Daily Archives

September 9, 2018

ଏଣିକି ପରିବେଶକୁ ଅପରିଷ୍କାର କରିବା ପଡିବ ମହଙ୍ଗା ! ଗଣିବାକୁ ପଡିବ ଫାଇନ୍, ଜାଣନ୍ତୁ କେଉଁ କାମ ପାଇଁ ରହିଛି କେତେ…

ମହାରାଷ୍ଟ୍ରର ସଡ଼କକୁ ସଫା ରଖିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ଅନେକ ଆଇନ୍ କରିବା ପରେ ମଧ୍ୟ ପରିବେଶକୁ ସୁରକ୍ଷିତ ଏବଂ ପରିଷ୍କାର ରଖା ଯାଇ ପାରୁ ନଥିବାରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ ଏକ ସମାଧାନର ବାଟ ବାହାର କରିଛନ୍ତି । ଯେଉଁମାନେ…

ରାଜସ୍ଥାନରେ ପେଟ୍ରୋଲ ଉପରେ କମିଲା ୪ ପ୍ରତିଶତ ଭ୍ୟାଟ୍ । ଶସ୍ତାରେ ମିଳିବ ତେଲ ! ଓଡିଶାରେ ସରକାର କମାଇବେ କି ଭ୍ୟାଟ୍,…

ଦେଶରେ ପ୍ରତିଦନ ତେଲ ଦର ବଢୁଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରୁଛି । ତେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ବାରମ୍ବାର ଟାର୍ଗେଟ କରୁଥିବା ବେଳେ ଆସନ୍ତାକାଲି କଂଗ୍ରେସ ସାରା ଦେଶରେ ବନ୍ଦ ପାଳନ କରିବ । ତେବେ ଇତି ମଧ୍ୟରେ ଏକ ଖବର ସାରା ଦେଶର ରାଜନୀତିକୁ ଜୋର କରିଛି ।…

ଭାରତ ବନ୍ଦ ପାଇଁ କଂଗ୍ରେସ ଜାରି କଲା ହେଲ୍ପ ଲାଇନ୍ ନମ୍ବର ! ଅସୁବିଧାରେ ପଡିଲେ ଏହି ନମ୍ବରରେ ଫୋନ କରନ୍ତୁ, କଂଗ୍ରେସ…

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଜେପି ସରକାର ବିରୋଧରେ କଂଗ୍ରେସର ଭାରତ ବନ୍ଦ ଡାକରା । ଆସନ୍ତା କାଲି ଓଡିଶାରେ ମଧ୍ୟ ଏହାର ବଡ ଧରଣର ପ୍ରଭାବ ପଡିବାର ସମ୍ଭାବନା ରହିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରିବାକୁ ଯାଉଥିବା କଂଗ୍ରେସ କର୍ମୀ ମୁଖ୍ୟ ଛକ,…

କମିଶନରେଟ ପୁଲିସ ଜାରି କରିଥିବା ଆଡଭାଇଜରିକୁ ଅଣଦେଖା : ଚାନ୍ଦା ନଦେବାରୁ ଦୋକାନୀଙ୍କୁ ନିସ୍ତୁକ ମାଡ, ସିସିଟିଭିରେ…

କନକ ବ୍ୟୁରୋ : ଚାନ୍ଦା ନଦେବାରୁ ଦୋକାନ ମାଲିକଙ୍କୁ ନିସ୍ତୁକ ମାଡ । ଘଟଣା ଘଟିଛି ବାଲିଅନ୍ତା ଅଂଚଳରେ ଥିବା ଏକ ଦୋକାନରେ । ଦୋକାନ ମାଲିକ ଚାନ୍ଦା ନଦେବାରୁ କିଛି ଯୁବକ ଏହି କାଣ୍ଡ ଭିଆଇଛନ୍ତି । ମାମଲା ଏବେ ଥାନାରେ ପହଂଚିଛି । ସିସିଟିଭି ଫୁଟେଜ ଜବତ କରି ଘଟଣାର ଖୋଳତାଡ କରୁଛି ପୋଲିସ ।…

ବାହାଘର କାର୍ଡ ଛାପିବାରୁ ଆରମ୍ଭ ହୋଇତିଲା ବ୍ୟବସାୟ ! ପରେ ଛାପିଲେ ନକଲି ନୋଟ, କିଛି ଏହିଭଳି ଭାବେ ପଦାକୁ ଆସିଲା…

ଉତ୍ତରପ୍ରଦେଶ ପୋଲିସର ସ୍ପେସାଲ ଟାକ୍ସ ଫୋର୍ସ ନକଲି ନୋଟ ଛାପୁଥିବା ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରିଛି । ପୋଲିସ ଦୁଇ ସଦସ୍ୟଙ୍କୁ ଗିରଫ କରିବା ସହିତ ହଜାର ଟଙ୍କିଆ ନକଲି ନୋଟ, ସ୍କାନର ଏବଂ ପ୍ରିଣ୍ଟର ଜବତ କରିଛି । ଏସଟିଏଫ ସୁତ୍ରରୁ ଜଣାପଡିଛି କି, ଗତ ଶନିବାର ଦିନ ନକଲି ନୋଟ ତିଆରି…

ମାଓ ଦମନ ପାଇଁ ହେବ ସିଧାସଳଖ ଲଢ଼େଇ : ଆଦିବାସୀ ଯୁବକଙ୍କୁ ଦିଆଯାଉଛି ତାଲିମ, ନକ୍ସଲ ପ୍ରଭାବିତ ଅଂଚଳର ଲୋକଙ୍କୁ କରାଯିବ…

କନକ ବ୍ୟୁରୋ : ଆଉ ପୋଷ୍ଟର ନୁହେଁ, ମାଓବାଦୀଙ୍କ ସହ ସିଧାସଳଖ ଲଢ଼େଇ ହେବ । ନକ୍ସଲ ପ୍ରଭାବିତ ଗାଁରେ ଲୋକଙ୍କୁ ସଚେତନ କରାଯିବ । ନକ୍ସଲଙ୍କ ବର୍ବରତା ଏବଂ ସରକାରଙ୍କ ବିକାଶ ସଂପର୍କରେ କୁହାଯିବ। ଆବଶ୍ୟକ ପଡ଼ିଲେ ଉନ୍ନୟନ ମୂଳକ କାମ ସହ ଲୋକଙ୍କୁ ସୁରକ୍ଷା ବି ଯୋଗାଇ ଦେବ। ସଶସ୍ତ୍ର ଆଦିବାସୀ…