Daily Archives

September 6, 2018

ପ୍ରଭୁ ରାମଚନ୍ଦ୍ରଙ୍କ ବରଦାନ କିନ୍ନରଙ୍କୁ ଦେଇଛି କେଉଁ ଶକ୍ତି ? କାହିଁକି ବିଫଳ ଯାଏନି କିନ୍ନରଙ୍କ ଆଶିର୍ବାଦ,…

ଆଜି ସୁପ୍ରିମକୋର୍ଟ ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ ବୋଲି ରାୟ ଦେବା ପରେ କିନ୍ନରମାନେ ଖୁସୀ ଜାହିର କରିଛନ୍ତି। କିନ୍ନରଙ୍କ କଥା ସାମ୍ନାକୁ ଆସିଲେ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ । ସାଧାରଣତଃ ଆମେ କିନ୍ନରଙ୍କୁ କୌଣସି ମାଙ୍ଗଳିକ କାର‌୍ୟ୍ୟରେ କିମ୍ବା ଟ୍ରେନ୍ରେ ବା ରାଜରାସ୍ତା…

ନବୀନ କେୟାର ବନାମ ମୋଦି କେୟାର, କେଉଁ ଯୋଜନାରେ ମିଳିବ କଣ? ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ଅଧିକ କ’ଣ ଫାଇଦା ପାଇବେ…

କନକ ବ୍ୟୁରୋ : ରାଜ୍ୟବାସୀଙ୍କୁ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ସ୍ୱାଧୀନତା ଦିବସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଘୋଷଣା କରି ନୂଆ ଇତିହାସ ସୃଷ୍ଟି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠୁ ବଡ କଥା ହେଲା ମୋଦି କେୟାର ଅଥାର୍ତ କେନ୍ଦ୍ରର ଆୟୁଷ୍ମାନ…

ରାଜ୍ୟ ପର୍ଯ୍ୟଟନ ବିଭାଗର ଲୋଗୋ ତିଆରି କରନ୍ତୁ, ଲକ୍ଷେ ଟଙ୍କା ପୁରସ୍କାର ପାଆନ୍ତୁ । ଜାଣନ୍ତୁ କିଭଳି କରିବେ ଆବେଦନ ।

କନକ ବ୍ୟୁରୋ : ବଦଳିବ ରାଜ୍ୟ ପର୍ଯ୍ୟଟନ ବିଭାଗର ଲୋଗୋ । ଏହାକୁ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାୱଲେ ଏହି ସୂଚନା ଦେଇଛନ୍ତି । ତେବେ ବଡ କଥା ହେଉଛି, ଲୋଗୋର ଡିଜାଇନ କୈାଣସି ଅନୁଷ୍ଠାନ ବା କୌଣସି ବ୍ୟକ୍ତିବିଶେଷକୁ ଦେବା ପରିବର୍ତ୍ତେ…

ମାଲିକ ମୁଁହକୁ ଚାଟିଲା କୁକୁର ! କାଟିବାକୁ ପଡିଲା ହାତ ଆଉ ଗୋଡ ।

କୁକୁର ଗୋଟିଏ ଏପରି ପଶୁ ଯାହାକୁ ଘରେ ରଖିବାକୁ ଲୋକମାନେ ବେଶ ପସନ୍ଦ କରିଥାନ୍ତି । କୁକୁର ବିଶ୍ୱାସ ଯୋଗ୍ୟ ପଶୁ ହେବା ସହିତ ନିଜ ମାଲିକ ଏବଂ ପରିବାରର ସୁରକ୍ଷା କରିବଥାଏ । ପୂର୍ବରୁ ମଧ୍ୟ କୁକୁର ତାର ଜୀବନ ଦେଇ ମାଲିକକୁ ବଞ୍ଚାଇବା କଥା ଅନେକ ଶୁଣିବାକୁ ମିଳିଛି । କିନ୍ତୁ ଓି୍ୱସକନସିନ…

ଅସିଦ୍ଧ ହେଲା ୧୬୦ ବର୍ଷ ତଳର ଆଇନ, ରଦ୍ଦ ହେଲା ଧାରା ୩୭୭ । ସୁପ୍ରିମକୋର୍ଟ କହିଲେ, ଏଣିକି ସହମତିରେ ସଂପର୍କ…

କନକ ବ୍ୟୁରୋ : ଆଜି ସମଲିଙ୍ଗୀଙ୍କ ପାଇଁ ଐତିହାସିକ ଦିନ । ବର୍ଷ ବର୍ଷ ଧରି ନ୍ୟାୟିକ ଲଢ଼େଇ ପରେ ସେମାନଙ୍କୁ ବଞ୍ଚିବାର ସମାନ ଅଧିକାର ଦେଇଛନ୍ତି ସୁପ୍ରିମକୋର୍ଟ । ଆଇପିସିର ଧାରା ୩୭୭କୁ ଖାରଜ କରିବା ସହ ସମଲିଙ୍ଗି ସଂପର୍କକୁ ଅପରାଧ ମୁକ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ବ୍ରିଟିଶ ଅମଳରୁ…