Daily Archives

September 10, 2018

ପୁରୀକୁ ବସ୍ ବନ୍ଦ । ଜାଣନ୍ତୁ କଣ ରହିଛି ଏହା ପଛର କାରଣ

କନକ ବ୍ୟୁରୋ : ପୁରୀ ବସ ମାଲିକ ସଂଘ ଏବଂ ଭୁବନେଶ୍ୱର ବସ ମାଲିକ ସଂଘ ମଧ୍ୟରେ ତେଜିଲା ବିବାଦ । ଆସନ୍ତାକାଲି ପୁରୀ ମାଲିକଙ୍କ ବସ ଅଟକାଇବ ଭୁବନେଶ୍ୱର ମାଲିକ ସଂଘ । ପୁରୀ-କଟକ ରୁଟରେ ଆସୁଥିବା ସମସ୍ତ ବସକୁ ଅଟକାଇବାକୁ ନିଷ୍ପତି ହୋଇଛି । ଭୁବନେଶ୍ୱର ମାଲିକ ସଂଘ ପକ୍ଷରୁ ଏହି ସୂଚନା…

ବ୍ୟାଟିଂରେ କୋହଲି ଶ୍ରେଷ୍ଠ, ହେଲେ ରିଭ୍ୟୁ ନେବାରେ ସବୁଠୁ ଖରାପ ! ଚର୍ଚ୍ଚାରେ ବିରାଟଙ୍କୁ ନେଇ ମାଇକେଲ ଭନଙ୍କ ଟ୍ୱିଟ୍…

କନକ ବ୍ୟୁରୋ : ବ୍ୟାଟିଂରେ ହିରୋ, ରିଭ୍ୟୁରେ ଜିରୋ । ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲିଙ୍କ ରିଭ୍ୟୁ ନେବା ନେଇ ଏକଥା କହିଛନ୍ତି ଇଂଲଣ୍ଡର ପୂର୍ବତନ କ୍ରିକେଟ୍ କ୍ୟାପଟେନ୍ ମାଇକେଲ୍ ଭନ୍ । ସେ ନିଜ ଟୁଇଟର ଜରିଆରେ ଏକଥା ଲେଖିଛନ୍ତି । ପଂଚମ ତଥା ଅନ୍ତିମ ଟେଷ୍ଟରେ କୋହଲିଂକ ୨ଟି…

ଚିଲିକାରେ ଉଡିବନି ସି-ପ୍ଲେନ । ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଲା ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ

କନକ ବ୍ୟୁରୋ : ଚିଲିକାରେ ଉଡିବନି ସି-ପ୍ଲେନ । ଏନେଇ ଯେଉଁ ପ୍ରସ୍ତାବ ଆସିଥିଲା ତାହାକୁ ପ୍ରତ୍ୟାହାର କରିଛି ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ । ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛି ଏଏଆଇ । ଆଉ ଏଏଆଇର ଏହି ନିଷ୍ପତି ସହ ଚିଲିକାରେ ହେବାକୁ ଥିବା ସି-ଏରୋଡ୍ରମ ପ୍ରସ୍ତାବରେ…

ଟଙ୍କା ଖସୁଛି, ଡଲାର ବଢ଼ୁଛି ! ଡଲାର ତୁଳନାରେ ସର୍ବକାଳୀନ ନିମ୍ନସ୍ତରକୁ ଖସିଲା ଭାରତୀୟ ମୁଦ୍ରା, ଆହୁରି ମହଙ୍ଗା ହେବ…

କନକ ବ୍ୟୁରୋ : ପୁଣି ଖସିଲା ଟଙ୍କାର ମୂଲ୍ୟ । ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟରେ ହ୍ରାସ ଘଟିଛି । ସର୍ବନିମ୍ନ ସ୍ତରକୁ ଖସିଆସିଛି ଭାରତୀୟ ମୁଦ୍ରାର ମୂଲ୍ୟ । ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୨ ଟଙ୍କାକୁ ଖସି ଆସିଛି । ଫଳରେ ଏବେ ବିନିମୟ…

ଗଡିଲାନି ଗାଡି, ଚାଲିଲାନି ରେଳ ! ଅଖ ଜାମ୍, ଚକ ବି ଜାମ୍, ଦିଲ୍ଲୀରୁ ଓଡ଼ିଶା ସବୁଠି ଭାରତ ବନ୍ଦର ପ୍ରଭାବ ।

କନକ ବ୍ୟୁରୋ : କଂଗ୍ରେସର ଭାରତ ବନ୍ଦର ପ୍ରଭାବ ସମଗ୍ର ଦେଶ ଏବଂ ରାଜ୍ୟରେ ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳାର ସହ ବନ୍ଦ ପାଳନ ହୋଇଥିବା ବେଳେ କେତେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ସାରା ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିଥିଲା । ଦୋକାନ ବଜାର ଏବଂ ସରକାରୀ, ବେସରକାରୀ…