Daily Archives

September 1, 2018

ଅପହରଣ କରିଥିବା ପୁଲିସ୍ ପରିବାରର ସଦସ୍ୟଙ୍କୁ ମୁକ୍ତ କଲା ଆତଙ୍କବାଦୀ ସଂଗଠନ ।

ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ପୁଲିସଙ୍କ ପରିବାରର ସଦସ୍ୟମାନଙ୍କୁ ଆତଙ୍କବାଦୀମାନେ ଶୁକ୍ରବାର ରାତିରେ ମୁକ୍ତ କରି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ହିଜ୍ବୁଲ୍ ମୁଜାହିଦ୍ଦିନର ଅପରେସନାଲ କମାଣ୍ଡର ରିଆଜ ନାଇକୋର ବାପା ଆସାଦୁଲ୍ଲା ନାଇକୋକୁ ଜମ୍ମୁ- କଶ୍ମୀର ପୁଲିସ୍…

‘ମୋମୋ’ ଦେଉଛି ମୃତ୍ୟୁର ଡାକ । ମୋବାଇଲରେ ଖେଳ, ଜୀବନ ପାଇଁ କାଳ

କନକ ବ୍ୟୁରୋ: ମୋମୋ ଦେଉଛି ମୃତ୍ୟୁର ଡାକ । ବ୍ଲୁ ହ୍ୱେଲଠାରୁ ଆହୁରି ଭୟଙ୍କର ରୂପ ଧାରଣ କରୁଛି ଏହି ଅନଲାଇନ୍ ଗେମ୍ । ଏପରିକି ଏହି ଗେମ୍ ରାଜ୍ୟରେ ଜଣଙ୍କ ଜୀବନ ନେଇଥିବା ଜଣାପଡିଛି । ରାଉରକେଲା ରେଲୱେ କଲୋନୀର ଜଣେ ଇଂଜିନିୟରିଂ ଛାତ୍ର ଏହି ଗେମର ଚ୍ୟାଲେଂଜ୍ ନେଇ ଜୀବନ ହରାଇଛନ୍ତି ।…

ଏଣିକି ବିନା ହେଲମେଟରେ ଷ୍ଟାର୍ଟ ହେବନି ବାଇକ୍, ବନ୍ଦ ହୋଇଯିବ ଇଂଜିନ୍, ଗାଡିରେ ଲାଗିବ ଏହି ସ୍ୱତନ୍ତ୍ର ଡିଭାଇସ୍

ହେଲମେଟ ନ ପିନ୍ଧିବା କାରଣରୁ ଅଧିକାଂଶ ସମୟରେ ସଡକ ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ଅକାଳରେ ମୃତ୍ୟୁ ଘଟୁଛି । ସରକାରଙ୍କ ତରଫରୁ ଏନେଇ ଅନେକ ସଚେତନତା ମୂଳକ ବାର୍ତ୍ତା ତଥା କାର୍ଯ୍ୟକ୍ରମ ଜାରି କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିିପାରୁ ନାହିଁ । ଏଭଳି ପରିସ୍ଥିତିକୁ ନଜରରେ ରଖି ଡିଏଭି…

ସ୍ୱର୍ଗରେ ଥାଇ ବି ମିଳୁଛି ସରକାରୀ ଟଙ୍କା ! ସମାଜବାଦୀ ପେନସନ ଘୋଟାଲା

ଉତ୍ତରପ୍ରଦେଶରେ ପେନସନ ଘୋଟାଲା ନେଇ ବଡ଼ ଖୁଲାସା ହୋଇଛି । ସୁଚନା ମୁତାବକ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି କ୍ଷମତାରେ ଥିବା ବେଳେ ଏହି ଘୋଟାଲା ହୋଇଛି ବୋଲି ଅଭିଯୋଗ ହୋଇଛି । ଯେତେବେଳେକି ମୁଲାୟମ ସିଂ ଯାଦବ ଓ ଅଖିଳେଶ ଯାଦବଙ୍କ ପରିଚାଳିତ ସମାଜବାଦୀ ପାର୍ଟି ସବୁବେଳେ ସାମାଜିକ ନ୍ୟାୟ…

ଏସୀୟ କ୍ରୀଡ଼ା ୨୦୧୮ । ପାକିସ୍ତାନକୁ ୨-୧ ଗୋଲରେ ମାତ୍ ଦେଇ ବ୍ରୋଞ୍ଜ ପଦକ ହାତେଇଲା ଭାରତୀୟ ହକି ଟିମ୍

କନକ ବ୍ୟୁରୋ: ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମକୁ ମିଳିଛି ବ୍ରୋଞ୍ଜ ପଦକ । ବିପକ୍ଷ ଦଳ ପାକିସ୍ତାନକୁ ୨-୧ ଗୋଲରେ ମାତ୍ ନେଇ ବ୍ରୋଞ୍ଜ ପଦକ ହାତେଇଲା ଭାରତୀୟ ପୁରୁଷ ହକି ଟିମ୍ । ତେବେ ଭାରତୀ ପୁରୁଷ ହକି ଟିମ୍ ରେ ସାମିଲ ଥିଲେ ଦୁଇ ଓଡିଆ ଖେଳାଳୀ । ସେମାନେ ହେଲେ ବୀରେନ୍ଦ୍ର…

ସେଲ୍ଫିକୁ କରନ୍ତୁ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡର ପାସୱାର୍ଡ ! ଚେହେରା ଦେଖାଇବା କ୍ଷଣି ହୋଇଯିବ ପେମେଣ୍ଟ ।

ମାଷ୍ଟରକାର୍ଡ ଏଭଳି ଏକ ଆପ୍ଲିକେସନ୍ ବାହାର କରିବାକୁ ଯାଉଛି ଯେଉଁଥିରେ ଚେହେରା ଦେଖାଇବା କ୍ଷଣି ଅନଲାଇନ୍ ପେମେଣ୍ଟ ଭଳି କାର୍ଯ୍ୟ ହୋଇଯିବ । ଏହି ଆପ୍ଲିକେସନକୁ ବ୍ୟବହାର କରୁଥିବା ୟୁଜର ଫୋନକୁ ଏହିଭଳି ଭାବରେ ଧରିପାରିବେ ଯେଭଳି ସେଲ୍ଫି ଉଠାଉଛନ୍ତି । ତେବେ ମାଷ୍ଟରକାର୍ଡର ସୁରକ୍ଷା…