Daily Archives

September 1, 2018

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ନେଇ ଚିନ୍ତାରେ ସରକାର ! କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଲେ, ଡଲାର ତୁଳନାରେ ଟଙ୍କାର…

କନକ ବ୍ୟୁରୋ : ହୁ ହୁ ବଢ଼ୁଛି ପେଟ୍ରୋଲ ଦର । ଦେଶରେ ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାରୁ ଏନେଇ ବିରୋଧି ସରକାରଙ୍କୁ ଘେରିଛନ୍ତି । ସେପଟେ ଏନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲଗାତାର ଭାବେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ…

ଡାକଘର ପାଇଲା ନୂଆ ଜୀବନ ! ପୋଷ୍ଟ ଅଫିସ ପାଲଟିଲା ପେମେଂଟ ବ୍ୟାଙ୍କ, ପୋଷ୍ଟମ୍ୟାନ ହେବେ ବ୍ୟାଙ୍କ ଏଜେଂଟ ।

କନକ ବ୍ୟୁରୋ : ଡାକଘରକୁ ନୂଆ ଜୀବନ ମିଳିଛି । ଚିଠିପତ୍ରର ଆଦାନ ପ୍ରଦାନ କମିଯିବା ପରେ ଡାକଘରର କାରବାର ହ୍ରାସ ପାଉଥିବା ବେଳେ ବଡ଼ ନିଷ୍ପତି ନିଆଯାଇଛି । ପୋଷ୍ଟ ଅଫିସଗୁଡିକୁ ପେମେଂଟ ବ୍ୟାଙ୍କରେ ପରିଣତ କରାଯାଇଛି । ଏଣିକି ବ୍ୟାଙ୍କ ସେବା ଯୋଗାଇ ଦେବ ଡାକ ଘର । ଏହି ପେମେଂଟ ବ୍ୟାଙ୍କରେ…

ସରକାର ଭାଙ୍ଗିବ ତେଲେଙ୍ଗାନାରେ? ଆସନ୍ତାକାଲି କ୍ୟାବିନେଟ ବୈଠକକୁ ନେଇ ବଢିଲା ଚର୍ଚ୍ଚା ।ଆଗୁଆ ନିର୍ବାଚନକୁ ଯିବା ଲାଗି…

କନକ ବ୍ୟୁରୋ: ତେଲେଙ୍ଗାନାରେ ଆଗୁଆ ନିର୍ବାଚନ ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା । ଆସନ୍ତାକାଲି ଦିନ ଗୋଟାଏରେ ରାଜ୍ୟ କ୍ୟାବିନେଟ ବୈଠକ ଡାକିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ଯାହାକୁ ନେଇ ଆକଳନ କରାଯାଉଛି ଯେ, ଆଗୁଆ ନିର୍ବାଚନକୁ ଯିବା ଲାଗି…

ମାନସରୋବର ଯାତ୍ରା ସହ ମନେପଡିଲା ରାହୁଲଙ୍କ ମୃତ୍ୟୁ ସହ ମୁହାଁମୁହିଁର ୨୦ ସେକେଣ୍ଡ ! ନିର୍ବାଚନ ପ୍ରଚାରରେ ଦିଲ୍ଲୀରୁ…

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମାନସରୋବର ଯାତ୍ରା ସହ ତାଜା ହୋଇଛି ମୃତ୍ୟୁ ସହ ମୁହାଁମୁହିଁର ୨୦ ସେକେଣ୍ଡ । ନିର୍ବାଚନୀ ପ୍ରଚାରରେ ଦିଲ୍ଲୀରୁ କର୍ଣ୍ଣାଟକ ଗଲାବେଳେ ଅଚାନକ ତଳକୁ ଖସିଥିଲା ରାହୁଲଙ୍କ ଚାର୍ଟାଡ ପ୍ଲେନ । ଆଉ ମୃତ୍ୟୁ ନିଶ୍ଚିତ ବୋଲି ଧରି ନେଇଥିବା ରାହୁଲ…

ଏସିଆଡରେ ରୌପ୍ୟ ବିଜୟ ସହ ହୃଦୟ ଜିତିଲେ ଓଡିଶାର ୪ ହକି କୁମାରୀ । ରୁପାଝିଅଙ୍କ ପାଇଁ କୋଟିଏ ଲେଖାଏଁ ପୁରସ୍କାର ଘୋଷଣା…

କନକ ବ୍ୟୁରୋ: ଜାକର୍ତା ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ହକି ଟିମ୍ର ଓଡିଆ ଖେଳାଳିଙ୍କୁ ମିଳିବ କୋଟିଏ ଲେଖାଏଁ ପୁରସ୍କାର । ଟିମ୍ ଇଣ୍ଡିଆରେ ଥିବା ୪ ଜଣ ଓଡିଆ ଖେଳାଳି ଲିଲିମା ମିଞ୍ଜ, ଦୀପଗ୍ରେସ୍ ଏକ୍କା, ସୁନୀତା ଲାକ୍ରା ଓ ନମିତା ଟପ୍ପୋଙ୍କୁ କୋଟିଏ ଟଙ୍କା ଲେଖାଏଁ…

ଏଣିକି ଘରେ ବସି ସ୍ୱଳ୍ପ ସମୟରେ ବନାନ୍ତୁ ନିଜ ଭୋଟର କାର୍ଡ ! ସଂଶୋଧନ କରିବା ମଧ୍ୟ ହେଲା ଅତ୍ୟନ୍ତ ସହଜ, ଜାଣନ୍ତୁ ପୁରା…

ଯଦି ଆପଣ ଭୋଟର ଆଇ କାର୍ଡ କରିନାହାନ୍ତି କିମ୍ବା ଆପଣଙ୍କ ଆଇଡିରେ କୌଣସି ତ୍ରୁଟି ରହିଛି ଅଥବା ଆପଣ ଏଥିରେ କିଛି ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କୁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ । କିମ୍ବା ଏଥିପାଇଁ ଆପଣଙ୍କୁ ଆଉ ବାରମ୍ବାର ନିର୍ବାଚନ ଅଫିସର ଚକ୍କର…