Daily Archives

September 3, 2018

ମାଫିଆଙ୍କ କବଜାକୁ ଚାଲିଯାଇଛି ଚିଲିକା ! ଘେରି ଉଚ୍ଛେଦକୁ ନେଇ ମୁହାଁମୁହିଁ ସ୍ଥିତି, ଉଚ୍ଛେଦ କାର୍ଯ୍ୟକୁ ୭ ଦିନ…

କନକ ବ୍ୟୁରୋ : ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚିଲିକାରେ ଯେଉଁ ବେଆଇନ ଘେରି ଉଚ୍ଛେଦ ଚାଲିଥିଲା, ସେଥିରେ ରୋକ୍ ଲାଗିଛି । ମତ୍ସ୍ୟଜୀବୀ ମିଳିତ ସଂଘର ଚାପ ଯୋଗୁଁ ୭ ଦିନ ପାଇଁ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖିଛି ଜିଲ୍ଲା ପ୍ରଶାସନ । ତେବେ ଅଭିଯୋଗ ହେଉଛି, ମାଫିଆମାନେ…

ଫେସବୁକ ପେଜରେ ଲାଇକ୍ ଓ ଟ୍ୱିଟରରେ ଫଲୋଅର୍ସ ଅଛନ୍ତି କି ? ଆପଣ ବି ପାଇପାରିବେ କଂଗ୍ରେସ ଟିକେଟ, ପଢନ୍ତୁ ପୂରା ଖବର

ନିର୍ବାଚନରେ ପ୍ରାର୍ଥୀ ବାଛିବା ପାଇଁ କଂଗ୍ରେସର ନୂଆ ଫର୍ମୂଲା । ବିଜେପି ଭଳି କଂଗ୍ରେସ ଏଣିକି ସୋସିଆଲ ମିଡିଆ ସାହାର୍ଯ୍ୟରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ କରିଛି । ଏଣିକି ସଙ୍ଗଠନ ସହ ସୋସିଆଲ ମିଡିଆରେ ସକ୍ରିୟ ରହିଲେ ହିଁ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କୁ ଟିକେଟ ମିଳିବ…

ଚଳନ୍ତା ଟ୍ରେନରେ ବିପଦଜନକ ଷ୍ଟଣ୍ଟ ଦେଖାଇଲେ ମହିଳା ! ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ।

ମୁମ୍ବାଇର ଲୋକାଲ ଟ୍ରେନରେ ଯାଉଥିବା ଜଣେ ମହିଳାଙ୍କ ବିପଦଜନକ ଷ୍ଟଣ୍ଟର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ମହିଳା ଚଳନ୍ତା ଟ୍ରେନ୍ ଭିତରେ ଷ୍ଟଣ୍ଟ ଦେଖାଉଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣା…

ପ୍ରଥମେ ଏହି ପରିବାରଙ୍କୁ ଖାଇବାକୁ ମିଳୁନଥିଲା ମୁଠାଏ ଦାନା, ଏବେ ଧୂପକାଠି ପ୍ରସ୍ତୁତ କରି ଜମା କରିଛନ୍ତି ୭ ଲକ୍ଷ…

ଦିନଥିଲା ପରିବାର ଭରଣପୋଷଣ ପାଇଁ ଦୈନଦିନ ସଂର୍ଘଷ କରିବାକୁ ପଡୁଥିଲା। ଅ।ର୍ଥିକ ଅନାଟନ ଭିତରେ ଦୁଇ ଓଳି ଖାଇବାକୁ ମିଳୁନଥିଲା । ଏମିତିକି ପିଲାଙ୍କ ପାଠପଢାରେ ଡୋରିବ।ନ୍ଧିବାକୁ ବାଧ୍ୟ ହେଉଥିଲେ ଏମାନେ । କିନ୍ତୁ ନିପଟଗଁ।ରେ ବସବାସ କରୁଥିବା ମହିଳା ବାହାରିଲେ ପଦାକୁ । ୧୫ ଜଣମହିଳା…

ପାଖେଇ ଆସୁଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ : ଆଜି ସମ୍ବଲପୁରରେ ନବାନ୍ନ ଲାଗି ପାଇଁ ଧାର୍ଯ୍ୟ ହୋଇଛି ଲଗ୍ନ

କନକ ବ୍ୟୁରୋ : ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଖାଇ ପାଇଁ ଆଜି ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ୧୪ ତାରିଖ ସକାଳ ୮ଟା ୧୦ରୁ ୮ଟା ୪୦ ମଧ୍ୟରେ ମାଙ୍କ ନିକଟରେ ନବାନ୍ନ ଲାଗି ପାଇଁ ନିଷ୍ପତ୍ତି ହୋଇଛି । ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିରରେ ମା ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଅନୁସାରେ…

ଲାରାଙ୍କୁ ପଛରେ ପକାଇଲେ କୋହଲି ! ବିରାଟଙ୍କ ନାଁରେ ଯୋଡିହେଲା ବିଶ୍ୱ ରେକର୍ଡର ମାନ୍ୟତା ।

ଭାରତ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜକୁ ହାତଛଡା କରିଛି ଟିମ୍ ଇଣ୍ଡିଆ । ରବିବାର ଇଂଲଣ୍ଡ ଠାରୁ ଦଳ ୬୦ ରନରେ ଚତୁର୍ଥ ଟେଷ୍ଟ ହାରିଯାଇଛି ସତ କିନ୍ତୁ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଦିନଟି ସ୍ମରଣୀୟ ହୋଇ ରହିବ । ଏହି ମ୍ୟାଚରେ ବିରାଟ ଅନେକ ଉପଲବ୍ଧି ହାସଲ କରିଛନ୍ତି । ବିରାଟ…