେଲେ ଦାମ ! ନବୀନଙ୍କ ନିର୍ଦ୍ଦେଶ ପରେ ଦଳରୁ ବିଦା ହେଲେ ଦାମ

କନକ ବ୍ୟୁରୋ : ବିଜେଡିରୁ ବିଦା ହେଲେ ଦାମୋଦର ରାଉତ । ଗତ କିଛି ଦିନ ଧରି ଦାମ ରାଉତଙ୍କୁ ଦଳରୁ ବହିଷ୍କୃତ କରାଯିବ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ବରିଷ୍ଠ ବିଜେଡି ନେତା ତଥା ପାରାଦ୍ୱୀପ ବିଧାୟକ ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରାଯାଇଛି । ବିଜେଡି…

୨୪ ଘଣ୍ଟାରେ ନରମି ଗଲା ଦାମୋଦର ରାଉତଙ୍କ ସ୍ୱର! କହିଲେ ନବୀନ ଭଲ ଲୋକ

କନକ ବ୍ୟୁରୋ : ବିଭିନ୍ନ ପ୍ରସଙ୍ଗରେ ବିଜେଡିକୁ ଅଡୁଆରେ ପକାଉଥିବା ଦାମୋଦର ରାଉତ ଶେଷରେ ନରମିଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭଲ ଲୋକ କହି ପ୍ରଶଂସା କରିଛନ୍ତି । ଏହା ସହିତ ସଫେଇ ଦେଇ କହିଛନ୍ତି ସେ ନବୀନଙ୍କ ବିରୋଧରେ ପଦୁଟିଏ କହିନାହାନ୍ତି । ବରଂ…

ଦିଲ୍ଲୀରେ ନିବେଶକଙ୍କ ପାଇଁ ରେଡ କାର୍ପେଟ ବିଛାଇଲେ ଓଡିଶା ସରକାର । ନବୀନ କହିଲେ, ପୂର୍ବ ଭାରତରେ ମାନୁଫେକଚରିଂ ହବ୍…

କନକ ବ୍ୟୁରୋ : ନିବେଶକଙ୍କ ପାଇଁ ରେଡ୍ କାର୍ପେଟ୍ ବିଛାଇଲା ଓଡ଼ିଶା । ମେକ୍ ଇନ୍ ଓଡ଼ିଶା ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ପୂର୍ବରୁ ଆଜି ଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଇନଭେଷ୍ଟର ମିଟ୍ । ଏହି ସମ୍ମିଳନୀରେ ଓଡ଼ିଶାରେ ନିବେଶ ପାଇଁ ଥିବା ସୁଯୋଗ ଓ ସମ୍ଭାବନା ନେଇ ବିସ୍ତୃତ ବିବରଣୀ ରଖିିଛନ୍ତି…

ନର୍ସଙ୍କ ପ୍ରେମରେ ପାଗଳ ହୋଇ ହତ୍ୟାକାରୀ ସାଜିଲେ ଡାକ୍ତର! ନର୍ସଙ୍କ ପ୍ରେମିକଙ୍କୁ ହତ୍ୟା କରି ଅଳିଆଗଦାରେ ପୋତିଲେ, ୨୫…

କନକ ବ୍ୟୁରୋ : ଜୀବନ ବଞ୍ଚାଉଥିବା ଡାକ୍ତର ଯେ ଜୀବନ ନେଇପାରନ୍ତି, ଏକଥା ହୁଏତ ବିଶ୍ୱାସ କରିବା କଷ୍ଟକର ହୋଇପାରେ । ହେଲେ ଏଭଳି ଏକ ଚାଞ୍ଚଲ୍ୟକର ଖବର ଆସିଛି ବ୍ରହ୍ମପୁରରୁ । ଗୋଟିଏ ଅଳିଆ ଗଦାକୁ ଖୋଳି ବ୍ୟାଙ୍କ ଏଜେଂଟ ବିଷ୍ଣୁ ଗୌଡ଼ାଙ୍କ ମୃତଦେହ ଉଦ୍ଧାର କରିବା ପରେ ସାଂଘାତିକ ହତ୍ୟାକାଣ୍ଡର…