Daily Archives

September 9, 2018

ସରକାରଙ୍କ ସହଯୋଗରେ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି କରୁଛନ୍ତି ଧୂପକାଠି : ଭଲ ଆୟ କରିବା ସହ ଘର ଚଳାଇବାକୁ ସକ୍ଷମ ହେଲେ…

କନକ ବ୍ୟୁରୋ : ଦିନଥିଲା ପରିବାରର ଭରଣପୋଷଣ ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡୁଥିଲା । କିନ୍ତୁ ନିଜେ ସ୍ୱାବଲମ୍ବୀ ହେବା ସହ ଏବେ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିଛନ୍ତି କିଛି ମହିଳା । ସେମାନେ ଗଢିଛନ୍ତି ଜୟ ଦୁର୍ଗା ମହିଳା ସମିତି ଆଉ ଅନ୍ୟଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ପୁରୀ…

ସତ ହେବ ଫୋଲ୍ଡେବଲ୍ ସ୍ମାର୍ଟଫୋନ ଧରିବାର ସ୍ୱପ୍ନ ! ସାମସଙ୍ଗ୍ ଆଣିବ ନୂଆ ସ୍ମାର୍ଟଫୋନ, ନଭେମ୍ବର ମାସରେ ହୋଇପାରେ…

କନକ ବ୍ୟୁରୋ : ଖୁବ୍ ଶୀଘ୍ର ଗ୍ରାହକଙ୍କୁ ମିଳିବ ଫୋଲଡିଂ ସ୍ମାର୍ଟଫୋନ ଧରିବାର ମଜା । ହୁଏତ ଏହି ମଜା ଗ୍ରାହକ ଚଳିତ ବର୍ଷ ହିଁ ନେଇପାରନ୍ତି । ସ୍ଲାଇଡିଂ ଫୋନ୍, ମିନି ଫୋନ ପରେ ଡୁଆଲ ସ୍କ୍ରିନ୍ ଫୋଲଡିଂ ଫୋନର ସ୍ୱପ୍ନ ଖୁବ୍ ଶୀଘ୍ର ସତ ହେବାକୁ ଯାଉଛି । ସାଉଥ୍ କୋରିଆର ସ୍ମାର୍ଟଫୋନ୍…

ରୋଜଗାରର ମାଧ୍ୟମ ପାଲଟିଛି କାଗଜ ଠୁଙ୍ଗା ବ୍ୟବସାୟ : ପ୍ଲାଷ୍ଟିକ୍ ବ୍ୟାନ୍ ହେବା ଖବର ପରେ ବଢିଲା ବିକ୍ରି,ସ୍ୱାବଲମ୍ବୀ…

କନକ ବ୍ୟୁରୋ : ଆସନ୍ତା ଅକ୍ଟୋବର ୨ତାରିଖରୁ ବନ୍ଦ ହେବ ପ୍ଲାଷ୍ଟିକର ବ୍ୟବହାର । ଏଭଳି ସମୟରେ ବ୍ୟବସାୟର ମାଧ୍ୟମ ପାଲଟିଛି କାଗଜ ଠୁଙ୍ଗା । ସମ୍ବଲପୁରର ଷ୍ଟେସନପଡା ଅଂଚଳରେ ରହୁଥିବା ୧୫ରୁ ଅଧିକ ପରିବାରର ମହିଳା ଏହି ପେପର୍ ଦ୍ୱାରା ନିର୍ମିତ ଠୁଙ୍ଗା ବ୍ୟବସାୟ କରି ଆତ୍ମନିର୍ଭରଶୀଳ…

ଆସନ୍ତାକାଲି ଭାରତ ବନ୍ଦ ! ଛୁଟି ରହିବ ସ୍କୁଲ, ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଂଚିବାକୁ କର୍ମଚାରୀଙ୍କୁ…

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଜେପି ସରକାର ବିରୋଧରେ କଂଗ୍ରେସର ଭାରତ ବନ୍ଦ ଡାକରା । ଆସନ୍ତା କାଲି ଓଡିଶାରେ ମଧ୍ୟ ବଡ ଧରଣର ପ୍ରଭାବ ପକାଇବାର ସମ୍ଭାବନା ରହିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରିବାକୁ ଯାଉଥିବା କଂଗ୍ରେସ କର୍ମୀ ମୂଖ୍ୟ ଛକ, ରାଜରାସ୍ତା, ଓ…

ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ନିଷ୍ପତି ନେଲା ତାମିଲନାଡୁ କ୍ୟାବିନେଟ୍ ! ୨୭ ବର୍ଷ ଧରି ଜେଲରେ…

କନକ ବ୍ୟୁରୋ : ଖୁବଶୀଘ୍ର ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମସ୍ତ ୭ ଜଣ ହତ୍ୟାକାରୀ । ସମସ୍ତଙ୍କୁ ମୁକ୍ତ କରିବା ପାଇଁ ପ୍ରସ୍ତାବ ଦେବାକୁ ତାମିଲନାଡୁ କ୍ୟାବିନେଟ ନିଷ୍ପତି ନେଇଛି । ସମ୍ବିଧାନର ଧାରା ୧୬୧ ଅନୁଯାୟୀ ଏ ସମ୍ପର୍କିତ ପ୍ରସ୍ତାବ ରାଜ୍ୟପାଳଙ୍କ…