Daily Archives

August 29, 2018

ଉଛୁଳୁଛି ମହାନଦୀ, ବଢୁଛି ବନ୍ୟା ଆଶଙ୍କା ! ମହାନଦୀରେ ମାଡିଆସୁଛି ବନ୍ୟା, ଛତିଶଗଡ ବନ୍ୟାଜଳ ଛାଡୁଥିବାରୁ ବିଜେପିକୁ…

କନକ ବ୍ୟୁରୋ : ମହାନଦୀରେ ମାଡି ଆସୁଛି ବନ୍ୟା ପାଣି । ହୀରାକୁଦ ଜଳଭଣ୍ଡାରରୁ ୨୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ବର୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୨ ଦଶମିକ୍ ଏକ ଶୂନ ଫୁଟ ରହିଛି । ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୯୧ହଜାର ୯୪୬ କ୍ୟୁସେକ୍ ଜଳ ପ୍ରବେଶ କରୁଛି ।…

ଯାଜପୁରରୁ ଜାକର୍ତ୍ତା ! ଭାରତକୁ ଦ୍ୱିତୀୟ ଚାନ୍ଦି ଦେଲେ ଦୂତି ଚାନ୍ଦ, ଜାଣନ୍ତୁ ସଂଘର୍ଷ ଓ ସଫଳତାର ପୂରା କାହାଣୀ

କନକ ବ୍ୟୁରୋ : ବିଦେଶରେ ଚମକିଲେ ଦୌଡରାଣୀ ଦୂତି ଚାନ୍ଦ । ପୂରଣ ହେଲା ଦୀର୍ଘ ଦିନର ସ୍ୱପ୍ନ । ଏସିଆନ ଗେମ୍ସରେ ଦମଦାର ପ୍ରଦର୍ଶନ ସହ ଭାରତକୁ ଡବଲ ରୌପ୍ୟ ଦେଇଛନ୍ତି ଓଡିଆ ଧାବିକା ଦୂତି । ଉଭୟ ୧୦୦ ଓ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ଦେଶ ତଥା ରାଜ୍ୟକୁ ଗର୍ବିତ କରିଛନ୍ତି…

ମଶା ଘଉଡ଼ାଉଛି ମୋବାଇଲ ଆପ୍ଲିକେସନ୍ ! ତୁରନ୍ତ କରନ୍ତୁ ଡାଉନଲୋଡ଼୍

ମଶା ଏକ ଏଭଳି ଜୀବ ଯିଏକି ଆପଣଙ୍କ ନିଦ ଉଡାଇ ଦେଇଥାଏ । ଯେଉଁ ସ୍ଥାନରେ ମଶା ଅଛି ଆପଣ ସେଠାରେ ସ୍ଥିର ହୋଇ ବସିବା, ଉଠିବା ଓ ଶୋଇବା ମୁସ୍‌କିଲ ହୋଇ ଯାଇଥାଏ । ଏପରି କ୍ଷେତ୍ରରେ ସବୁବେଳେ ମଶା ଧୂପ ନହେଲେ କଏଲ୍‌ ଲଗାଇବା ଜରୁରୀ ହୋଇଥାଏ । ଯଦି ମଶା ଧୂପ କିମ୍ବା କଏଲ୍‌ ନାହିଁ ତେବେ ଆପଣ ନିଜ…

ହାଇଟେକ୍ ଗ୍ୟାଙ୍ଗ କିଛି ଏଭଳି ଭାବେ ଚୋରାଉଛନ୍ତି ଲୋକଙ୍କ ଟଙ୍କା ! ରୁହନ୍ତୁ ସାବଧାନ୍ ।

ଦିନକୁ ଦିନ ଦେଶରେ ବଢୁଛି ଚୋରି ମାମଲା । ହାଇଟେକ୍ ଇଣ୍ଟରନେଟ୍ ରାକେଟ୍ ବହୁଳ ମାତ୍ରାରେ ଲୋକମାନଙ୍କୁ କଲ୍ କରି ସେମାନଙ୍କ ଟଙ୍କା ଗାୟବ କରିଦେଉଛନ୍ତି । ସେମାନେ ବ୍ୟାଙ୍କ ଏବଂ ବିଭିନ୍ନ ବୀମା କମ୍ପାନୀର କର୍ମଚାରୀମାନଙ୍କ ର ନିଜ ନେଟୱାର୍କ ଜରିଆରେ ଗ୍ରାହକମାନଙ୍କର ସମସ୍ତ ତଥ୍ୟ ଏକାଠି…

ପ୍ରଧାନଶିକ୍ଷକ ମଦ ପିଇଲେ ବୋଲି ସ୍କୁଲକୁ ଆସୁ଼ୁନାହାଁନ୍ତି ଛାତ୍ରଛାତ୍ରୀ, ପ୍ରତିବାଦର ପାଠଶାଳା ଷ୍ଟାଇଲ୍

କନକ ବ୍ୟୁରୋ: ଶିକ୍ଷାନୁଷ୍ଠାନ ମାନଙ୍କରେ ଶୃଙ୍ଖଳିତ ପରିବେଶ ଏବଂ ଗୁରୁଶିଷ୍ୟଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉଜ୍ୱଳମୟ ହୋଇପାରିବ । ହେଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆମ୍ବିଳିଗାଁ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଛି ବ୍ୟତିକ୍ରମ । ଜଣେ ଶିକ୍ଷକଙ୍କ ପାଇଁ…

ଦୂତିଙ୍କୁ ପାଖକୁ ଛୁଟିଲା ଅଭିନନ୍ଦନର ସୁଅ ! ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ପୁରା ଦେଶ କଲା ସାଲ୍ୟୁଟ୍ ।

କନକ ବ୍ୟୁରୋ : ଏସୀୟ କ୍ରୀଡାରେ ପୁଣି ଥରେ ନିଜ ଚମକ ଦେଖାଇଛନ୍ତି ଓଡିଆ ଝିଅ ଦୂତି ଚାନ୍ଦ । ମହିଳା ୧୦୦ ମିଟର ପରେ ୨୦୦ ମିଟର ରେସରେ ମଧ୍ୟ ନିଜ ଦମ୍ ଦେଖାଇଛନ୍ତି ଦୂତି ! ଏସୀୟ କ୍ରୀଡାର ୨୦୦ ମିଟର ରେସରେ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି ଦୂତି ଚାନ୍ଦ । ମାତ୍ର ୨୩.୦୨ ସେକେଣ୍ଡରେ ୨୦୦ ମିଟର…