Daily Archives

September 7, 2018

ଶ୍ରୀଜଗନ୍ନାଥଙ୍କ ସୁନା ଅଳଙ୍କାର ହିସାବରେ ଗଡ଼ବଡ଼! ସରକାରଙ୍କ ତଥ୍ୟ ଓ ପ୍ରଶାସନ ତଥ୍ୟରେ ରହିଲାନି ତାଳମେଳ । କୁଆଡ଼େ ଗଲା…

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ସୁନାର ପରିମାଣ କେତେ ? କୁଆଡେ ଗଲା ୨ କୋଜି ସୁନା ? ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ତଥ୍ୟରେ ରହୁନାହିଁ ତାଳମେଳ । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଯେମିତି ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ତାଳମେଳ ନଥିଲା । ସେପରି ଆଉ ଏକ ଦ୍ୱନ୍ଦ୍ୱ…

ବଜାରରେ ମିଳୁଛି ଅପମିଶ୍ରିତ ଦୁଗ୍ଧ ! ପେଟକୁ ଯିବା ମାତ୍ରକେ ପାଲଟିଯାଉଛି ବିଷ । ତେବେ ବିନା ପ୍ୟାକେଟ ଖୋଲି ଏଭଳି…

ଅପମିଶ୍ରିତ ହୋଇପଡିଛି ସଂପୂର୍ଣ୍ଣ ସହର । ରାତା ରାତି ବଡ ଲୋକ ହେବାର ସ୍ୱପ୍ନ ଦେଖୁଥିବା ଆଜିର ଏହି ସଭ୍ୟସମାଜ ବିଭିନ୍ନ ଅନୈତିକ କାର୍ଯ୍ୟକଳାପରେ ରହୁଛନ୍ତି ଲିପ୍ତ । ତେବେ ଏଥିରେ ବଜାରରେ ଉପଲବ୍ଧ ହେଉଥିବା ଖାଦ୍ୟ ସାମଗ୍ରୀ ବି ସାଲିମ । ଟଙ୍କା ଲୋଭରେ ଲୋକେ ଏତେ ଅନ୍ଧ ହୋଇପଡିଛନ୍ତି କି,…

ଦେଶରେ ଏଇ ସ୍ଥାନରେ ସବୁଠାରୁ ଶସ୍ତା ପେଟ୍ରୋଲ ଦର । ଯେଉଁଠି ମହଙ୍ଗା ମାଡରୁ ମିଳୁଛି ମୁକ୍ତି ।

ସାରା ଦେଶରେ ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖାଲି ସେତିକି ତେଲଦରକୁ ନେଇ ଦେଶ ବ୍ୟାପି ଆନ୍ଦୋଳନ ଜାରି ରହିଥିବା ବେଳେ ଏଯାବତ କୌଣସି ବି ସୁଫଳ ମିଳିପାରି ନାହିଁ । ତେବେ ଏଭଳି ପରିସ୍ଥିତିରେ ଦେଶରେ ଏଭଳି ଏକ…

୧୩ ଘଣ୍ଟାରେ ରାହୁଲ ଚାଲିଲେ ୪୬, ୪୩୩ ପାଦ ! ଜାଣନ୍ତୁ କଂଗ୍ରେସ ଅଧ୍ୟକ୍ଷଙ୍କ ମାନସରୋବର ଯାତ୍ରାର ଭିତିରି କଥା ।

କଂଗ୍ରେସ ପକ୍ଷରୁ ଅଫିସିଆଲ ଟ୍ୱିଟର ପେଜରେ ଏକ ଫଟୋ ଜାରି କରାଯାଇଛି । ଆଉ ଏହି ଫଟୋର ମଝିରେ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ବାମ ପଟରେ ସହଯାତ୍ରୀ ମିହିର ପଟେଲ ଏବଂ ଡାହାଣ ପଟରେ ଅଛନ୍ତି ଅନ୍ୟଜଣେ ସହଯାତ୍ରୀ କେନନ୍ ପଟେଲ । ରାହୁଲ ଗାନ୍ଧିଙ୍କ କୈଳାସ ମାନସରୋବର ଯାତ୍ରା ସମୟର ଏକ…

୭୮ବର୍ଷ ବୟସରେ ‘ହିରୋ’ ପାଲଟିଛନ୍ତି ଏହି ଶିକ୍ଷକ: ପ୍ରତିଦିନ ୫ଘଣ୍ଟା କରୁଛନ୍ତି ସହରର ସଫେଇ ।

ସବୁବେଳେ ଲୋକମାନେ ନିଜ ଆଖ ପାଖରେ ପଡ଼ିଥିବା ଅଳିଆ ଅବର୍ଜନାକୁ ଦେଖି ନାକ ଟେକିବା ସହ ଏଥି ପାଇଁ ସରକାରଙ୍କୁ ଦାୟୀ କରିଥାନ୍ତି । କିନ୍ତୁ କେହି ଆଗକୁ ବଢ଼ି ନିଜ ପରିବେଶକୁ ପରିଷ୍କାର କରନ୍ତି ନାହିଁ । କିନ୍ତୁ ୭୮ବର୍ଷିୟ ଅବସରପ୍ରାପ୍ତ ଶିକ୍ଷକ ରୁପ ନାରାୟଣ ନିରଞ୍ଜନ ଏପରି କରନ୍ତି ନାହିଁ ।…

୧୧ ବର୍ଷିୟ ବାଳକର ସାହସିକତା ! ତିନି ତିନି ଥର ନଦୀକୁ ଲମ୍ପ ପ୍ରଦାନ କରି ବଞ୍ଚାଇଲା ୪ ଜୀବନ ।

ମାଆ, ଖୁଡ଼ୀ ଓ ଜଣେ ଅଜ୍ଞାତ ମହିଳାଙ୍କୁ ଉଦ୍ଧାର କରିବାକୁ ଜଣେ ୧୧ ବର୍ଷିୟ ବାଳକ ଜୀବନରୁ ପାଣିଛଡ଼ାଇ ୩ ଥର ବ୍ରହ୍ମପୁତ୍ର ନଦୀ ଭିତରକୁ ଲମ୍ଫ ଦେଇଥିଲେ। ଉତ୍ତର ଗୌହାଟୀରୁ ଆରକୂଳକୁ ଯାତାୟାତ କରୁଥିବା ଡିଙ୍ଗିଟି ବୁଧବାର ଦିନ ଏ ଖୁଣ୍ଟିରେ ପିଟି ହୋଇ ଓଲଟି ପଡ଼ିଥିବାରୁ ଦୁର୍ଘଟଣା ଘଟିଥିଲା।…