Daily Archives

August 30, 2018

ଅଫିସରଙ୍କୁ ଇସାରା, ରାଜ୍ୟ ସରକାରଙ୍କୁ ଟାର୍ଗେଟ! ବିହାରୀ ମନ୍ତ୍ରୀ ଆରୋପର ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିହାରୀ ଥିଓରୀ । ବିହାରରୁ ପ୍ରଥମେ ରାଜ୍ୟସଭାକୁ ଯାଇ ମନ୍ତ୍ରୀପଦ ପାଇବାପରେ ବିରୋଧୀଙ୍କ ଦ୍ୱାରା ବିଭିନ୍ନ ସମୟରେ ବିହାରୀ ବୋଲି ଶରବ୍ୟର ଶୀକାର ହେବା ପରେ ଧର୍ମେନ୍ଦ୍ର ଆଜି ରଖିଛନ୍ତିି ଏହାର ଜବାବ । ଏହାସହ ପୁଣି ଥରେ ରାଜ୍ୟ…

ନୋଟବନ୍ଦି ସବୁଠାରୁ ବଡ ସ୍କାମ ! ରାହୁଲଗାନ୍ଧିଙ୍କ ଟାର୍ଗେଟରେ ମୋଦି ସରକାର ।

ବିମୁଦ୍ରାୟନ ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିମୁଦ୍ରାୟନ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁଞ୍ଜିବାଦୀ ବନ୍ଧୁମାନଙ୍କୁ ଫାଇଦା ପହଞ୍ଚାଇବାକୁ କରାଯାଇଥିଲା ବୋଲି ସେ କହିଛନ୍ତି । ସେ କହୁଛନ୍ତି ଯେ ମୋଦିଙ୍କ ୧୫-୨୦…

ଏସିଆନ ଗେମ୍ସରେ ସଫଳତା ପରେ ଦୂତିଙ୍କ ପାଇଁ ପୁରସ୍କାର ବର୍ଷା କଲେ ସରକାର । ମିଳିବ ୩ କୋଟି ଟଙ୍କା, ଦୂତି କହିଲେ…

କନକ ବ୍ୟୁରୋ : ଏସିଆଡ ଖେଳରେ ଭାରତ ପାଇଁ ଦୁଇ ଦୁଇଟି ରୌପ୍ୟପଦକ ଆଣିଥିବା ଦୌଡରାଣୀ ଦୂତୀ ଚାନ୍ଦଙ୍କ ପାଇଁ ୩ କୋଟିର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ଦେଢ଼ କୋଟି ଘୋଷଣା କରିଥିବା ରାଜ୍ୟ ସରକାର ଦୂତିଙ୍କ ୨ଶହ ମିଟର ଦୌଡ଼ରେ ସଫଳତା ପରେ ପୁଣି ଦେଢ଼ କୋଟିର ପୁରସ୍କାର…

ଅନ୍ତର୍ଜାତୀୟ ବଜାରରେ କମୁଛି, କିନ୍ତୁ ଭାରତରେ ବଢୁଛି ତେଲ ଦର । ଓଡିଶାରେ ୮୦ ଟପିଲା ପେଟ୍ରୋଲ, ଗ୍ରାହକଙ୍କ ବଢାଇଲା…

କନକ ବ୍ୟୁରୋ : ପୁଣି ନିଆଁ ଲଗାଇଲା ପେଟ୍ରୋଲ ଦର । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇଥିଲେ ବି ଉପରମୁହାଁ ହେଉଛି ପେଟ୍ରୋଲର ମୂଲ୍ୟ । ଅଗଷ୍ଟ ୧୬ ତାରିଖରୁ ପେଟ୍ରୋଲ ଦର ବଢିବାରେ ଲାଗିଛି । ତେବେ ସବୁଠୁ ଅଧିକ ମାଡ଼ ପଡିଛି ଓଡ଼ିଶାର ପଛୁଆ ଜିଲ୍ଲାଗୁଡିକରେ । ନବରଙ୍ଗପୁର ଓ…

ମହାନଦୀ ଅବବାହିକାରେ ବନ୍ୟା! ରାଜ୍ୟର ଅଧିକାଂଶ ଅଂଚଳ ଜଳମଗ୍ନ, ପାଣିପାଗ ବିଭାଗର ପୂର୍ବାନୁମାନ, ପଶ୍ଚିମ ଓ ଉତର…

କନକ ବ୍ୟୁରୋ: ହୀରାକୁଦ୍ ଗେଟ୍ ଖୋଲିବା ପରେ ତଳିଆ ଅଂଚଳରେ ପଶିଲା ମହାନଦୀର ବନ୍ୟା ପାଣି । ସୋନପୁର, ବୌଦ୍ଧ, ବାଙ୍କୀ ଓ ନୟାଗଡରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ରାସ୍ତାଘାଟ ପାଣିରେ ବୁଡି ରହିଛି । ବ୍ରିଜ୍ ଉପରେ ୪ ଫୁଟର ପାଣି ଚାଲୁଛି । ଫଳରେ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ…

ଦରମା ମାତ୍ର ୪୦ ହଜାର, କିନ୍ତୁ ୩ ବର୍ଷରେ ହୋଇଗଲେ କୋଟିପତି ! ଜାଣନ୍ତୁ କିଭଳି କଳାଧନର ସାମ୍ରାଜ୍ୟ ବିସ୍ତାର କରିଥିଲେ…

କନକ ବ୍ୟୁରୋ : ଚାକିରି, ଆକାଉଂଟସ ଅଫିସରର ଆଉ ଦରମା ୪୦ ହଜାର । ହେଲେ ସମ୍ପତି କୋଟି କୋଟିର । ୭କୋଟିର ଜଣେ ସରକାରୀ ଅଫିସରଙ୍କୁ ଆଜି ଧରିଛି ଭିଜିଲାନ୍ସ । ତେବେ ତାଜୁବ କଲାଭଳି କଥା ହେଲା ସରକାରୀ ଅଫିସରଙ୍କ ବିଳାସପୂର୍ଣ୍ଣ ବଙ୍ଗଳାର ଇଂଟେରିଅର୍ । ଯେଉଁଥିରେ ଖର୍ଚ୍ ହୋଇଛି ୩ କୋଟିରୁ ଅଧିକ…