Daily Archives

September 8, 2018

ସୋମବାର ଭାରତ ବନ୍ଦ । ଜାଣନ୍ତୁ ରାସ୍ତାରେ କାହାକୁ ଅଟକାଇବେ ଓ କାହାକୁ ଛାଡିବେ କଂଗ୍ରେସ କର୍ମୀ

କନକ ବ୍ୟୁରୋ : ଆସନ୍ତା ୧୦ ତାରିଖ ଅଥାର୍ତ ସୋମବାର ଦିନ ଭାରତ ବନ୍ଦର ଡାକରା ଦେଇଛି କଂଗ୍ରେସ । ଓଡିଶା ସମେତ ପୂରା ଦେଶରେ ଭାରତ ବନ୍ଦର ଡାକରା ଦେଇଛି କଂଗ୍ରେସ । ଏଥିପାଇଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ବନ୍ଦ ସମୟରେ ଓଡିଶାର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ,…

ଦୁଇ ଚକିଆ ଜାନରେ ଆସିବ ବଡ ପରିବର୍ତ୍ତର୍ନ ! ଦେଶକୁ ମିଳିବ ୧.୨ ଲକ୍ଷ କୋଟି ଟଙ୍କାର ଲାଭ ।

ଦେଶରେ ଦିନକୁ ଦିନ ବଢୁଥିବା ପେଟ୍ରୋଲ ଦରକୁ ନେଇ ଜନସାଧାରଣ ସମ୍ପୁର୍ଣ୍ଣ ଭାବେ ହତାସ ହୋଇପଡିଛନ୍ତି । ଏବେ ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ହେଲାଣି । ତେବେ ଏହି ଭଳି ପରିସ୍ଥିତିରେ ଗାଡି ଚଳାଇବା ଏକ ପ୍ରକାର ଅସମ୍ଭବ ହୋଇପଡିଲାଣି । ଖାସ କରି ସାଧାରଣ ଲୋକମାନେ ପେଟ୍ରୋଲ ଦରକୁ ନେଇ ଅଧିକ…

ପୋଲିସକୁ ଦେଖିଲେ ଡର ଲାଗେ କାହିଁକି ? ପ୍ରଶ୍ନ ପଚାରିଲେ ସ୍କୁଲ ପିଲା, ଉତ୍ତର ଦେଲେ ପୋଲିସ କମିଶନର

କନକ ବ୍ୟୁରୋ : ପୁଲିସ ନାଁ ଶୁଣିଲେ, ଖାକି ପୋଷାକରେ ପୋଲିସକୁ ଦେଖିଲେ ଏବେ ବି ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ । ଛୋଟ ପିଲା ହେଉ ଅବା ବରିଷ୍ଠ ନାଗରିକ, ସମସ୍ତଙ୍କ ମନରେ ଭୟ । ଇଂରେଜ ଶାସନ ଅମଳର ଭୟ, ଏବେ ବି ରହିଛି ଲୋକଙ୍କ ମନରେ । ଏହାକୁ ଦୂର କରିବା ପାଇଁ, ବିଶେଷ କରି ପିଲାଙ୍କ ମନରୁ ଏହି…

ନୂଆ ଷ୍ଟାଇଲରେ ଭୋଟ, ଭୋଟର ବାଛିବେ ମେୟର କିଏ ?

କନକ ବ୍ୟୁରୋ : ଏଣିକି ଭୋଟର ବାଛିବେ ମେୟର । ପୌରାଧ୍ୟକ୍ଷ ଓ ଏନଏସି ଅଧ୍ୟକ୍ଷ ପାଇଁ ବି ପ୍ରତ୍ୟକ୍ଷ ନିର୍ବାଚନ ହେବ । ପୂର୍ବରୁ ନିର୍ବାଚନ ଜିତିଥିବା କର୍ପୋରେଟର ଓ କାଉନସିଲରଙ୍କ ମଧ୍ୟରେ ଜଣଙ୍କୁ ଏହି ପଦବୀ ମିଳୁଥିଲା । ହେଲେ ଏଣିକି ଏହି ପଦବୀ ଗୁଡିକ ପାଇଁ ସିଧାସଳଖ ନିର୍ବାଚନ ହେବ ।…

ବରିଷ୍ଠ ବିଧାୟକଙ୍କ ବିରୋଧୀ ଭୂମିକା । ଚାରା, ଓମଫେଡ ପରେ ସମବାୟ ବ୍ୟାଙ୍କ ଋଣ ପ୍ରଦାନରେ ଦୁର୍ନୀତି ଅଭିଯୋଗ ଆଣିଲେ…

କନକ ବ୍ୟୁରୋ: ବିଜେଡିରେ ଅଛନ୍ତି, ହେଲେ ବିରୋଧୀ ଦଳର ଭୂମିକା ତୁଲାଉଛନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ । ଗୋଟିଏ ପରେ ଗୋଟିଏ ଦୁର୍ନୀତି ଅଭିଯୋଗ ଆଣି ସରକାରକୁ କାଠଗଡାରେ ଠିଆ କରିଛନ୍ତି ଦାମ ବାବୁ । ପ୍ରଥମେ ଚାରା, ଏହାପରେ ଓମଫେଡ ଓ ଏବେ ସମବାୟ ଦୁର୍ନୀତି ପ୍ରସଙ୍ଗ ଉଠାଇ…

ବନ୍ୟା ଟଳିଲା ହେଲେ ଟଳିନି ବିପଦ । ୪ ଜିଲ୍ଲାରେ ବୈତରଣୀ ନଦୀର ବନ୍ୟା ପାଣି ପଶିବା ପରେ ବଢିଲା ଲୋକଙ୍କ ଦୁର୍ଦ୍ଦଶା ।…

କନକ ବ୍ୟୁରୋ: ବଢୁଛି ବୈତରଣୀ । ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁରରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ପୋଲ ଉପରେ ୪ ଫୁଟର ପାଣି ଚାଲିଛି । ତଳିଆ ଅଂଚଳରେ ବନ୍ୟା ପାଣି ପଶିବାରୁ ଅନେକ ଗାଁ ଜଳବନ୍ଦୀ ହୋଇରହିଛି । ବୈତରଣୀ ଜଳସ୍ତର ବୃଦ୍ଧି ପାଇବା ପରେ ଅନେକ ସ୍ଥାନରେ ଓଡ୍ରାଫ…