Daily Archives

September 6, 2018

ଜେଲରଙ୍କ ରଙ୍ଗୀନ ମିଜାଜ ! ଚାକିରି ଦେବାକୁ କହି ଯୁବତୀଙ୍କ ଇଜ୍ଜତ ସହ ଖେଳିଥିଲେ ସାଂଘାତିକ ଖେଳ, ସୋସିଆଲ ମିଡିଆରେ…

କନକ ବ୍ୟୁରୋ : ଏକାଧିକ ଯୁବତୀ ଓ ମହିଳାଙ୍କ ସହ ସଂପର୍କ ରଖି ଫଶିଗଲେ ଭଦ୍ରକ ଜେଲର । ପ୍ରଥମେ ଅନୈତିକ ସଂପର୍କ ଏବଂ ପରେ ସେହି ଅନ୍ତରଙ୍ଗ ମୁହୁର୍ତର ଫଟୋ ଓ ଭିଡିଓ ଭାଇରାଲ କରିବା ଅଭିଯୋଗ । ଏନେଇ ପୀଡ଼ିତାମାନେ ଅଭିଯୋଗ କରିବାରୁ ଭଦ୍ରକ ଜେଲର ଚିନ୍ମୟ ପାତ୍ରଙ୍କୁ ବଦଳି କରାଯାଇଛି । ଘଟଣା ନେଇ…

ରାଜ୍ୟ ପୋଲିସ ବିଭାଗରେ ନିଯୁକ୍ତି ପାଇଁ ସୁଯୋଗ ! ୨୦୨୧ଟି ପଦବୀ ହେବ ପୂରଣ, ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର ପାଇଁ…

କନକ ବ୍ୟୁରୋ: ଯୁବ ପିଢୀମାନଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ୨୦୨୧ଟି ଭିନ୍ନ ଭିନ୍ନ ପଦବୀରେ ନିଯୁକ୍ତି ପାଇଁ ନିଷ୍ପତି ନିଆଯାଇଛି । ୩୪୧ଟି ସିପାହୀ ଓ କନେଷ୍ଟବଳ ଏବଂ ୪୬ ଏପିପି ପଦବୀ ପାଇଁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଏଥିସହିତ ୧୫୪ ଜଣ…

କେଉଁମାନେ ଯିବେ ରାଜ୍ୟ ବିଧାନ ପରିଷଦ ! ଜାଣନ୍ତୁ କଣ ରହିଛି ବ୍ୟବସ୍ଥା, କିଏ ହେବେ ନିର୍ବାଚିତ, କିଏ ହେବେ ମନୋନୀତ ।

କନକ ବ୍ୟୁରୋ : ବିଧାନ ପରିଷଦ ପାଇଁ ଫିଟିଲା ବାଟ । ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ଆଜି ବିଧାନସଭାରେ ଆଗତ ସଂକଳ୍ପ ପାରିତ ହୋଇଛି । ବିଧାନ ପରିଷଦ ଗଠନ ପାଇଁ ଗୃହରେ ପାରିତ ହୋଇଥିବା ସଂକଳ୍ପ ପ୍ରସ୍ତାବ ସପକ୍ଷରେ ୧୦୪ ବିଧାୟକ ଭୋଟ ଦେଇଛନ୍ତି । ଗୃହରେ ଉପସ୍ଥିତ ଥିବା ସମସ୍ତ ବିଜେଡି ବିଧାୟକ…

କାଲି ସ୍କୁଲ ବନ୍ଦ! ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତି

କନକ ବ୍ୟୁରୋ : ଆସନ୍ତାକାଲି ବର୍ଷା ପାଇଁ ଭୁବନେଶ୍ୱରର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ଆସନ୍ତାକାଲି ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ…

ପ୍ଲାଷ୍ଟିକ ଧରିଲେ ଦଣ୍ଡ! ପ୍ଲାଷ୍ଟିକ କଟକଣା ନେଇ ଜାରି ହେଲା କଠୋର ନିର୍ଦ୍ଦେଶନାମା, ପଲିଥିନ ବ୍ୟାଗ ଧରି ବଜାରକୁ ଗଲେ…

କନକ ବ୍ୟୁରୋ : ଆପଣ ପଲିଥିନ ବ୍ୟାଗ ଧରି ବଜାରକୁ ଯାଉଛନ୍ତି କି? ତେବେ ସେହି ଅଭ୍ୟାସ ପରିବର୍ତନ କରନ୍ତୁ, ନହେଲେ ବାଟରେ ଆପଣଙ୍କୁ ଫାଇନ ଗଣିବାକୁ ପଡ଼ିବ । ନିଷେଧ ହୋଇଥିବା ପ୍ଲାଷ୍ଟିକ ବିକ୍ରି ଓ ଉତ୍ପାଦନ କଲେ ହୋଇପାରେ ଜେଲ । ପାଷ୍ଟିକ ବନ୍ଦ ପାଇଁ ସରକାର ଆଣିଲେ କଠୋର ଆଇନ । ଗାନ୍ଧୀ…

ବିଧାନ ପରିଷଦ ଗଠନ ପାଇଁ ବାଟ ଫିଟିଲା ! ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ପାରିତ, ବିଧାନ ପରିଷଦ ଗଠନ ସପକ୍ଷରେ ଭୋଟ ଦେଲେ…

କନକ ବ୍ୟୁରୋ : ବିଧାନ ପରିଷଦ ପାଇଁ ଫିଟିଲା ବାଟ । ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ଆଜି ବିଧାନସଭାରେ ଆଗତ ସଂକଳ୍ପ ପାରିତ ହୋଇଛି । ବିଧାନ ପରିଷଦ ଗଠନ ପାଇଁ ଗୃହରେ ପାରିତ ହୋଇଥିବା ସଂକଳ୍ପ ପ୍ରସ୍ତାବ ସପକ୍ଷରେ ୧୦୪ ବିଧାୟକ ଭୋଟ ଦେଇଛନ୍ତି । ଗୃହରେ ଉପସ୍ଥିତ ଥିବା ସମସ୍ତ ବିଜେଡି ବିଧାୟକ…