Daily Archives

September 11, 2018

କମୁନି ତେଲ ତାତି ! ମହାରାଷ୍ଟ୍ର ପରଭାଣିରେ ସର୍ବାଧିକ ୯୦ଟଙ୍କା ଟପିଲା ପେଟ୍ରୋଲ ଦର, ୧୫ଦିନ ହେଲା ଲଗାତର ବଢିଚାଲିଛି…

କନକ ବ୍ୟୁରୋ : ମହାରାଷ୍ଟ୍ର ପରଭାଣୀରେ ୯୦ଟଙ୍କା ୧୧ପଇସା ହୋଇଛି ପେଟ୍ରୋଲ ଲିଟର ପିଛା ଦର । ଏହା ହେଉଛି ଦେଶରେ ସର୍ବାଧିକ । ସେପଟେ ପେଟ୍ରୋଲିୟମ ମନ୍ତ୍ରାଳୟ ସ୍ଥାପନ କରୁଥିବା ଇଥେନଲ ଫ୍ୟାକ୍ଟ୍ରି ତୈଳ ଦର କମାଇବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଅପରପକ୍ଷରେ ତୈଳ ଦର…

ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଲୁଟ୍ : ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ, ଶୈଳଶ୍ରୀ ବିହାରରୁ କାର,…

କନକ ବ୍ୟୁରୋ : ଘର ଲୋକେ ଟଙ୍କା ସୁନା ରଖିଥିଲେ ଝିଅ ବାହାଘର ପାଇଁ । କିନ୍ତୁ ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ । ଏହି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀ ବିହାର ଅଂଚଳରେ । ୧୦ ଭରି ସୁନା ଅଳଙ୍କାର ସହ ବହୁ ମୁଲ୍ୟବାନ ସାମଗ୍ରୀ ଲୁଟ କରିଛନ୍ତି…

ଅନୁଗୁଳ ବଅଁରପାଳ ରାଜରାସ୍ତାରେ ବସିଲା ପ୍ରଜାକୋର୍ଟ : ବାଇକ କଟ୍ ମାରିବାରୁ ଉତକ୍ଷିପ୍ତ ହେଲେ ସାଂସଦଙ୍କ ପ୍ରତିନିଧି, ୨…

କନକ ବ୍ୟୁରୋ : ରାଜରାସ୍ତାରେ ବସିଲା ପ୍ରଜାକୋର୍ଟ । ଆଉ ଦଣ୍ଡବିଧାନ ହେଲା , ଦଣ୍ଡ ବି ଦିଆଗଲା । ଏପରି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବଅଁରପାଳରେ । ବାଇକଟରେ କଟ ମାରିବାକୁ କେନ୍ଦ୍ରକରି ଜଣେ ରାଜନେତା, ୨ଜଣ ବ୍ୟକ୍ତିଙ୍କୁ ଆଣ୍ଠେଇ ମାଡ ମାରିବା ସହ ଗାଳିଗୁଲଜ କରିଛନ୍ତି । ଆଉ ଏପରି…

ଆରମ୍ଭ ହେଲା ରେଡିଓ ଚକଲେଟର ଅଲରାଉଣ୍ଡର ପ୍ରତିଯୋଗୀତା ।

ଓଡ଼ିଶାର ନମ୍ବର-୧ ଏଫ୍.ଏମ୍. ରେଡିଓ ଚକଲେଟ୍ କଲେଜ ଛାତ୍ରଛାତ୍ରୀ ମାନଙ୍କ ବିବିଧ ପ୍ରତିଭାର ପରିପ୍ରକାଶ ପାଇଁ ଚକଲେଟ୍ ଅଲରାଉଣ୍ଡର ନାମକ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଆଜି ଖୋର୍ଦ୍ଧାର ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଏହି ପ୍ରତିଯୋଗୀତା ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ରେଡିଓ…

ପୋଲିସ ସହ ଟିଟୋର ସମ୍ପର୍କ ନେଇ ନୂଆ ଖୁଲାସା ! ସୁଧ ଲଗାଇ କଳା ଟଙ୍କାକୁ ଧଳା କରୁଥିଲା ଟିଟୋର ଡାହାଣ ହାତ ଦୀପ୍ତି,…

କନକ ବ୍ୟୁରୋ : ପୋଲିସ ଓ ଗ୍ୟାଙ୍ଗଷ୍ଟର ଟିଟୋ ମଧ୍ୟରେ ଥିଲା ସମ୍ପର୍କ । ଜଣେ ପୋଲିସ ଅଫିସରଙ୍କ ସହ ମିଶି କିପରି ଗୋଆରେ ମଉଜ କରୁଥିଲେ ଏବେ ତାର ପର୍ଦ୍ଦାଫାଶ ହୋଇଛି । ଏହା ମଧ୍ୟ ସ୍ପଷ୍ଟ ହେଉଛି, କିପରି ପୋଲିସ ଅଫିସରଙ୍କ ସହ ମିଶି କେନ୍ଦ୍ରାପଡାରେ ତାର କଳାସାମ୍ରାଜ୍ୟ ବିସ୍ତାର କରିଥିଲା…

ସାଙ୍ଗ ସାଥୀଙ୍କ ସହ ହ୍ୱାଟ୍ସଆପରେ ଖେଳୁଥିଲା ‘ରୁସି ରୁଲେ’ । ନିଜକୁ ମାରିଲା ଗୁଳି, ତା’ପରେ… ଗେମ୍ ଓଭର୍

ମଧ୍ୟପ୍ରଦେଶର ଗ୍ୱାଲିୟରରେ ଜଣେ ୨୧ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କର ମୃତ୍ୟୁ ନିଜ ପିତାଙ୍କ ଲାଇସେନ୍ସ ପ୍ରାପ୍ତ ରିଭଲଭରରୁ ବାହାରିଥିବା ଗୁଳିରୁ ହୋଇଛି । ପୁଲିସ ସୂତ୍ରରୁ ଜଣାପଡିଛି କି ଯୁବତୀ ଜଣକ ନିଜ ସାଙ୍ଗମାନଙ୍କ ସହିତ ହ୍ୱାଟ୍ସଆପ୍ ଭିଡିଓ ଚ୍ୟାଟରେ ଘାତକ ଅନଲାଇନ୍…