Monthly Archives

August 2018

ଦେଶର ଅର୍ଥନୀତି ପାଇଁ ଦୁଇଟି ଖବର! ବଢିଲା ଜିଡିପି, ଅନ୍ୟପଟେ ଡଲାର ତୁଳନାରେ ଖସିଲା ଟଙ୍କାର ମୂଲ୍ୟ

କନକ ବ୍ୟୁରୋ : ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବକାଳୀନ ଖସିଛି । ଏହା ଏବେ ୭୧ରେ ପହଁଚିଛି । ଅର୍ଥାତ ଗୋଟିଏ ଡଲାରର ବିନିମୟ ମୂଲ୍ୟ ଏବେ ୭୧ ଟଙ୍କା ହୋଇଛି । ଗତକାଲି ଟଙ୍କାର ବିନିମୟ ମୂଲ୍ୟ ୭୦ଦଶମିକ୍ ୭୪ ଥିଲା । ଆଜି ଟଙ୍କାର ମୂଲ୍ୟ ଆହୁରି ହ୍ରାସ ପାଇଛି । ଚଳିତ ବର୍ଷ…

କଲେଜରେ ପଶି ବ୍ଲେଡରେ ଛାତ୍ରୀଙ୍କ ତଣ୍ଟି କାଟିଦେଲେ ଅଣଛାତ୍ର । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ…

କନକ ବ୍ୟୁରୋ : ଛାତ୍ରୀଙ୍କୁ ଅଣଛାତ୍ରଙ୍କ ଆକ୍ରମଣ । ଏଭଳି ଅଘଟଣ ଘଟିଛି କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଜିପିଆର କଲେଜରେ । ମହାବିଦ୍ୟାଳୟରେ ପଢୁଥିବା ଯୁକ୍ତ ୩ର ପ୍ରଥମ ବର୍ଷର ଛାତ୍ରୀଙ୍କ ବେକକୁ ବ୍ଲେଡରେ କାଟିବାକୁ ଉଦ୍ୟମ କରିଛି ଜଣେ ଅଣଛାତ୍ର । ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ କୁନ୍ତରା…

ପ୍ରଥମ ଥର କାଶ୍ମୀରର କେହି ମୁସଲିମ୍ ମହିଳା ବନିଲେ ପାଇଲଟ୍ : ରକ୍ଷଣଶୀଳ ପରିବାରରୁ ଆସିଥିବା ସତ୍ୱେ ହାସଲ କଲେ ନିଜ…

ତିରିଶ ବର୍ଷୀୟ ଇରମ୍ ହବିବ ହେଉଛନ୍ତି ବିମାନ ଚାଳିକା ବା ପାଇଲଟ୍ ହୋଇଥିବା ପ୍ରଥମ କଶ୍ମୀର ମୁସଲମାନ ମହିଳା। ଆସନ୍ତା ମାସରେ ସେ ଏକ ଘରୋଇ ଏୟାରଲାଇନରେ ଯୋଗ ଦେବେ। ଇରମଙ୍କ ପୂର୍ବରୁ ୨୦୧୬ରେ କାଶ୍ମୀରର ପ୍ରଥମ ମହିଳା ପାଇଲଟ୍ ତନଭି ରାଇନା ଏୟାର୍ ଇଣ୍ଡିଆରେ ଯୋଗ ଦେଇଥିଲେ। ସେ କଶ୍ମୀର…

ନଦୀରେ ଆସିଲା ଟଙ୍କାର ବନ୍ୟା! ଲୁଟିବା ପାଇଁ ନଦୀ ଭିତରକୁ ଡେଇଁଲେ ଲୋକେ ।

ଆରବିଆଇ ଅର୍ଥାତ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗତ କିଛି ଦିନ ପୂର୍ବରୁ ଏକ ରିପୋର୍ଟ ଜାରି କରିଥିଲା । ଏହି ରିପୋର୍ଟ ଅନୁଯାୟୀ, ବିମୂଦ୍ରାକରଣ ପରେ ୯୯.୩ ପ୍ରତିଶତ ଟଙ୍କା ବ୍ୟାଙ୍କକୁ ଫେରି ଆସିଥିଲା । କିନ୍ତୁ ରିପୋର୍ଟ ଆସିବା ଠିକ ପର ଦିନ ବଡୋଦରାର ମାଲସର ଗାଁରେ ୫୦୦ ଏବଂ ୧୦୦୦ ଟଙ୍କାର…

‘ବଂଚି ଥାଉଁ ଥାଉଁ ମାରିଦେଲେ’ । ସୋସିଆଲ ମିଡିଆରେ ପପୁପପଙ୍କ ମୃତ୍ୟୁର ଅପପ୍ରଚାର । ଦିଲ୍ଲୀ ଏମ୍ସରୁ ଫେରିବା ପରେ…

କନକ ବ୍ୟୁରୋ: ସିଏ ଯିଏ ହୁଅନ୍ତୁ ନା’ କାହିଁକି, ଯଦି ବଂଚି ଥାଉଁ ଥାଉଁ ଜଣକୁ ମାରି ଦେବାର ଅପପ୍ରଚାର ହୁଏ, ତାହା ନିଶ୍ଚିତ ଭାବେ ଆଘାତ ଦେବ । ଆଉ ଏହି ବ୍ୟକ୍ତି ଯଦି ଲୋକପ୍ରିୟ ତାରକା ହୁଅନ୍ତି ତାହା, ତାଙ୍କ କୋଟି କୋଟି ଫଲୋଅର୍ସଙ୍କୁ ପ୍ରଭାବିତ କରିବ । ସୋସିଆଲ ମିଡ଼ିଆରେ ଘୁରି ବୁଲୁ ଥିବା…

ପୁରଣ ହେଲା ବଲାଙ୍ଗୀର ସ୍ୱପ୍ନ । ଭୀମଭୋଇ ମେଡିକାଲ କଲେଜର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଆୟୁଷ୍ମାନ ଯୋଜନାରେ ସାମିଲ…

କନକ ବ୍ୟୁରୋ: ପୁରଣ ହେଲା ବଲାଙ୍ଗୀର ସ୍ୱପ୍ନ । ପ୍ରାୟ ଦୁଇ ଦଶନ୍ଧୀ ଧରି ଯେଉଁ ମେଡ଼ିକାଲ କଲେଜ ଶୁଭାରମ୍ଭକୁ ଚାହିଁ ରହିଥିଲେ, ଆଜି ତାହା ବାସ୍ତବ ରୁପ ନେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସ୍ୱାସ୍ଥ୍୍ୟମନ୍ତ୍ରୀ ଜେ.ପି ନଡ୍ଡା ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜର ଶୁଭାରମ୍ଭ…