ଗାଁ ଲୋକଙ୍କ ପାଇଁ ଛାଡିଲେ ବୈଜ୍ଞାନିକ ଚାକିରି! ଏବେ ଗାଁରେ ଔଷଧ ତିଆରି କରିବା ସହ କରୁଛନ୍ତି ଚାଷ ।
ତାମିଲନାଡୁରେ ପେନାଗ୍ରାମ ନାମକ ଏକ ଛୋଟ ଗାଁ ରହିଛି । ପ୍ରତି ଗାଁ ଭଳି ଏହି ଗାଁରେ ବି ଅନେକ କୃଷକ ଅଛନ୍ତି । ବିଲରେ ଚାଷବାଷ କରି ନିଜର ଭରଣ ପୋଷଣ କରିଥାନ୍ତି । କିନ୍ତୁ ଏହି ଗାଁରେ ଏପରି ଏକ କୃଷକ ଅଛନ୍ତି ଯିଏକି ସବୁ କୃଷକମାନଙ୍କ ଠାରୁ ସମ୍ପୁର୍ଣ୍ଣ ଅଲଗା । ବୋଧ ହୁଏ ଏହି ବ୍ୟକ୍ତି…