Monthly Archives

August 2018

ଦୁନିଆର ସବୁଠାରୁ ବିପଦଜନକ ହତ୍ୟାକାରୀ, ନେଇସାରିଛନ୍ତି ହଜାର ହଜାର ଲୋକଙ୍କ ଜୀବନ

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସାରା ଦୁନିଆରେ ମଶା ସବୁଠାରୁ ଘାତକ ପ୍ରଜାତିରେ ଗଣାଯାଏ । ତଥ୍ୟ ଅନୁସାରେ , ବର୍ଷ ୨୦୧୫ରେ ପୁରା ବିଶ୍ୱରେ ମଶା ୮ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇସାରିଛି । ଦୁନିଆର ସବୁଠାରୁ ବିପଦଜନକ ଜନ୍ତୁ ମଧ୍ୟରୁ ପ୍ରାଣ ଘାତକ ପ୍ରଜାତିର ମଶାକୁ ସବୁଠାରୁ…

‘ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ’; ଜାଣିଛନ୍ତି କି ରେଳ ଷ୍ଟେସନରେ ଶୁଭୁଥିବା ଏହି କଣ୍ଟସ୍ୱରର ମାଲିକାଣୀ କିଏ,…

‘ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ’ କିମ୍ବା ‘ଯାତ୍ରୀଗନ କୃପୟା ଧାନ୍‌ ଦେ’ ଏହିପରି ଘୋଷଣା ଆପଣ ନିଶ୍ଚୟ ଶୁଣିଥିବେ ସେଥିରେ ସନ୍ଦେହ ନାହିଁ। କେବଳ ଓଡ଼ିଆ ବା ହିନ୍ଦୀ କାହିଁକି ବିଭିନ୍ନ ଭାଷାରେ ଶୁଣିବାକୁ ମିଳିଥାଏ ଏପରି ଘୋଷଣା। ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଯେଉଁ ରାଜ୍ୟର…

ଓଡିଶା ଫେରିଲେ ଦୌଡରାଣୀ ଦୂତି । କହିଲେ, ମୁଖ୍ୟମନ୍ତ୍ରୀ ମୋ ପାଇଁ ଲକି

କନକ ବ୍ୟୁରୋ : ଚାନ୍ଦି ଧରି ଫେରିଲେ ଚାନ୍ଦ । ଓଡିଶା ଫେରିଲେ ଦୌଡରାଣୀ ଦୂତି ଚାନ୍ଦ । ଜାକର୍ତ୍ତା ଏସିଆନ ଗେମ୍ସରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ ପ୍ରତିଯୋଗତିାରେ ରୌପ୍ୟ ପଦକ ଜିତିଥିବା ଦୂତି ଚାନ୍ଦ ଓଡିଶା ଫେରିଛନ୍ତି । ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ…

ମୋଦି ସରକାରଙ୍କ ବଡ ନିଷ୍ପତି ! ଜନଗଣନା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି, ପ୍ରଥମଥର ପାଇଁ ସରକାର ରଖିବେ OBC ବର୍ଗର…

୨୦୨୧ ଜନଗଣନା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଜନଗଣନା ପ୍ରକିୟା ଆରମ୍ଭ ହେବା ପୂର୍ବରୁ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ଏକ ସମୀକ୍ଷା ବୈଠକ କରାଯାଇ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି । ତେବେ ୨୦୨୧ରେ ହେବାକୁ ଥିବା ଜନଗଣନାରେ ପ୍ରଥମ ଥର…

ଗାଁକୁ ରାସ୍ତା ନାହିଁ କିନ୍ତୁ, ତିଆରି ହୋଇଛି ପୋଲ । କାହିଁକି ନିର୍ମାଣ ହୋଇଛି କାରଣ ଖୋଜୁଛନ୍ତି ଗ୍ରାମବାସୀ

କନକ ବ୍ୟୁରୋ: ଗାଁକୁ ଯିବାକୁ ରାସ୍ତାଟିଏ ନାହିଁ ହେଲେ ତିଆରି ହୋଇଛି ଗୋଟିଏ ଛୋଟିଆ ପୋଲ । ଗୋଟିଏ ପଟେ ରହିଛି ଜଙ୍ଗଲ ତ ଅନ୍ୟପଟେ ରହିଛି ଟାଙ୍ଗରା ଭୂଇଁ । ଆଉ ମଝିରେ ରହିଛି ଏକ ଛୋଟିଆ ପୋଲ । ଦେଖିଲେ ଆପଣଙ୍କୁ ଲାଗିବ ଯେ, ଏହିଠାରୁ ରାସ୍ତା ଆରମ୍ଭ ହୋଇଛି । କିନ୍ତୁ ରାସ୍ତା ତ ଦୁରର କଥା…

ପ୍ରତିଦିନ ନିଶ୍ଚୟ ପିଅନ୍ତୁ ଲେମ୍ବୁ ପାଣି ! ଶରୀର ସୁସ୍ଥ ରହିବା ସହ କ୍ୟାନସରରୁ ମିଳିବ ମୁକ୍ତି

ଲେମ୍ବୁ ପାଣି ଔଷଧିୟ ଗୁଣରେ ଭରପୁର ହୋଇଥାଏ । ସକାଳୁ ସକାଳୁ ଖାଲି ପେଟରେ ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା । • ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରର ଓଜନ ହ୍ରାସ ପାଇବା ସହିତ ତ୍ୱଚା ଆକର୍ଷଣୀୟ ଦେଖା ଯାଇଥାଏ । • ସକାଳୁ…